୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅଧୀନରେ ଥିବା ପାଞ୍ଚଟି ବନାଞ୍ଚଳରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ଫରେଷ୍ଟ ସ୍ଵାର୍ଡମାନେ ପ୍ରଧାନ ମୁଖ୍ୟ ବନସଂରକ୍ଷକଙ୍କ ଉଦ୍ଦେଶ୍ୟରେ ସୋମବାର ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କୁ ୧୪ ଦଫା ଦାବିଥିବା ଦାବିପତ୍ରକୁ ପ୍ରଦାନ କରିଛନ୍ତି । ଜଙ୍ଗଲକୁ…

Continue Reading୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତି ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ରକ୍ତ ଭଣ୍ଡାର ପରିସରରେ ଅନୁଗୁଳ ଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତି ପକ୍ଷରୁ ସୋମବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବାପ୍ଟିଷ୍ଟ ଚର୍ଚ୍ଚର ଫାଦର୍ ରେଭରେଣ୍ଡ ଯୋଶିଆ କାଉଁରୀ ମୁଖ୍ୟ ଅତିଥି ରୂପେ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରୁ…

Continue Readingଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତି ପକ୍ଷରୁ ରକ୍ତଦାନ ଶିବିର

ସିସିଟିଭି ନଜରରେ ସମ୍ବେଦନଶୀଳ ବୁଥ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ମଙ୍ଗବାରଠାରୁ ନିର୍ବାଚନ ସାମଗ୍ରୀ ବିତରଣ କାର୍ଯ୍ୟ ଆରମ୍ଭ ହେବ। ପୁଲିଂ ପାର୍ଟି ଏହି ସାମଗ୍ରୀ ସବୁ ଗ୍ରହଣ କରି ବୁଥରେ ପହଞ୍ଚିବେ । ତେବେ ଜିଲ୍ଲାରେ ମୋଟ୍ ୪ଟି ପର୍ଯ୍ୟାୟରେ ନିର୍ବାଚନ…

Continue Readingସିସିଟିଭି ନଜରରେ ସମ୍ବେଦନଶୀଳ ବୁଥ୍‌

ବଂଶୀଧର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଡିଗ୍ରୀ କଲେଜର ପ୍ରତିଷ୍ଠାତା, ପୂର୍ବତନ ଅଧ୍ୟକ୍ଷ, ସମାଜସେବୀ ତଥା ଶିକ୍ଷାବିତ୍ ବଂଶୀଧର ପ୍ରଧାନଙ୍କ ପ୍ରତିମୂର୍ତ୍ତି ବନ୍ତଳା ଡିଗ୍ରୀ କଲେଜ ପରିସରରେ ସୋମବାର ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳଶୀ ମୁଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ…

Continue Readingବଂଶୀଧର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଯୁବକ

ଅନୁଗୁଳ: ଅନୁଗୁଳ ସୌଭାଗ୍ୟନଗର ଠାରେ ରବିବାର ରାତିରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ଅଭିଜିତ ପଟ୍ଟନାୟକ(୨୮)। ସୂଚନା ମୁତାବକ, ଅଭିଜିତ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ। ରବିବାର ସଂଧ୍ୟାରେ ଅଭିଜିତ ସାଙ୍ଗ ମାନଙ୍କ ସହ ମିଶି…

Continue Readingସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଯୁବକ

୧୩ ଦିନର ସଂଘ ୧୩ ତାରିଖରେ ଭାଙ୍ଗିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ଗେଟ୍ ସାମନାରେ ଗଢ଼ାଯାଇଥିବ। ମା' ବୁଢୀ ଘରୋଇ ଆମ୍ବୁଲାନ୍ସ ସଂଘ ତେର ତାରିଖ ଦିନ ଭାଙ୍ଗି ଯାଇଛି। ଘରୋଇ ଆମ୍ବୁଲାନ୍ସ ସଂଘରେ ୧୫ରୁ ଅଧିକ ସଦସ୍ୟ ଥିବା ବେଳେ କ୍ରମାନ୍ୱୟରେ ରୋଗୀ ଏବଂ…

Continue Reading୧୩ ଦିନର ସଂଘ ୧୩ ତାରିଖରେ ଭାଙ୍ଗିଲା

ସ୍ତ୍ରୀକୁ ମାଡ଼ ମାରି ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ବଡ଼ହାର ଗ୍ରାମରେ ସ୍ତ୍ରୀ ସଞ୍ଜୁକ୍ତା ସିଂକୁ ମାଡ଼ମାରିଥିବା ଅଭିଯୋଗରେ ସ୍ବାମୀ ଶିବରାମ ସିଂ(୪୨)କୁ ପୁଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏନେଇ ସଞ୍ଜୁକ୍ତାର ଅଭିଯୋଗକ୍ରମେ ପୁଲିସ ଏକ ମୋକଦମା ରୁଜୁ…

Continue Readingସ୍ତ୍ରୀକୁ ମାଡ଼ ମାରି ସ୍ବାମୀ ଗିରଫ

ନାଲକୋ ଜିଜିଏମ୍‌ଙ୍କ କାରରୁ ଚୋରା ଆଲୁମିନିୟମ ଉଦ୍ଧାର, ଚାଳକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲଟର ପ୍ଲାଣ୍ଟରରେ ଜଣେ ଗ୍ରୁପ୍ ଜେନେରାଲ ମ୍ୟାନେଜରଙ୍କ କାରରୁ ଚୋରା ଆଲୁମିନିୟମ ଉଦ୍ଧାର ହୋଇଛି। ସୂଚନା ଅନୁଯୟୀ, ସ୍ମେଲଟର ପ୍ଲାଣ୍ଟ ଫାଟକରେ ଶନିବାର ସନ୍ଧ୍ୟାରେ ନାଲକୋ ସିକ୍ୟୁରିଟି ଗାର୍ଡଙ୍କ ଦ୍ବାରା ସିଆରଜି ବିଭାଗର ଗ୍ରୁପ୍ ଜେନେରାଲ…

Continue Readingନାଲକୋ ଜିଜିଏମ୍‌ଙ୍କ କାରରୁ ଚୋରା ଆଲୁମିନିୟମ ଉଦ୍ଧାର, ଚାଳକ ଗିରଫ

ଆଜି ଭାଲେଣ୍ଟାଇନ୍ ଡେ’

ପ୍ରେମ । ପ୍ରେମ ସାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମର ପରିଭାଷା ଯେତିକି ଜଟିଳ ସେତିକି ସୁମଧୁର ମଧ୍ୟ । ପ୍ରେମ ବସନ୍ତର ସବୁଜିମା ପରି ମନୋହର । ପ୍ରେମ ପୂର୍ଣ୍ଣିମାର ଚାନ୍ଦିନୀ ରାତି ପରି ଚମତ୍କାର । ପୁଣି ଏଇ…

Continue Readingଆଜି ଭାଲେଣ୍ଟାଇନ୍ ଡେ’

ଗ୍ୟାସ ଲିକରୁ ଘର ଜଳିଗଲା

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଜରସିଂହା ନିକଟସ୍ଥ ବେଡ଼ାସର ଗାଁରେ ରବିବାର ଦିନ ପ୍ରାୟ ସାଢେ଼ ଦଶଟା ସମୟରେ ଅଗ୍ନିକାଣ୍ଡ ଘଟି ଲକ୍ଷ୍ମୀକାନ୍ତ ସାହୁଙ୍କ ଘର ଜଳି ଯାଇଛି। ସୂଚନା ଯେ, ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ…

Continue Readingଗ୍ୟାସ ଲିକରୁ ଘର ଜଳିଗଲା