ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବୁଧବାର ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ, ଅନୁଗୁଳ ସହର ଉପକଣ୍ଠ ଟିପିରିସିଂହା ଗାଁର ସମିର ନାଏକ(୧୯) ଜଣେ ଅନ୍ୟ ଜାତିର ୧୭ ବର୍ଷର ନାବାଳିକାଙ୍କୁ…

Continue Readingନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାଇକ୍ ଚୋରି କରି ଯାଉଥିବା ଯୁବକକୁ ମାଡ଼ି ବସିଲେ ଲୋକେ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ଥାନା ନିକଟସ୍ଥ ଆଇଟିଆଇରୁ ବାଇକ୍ ଚୋରି କରି ନେଉଥିବା ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ। ଅଭିଯୋଗ ଅନୁଯାୟୀ, ସଞ୍ଜୟ କୁମାର ଧିର ହିରୋ ହୋଣ୍ଡା ସିଡି ଡିଲସ୍କ (ଓଅର୍ ୧୯ ଯେ ୬୭୯୧) ନେଇ…

Continue Readingବାଇକ୍ ଚୋରି କରି ଯାଉଥିବା ଯୁବକକୁ ମାଡ଼ି ବସିଲେ ଲୋକେ

ସ୍କୁଲ ଛାତ୍ରୀଙ୍କୁ ଅସଦ ବ୍ୟବହାରକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଏକ ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦ ବ୍ୟବହାରକରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ସୋମବାର ଅପରାହ୍ନରେ ବିଦ୍ୟାଳୟ ଛୁଟି ହେବାପରେ ଜରପଡ଼ା ଥାନା ଅନ୍ତର୍ଗତ ତୁବେଇ ଗାଁର…

Continue Readingସ୍କୁଲ ଛାତ୍ରୀଙ୍କୁ ଅସଦ ବ୍ୟବହାରକରି ଯୁବକ ଗିରଫ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଜନଗଣନାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ଦେଶରେ ଜନଗଣନା କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏ ନେଇ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଦେଶରେ ଜନଗଣନାକୁ ସମକାଳୀନ ତାଲିକାକୁ ଆଣିବା ଏବଂ ରାଜ୍ୟ ସରକାରମାନଙ୍କୁ ଜନଗଣନା…

Continue Readingଅନିର୍ଦ୍ଦିଷ୍ଟ କାଳ ପାଇଁ ଜନଗଣନାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା

ସାଇବର ଠକେଇ ଶିକାର ହେଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ବାଲିଜେରେଙ୍ଗ ଗାଁର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି। ସୂଚନା ଯେ, ବାଲିଜେରେଙ୍ଗ ଗାଁର ସିଦ୍ଧାନ୍ତ ଦାସ(୩୦) ଫେସ୍‌ବୁକ୍‌ରେ ୨୦୨୧ ମସିହାର ଏକ ବିଜ୍ଞାପନ ଦେଖିଲେ ଯେ,…

Continue Readingସାଇବର ଠକେଇ ଶିକାର ହେଲେ ଯୁବକ

ବିଶ୍ବ ସ୍ତନ୍ୟପାନ ସପ୍ତାହ: ମା’‌ କ୍ଷୀର ହିଁ ଶିଶୁପାଇଁ ସର୍ବୋତ୍ତମ ଖାଦ୍ୟ

ଅନୁଗୁଳ: ମା’ କ୍ଷୀର ହିଁ ଶିଶୁପାଇଁ ସର୍ବୋତ୍ତମ ଖାଦ୍ୟ ଯାହା ଶିଶୁର ଆବଶ୍ୟକତାକୁ ସଠିକ୍ ଭାବରେ ପୁରଣ କରେ। ମା’ କ୍ଷୀରର କୌଣସି ବିକଳ୍ପ ନାହିଁ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଅନୁଗୁଳ ଜିଲ୍ଲା ସ୍ତରୀୟ ବିଶ୍ବ ସ୍ତନ୍ୟପାନ ସପ୍ତାହ ସୋମବାର…

Continue Readingବିଶ୍ବ ସ୍ତନ୍ୟପାନ ସପ୍ତାହ: ମା’‌ କ୍ଷୀର ହିଁ ଶିଶୁପାଇଁ ସର୍ବୋତ୍ତମ ଖାଦ୍ୟ

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ନିଯୁକ୍ତି ପ୍ରଦାନ

ଅନୁଗୁଳ: ଆଜି ଭୋରୁ ଦେଉଳବେଡା ଗାଁ ରେଲୱେ ଲେବଲ୍ କ୍ରସିଙ୍ଗି ଠାରେ ଟ୍ରେନ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରନ୍ଦର ସାହୁ (କାର୍ତ୍ତିକ)। ପୁରନ୍ଦରଙ୍କ ମୃତ୍ୟୁ ପରେ ଗାଁ ଲୋକେ ରେଳରୋକ କରିବା ସହ କ୍ଷତିପୂରଣ ପାଇଁ ଦାବି…

Continue Readingଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ନିଯୁକ୍ତି ପ୍ରଦାନ

ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ: ରାଜ୍ୟରେ କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅଗଷ୍ଟ ୭ ତାରିଖରେ ଉଦ୍‌ଘାଟିତ ହେବ। ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୨…

Continue Readingଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଡିଜିଟାଲ ଡିସପେନସାରି ସ୍ଥାପନ କରିବ ଏମସିଏଲ

ତାଳଚେର: ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ଏକ ଉତ୍ସାହପ୍ରଦ ପଦକ୍ଷେପ ସ୍ୱରୂପ ମହାନଦୀ କୋଲଫିଲଡସ ଲିମିଟେଡ (ଏମସିଏଲ) ଏହାର ଡିସପେନସାରୀଗୁଡ଼ିକୁ ଡିଜିଟାଲ ଡିସପେନସାରୀରେ ପରିବର୍ତନ କରି ସେଠାରେ ଟେଲି ମେଡିସିନ ଟର୍ମିନାଲ ଏବଂ ଭିଡିଓ କନଫରେନ୍ସିଂ…

Continue Readingଡିଜିଟାଲ ଡିସପେନସାରି ସ୍ଥାପନ କରିବ ଏମସିଏଲ

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା; ୧୮ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ୧୮ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର…

Continue Reading୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା; ୧୮ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି