ଟ୍ରକ୍ ଧକ୍କାରେ ବ୍ୟବସାୟୀ ମୃତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ବାଇପାସ୍ ଗ୍ରୀନପାର୍କ ହୋଟେଲ୍ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼ ବାରଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପରଜଙ୍ଗ ଥାନା ଡ଼ମ୍ୱଳ ଗାଁର ନରୋତ୍ତମ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ବାଇପାସ୍ ଗ୍ରୀନପାର୍କ ହୋଟେଲ୍ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼ ବାରଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପରଜଙ୍ଗ ଥାନା ଡ଼ମ୍ୱଳ ଗାଁର ନରୋତ୍ତମ…
ଅନୁଗୁଳ: ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଓଡିଶା ମ୍ୟୁନିସିପାଲ ଆଇନ ୧୯୫୦ର ଧାରା ୧୭(କ) ଓ ଓଡିଶା ପୌର ନିର୍ବାଚନ ୨୦୦୩ର ଧାରା ୮୨ ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ମନୋନିତ ହେବା ଠାରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗୁରୁବାର ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାରୁ ଫାଇଲେରିଆ ରୋଗର ନିରାକରଣ ପାଇଁ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ…
ଅନୁଗୁଳ: ଫେବୃୟାରୀ ୭ ତାରିଖ ସନ୍ଧ୍ୟାରେ ଦୁର୍ଘଟଣାରେ ଆହତ ଜଣେ ରୋଗୀଙ୍କ ପକେଟ୍ରୁ ୮୦୦ ଟଙ୍କା ନେବା ଘଟଣାରେ ଅନୁଗୁଳ ହସ୍ପିଟାଲର ଜଣେ ହେଲ୍ପ ଡେସ୍କ କର୍ମଚାରୀଙ୍କୁ କାମରୁ ବାହାର କରି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଉକ୍ତ ଦିନ ଅପରାହ୍ନରେ ଜରପଡା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇପିଡି କୋଠାରେ କିନ୍ନରଙ୍କ ପାଇଁ ଗୁରୁବାର ଏକ ସ୍ବତନ୍ତ୍ର ୱାର୍ଡ ଉଦ୍ଘାଟିତ ହୋଇଯାଇଛି।କିନ୍ନରଙ୍କ ପାଇଁ ଏଭଳି ସ୍ବତନ୍ତ୍ର ୱାର୍ଡ ଓଡ଼ିଶାରେ ପ୍ରଥମଥର ପାଇଁ ଖୋଲା ଯାଇଛି ବୋଲି କୁହା ଯାଉଛି। ଏଭଳି ଏକ ୱାର୍ଡ…
ଅନୁଗୁଳ: ଅନୁଗୁଳ ସହରର ଶିମିଳିପଡ଼ାର ଜଣେ ବ୍ୟକ୍ତିଙ୍କୁ ସୁନା ବଦଳରେ ପିତଳ ଦେଇ ଠକେଇ କରିଥିବା ଅଭିଯୋଗରେ ପୁଲିସ ବୁଧବାର ୩ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ୨୦୨୧ ନଭେମ୍ବର ୩୧ ତାରିଖରେ ଶିମିଳିପଡ଼ାର ଅନନ୍ତ ପ୍ରସାଦ ସାହୁଙ୍କୁ ଏହି ତିନି…
ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସାମନାରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ବେଳେଅ ଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଖବର ପାଇ ଅନୁଗୁଳ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ନେଇ ମଙ୍ଗଳବାର ରାତିରେ ପରିବାର ଲୋକମାନେ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀ ମଙ୍ଗଳବାର ଅପରାହ୍ନ…
ଅନୁଗୁଳ: ଅନୁଗୁଳ ବିଏଡ୍ କଲେଜ୍ ନିକଟସ୍ଥ ଶ୍ରୀକ୍ଷେତ୍ର ହୋଟେଲରୁ ବୁଧବାର ସକାଳେ ଏକ ବିଷ ହୀନ ସର୍ପକୁ ଉଦ୍ଧାର କରାଯାଇଛି। ସକାଳ ବେଳା ହୋଟେଲର ରୋଷେଇ କାମ ଚାଲିଥିବା ବେଳେ ହଠାତ୍ ଏକ ତିନି ଫୁଟିଆ ସାପକୁ ଦେଖି କର୍ମଚାରୀମାନେ ଡରିଯାଇଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପେଟିଗାଡ଼ିଆ ଗାଁରେ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସୂଚନା ମୁତାବକ, ଗାଁର ଦିଲିପ କୁମାର ସାହୁଙ୍କ ଘର କବାଟ ଭାଙ୍ଗି ଆଲମାରୀରୁ ଗୋଟିଏ ସୁନା ଚେନ୍, କାନ ଫୁଲ ଗୋଟିଏ ସେଟ୍,…