ଗଞ୍ଜେଇ ଚାଷ ନଷ୍ଟ କରିଲା ଅବକାରୀ ବିଭାଗ
ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ଦ୍ବାରା ଗୁରୁବାର ଜରପଡ଼ା ଥାନା ଅନ୍ତର୍ଗତ ମାଟିଗାଡ଼ିଆସାହିରେ ପ୍ରାୟ ୧ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ବାରା ଏହି ଚଢ଼ାଉ କରାଯାଇଥିଲା। ଗଞ୍ଜେଇଗଛକୁ…
ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ଦ୍ବାରା ଗୁରୁବାର ଜରପଡ଼ା ଥାନା ଅନ୍ତର୍ଗତ ମାଟିଗାଡ଼ିଆସାହିରେ ପ୍ରାୟ ୧ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ବାରା ଏହି ଚଢ଼ାଉ କରାଯାଇଥିଲା। ଗଞ୍ଜେଇଗଛକୁ…
ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ବାରା ଗୁରୁବାର ଅନୁଗୁଳ ବ୍ଲକରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୋ ସ୍କୁଲ ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟରେ ବସଲା ଉଚ୍ଚ ବିଦ୍ୟାଳୟ, ଛେଳିଆପଡା ଉଚ୍ଚ ବିଦ୍ୟାଳୟ, ବେନ୍ତପୁର ଉଚ୍ଚ ବିଦ୍ୟାଳୟ…
ଅନୁଗୁଳ: ଡାକ୍ତରଖାନାରେ ମେଲ ୱାର୍ଡ, ଫିମେଲ ୱାର୍ଡ ଥାଏ। କିନ୍ତୁ କିନ୍ନରଙ୍କ ପାଇଁ କୌଣସି ୱାର୍ଡ ନଥାଏ । ଅନେକ ସମୟରେ କିନ୍ନର ଟିଏ ରୋଗ ଗ୍ରସ୍ତ ହେଲେ ତାକୁ ରଖିବା ନେଇ ଦ୍ୱନ୍ଦ ଉପୁଜେ। କିନ୍ନର ମାନଙ୍କ ଏଭଳି ସମସ୍ୟା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରେଳ ଷ୍ଟେସନ୍ ଦେଇ କୋଭିଚ୍-୧୯ ପୂର୍ବରୁ ଚାଲୁଥିବା ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକ ପୁନଃ ପ୍ରଚଳନ କରିବା ଦାବୀ ନେଇ ଗୁରୁବାର ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ରେଲ ଘରୋଇକରଣ ବିରୋଧ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମଝିକା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ପ୍ଲାଷ୍ଟିକ୍ କାରଖାନାରୁ ଚୋରି ଅଭିଯୋଗରେ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ପରଙ୍ଗ ଗାଁର ଅନିଲ ସାହୁ(୩୦) ଓ ଗୋପବନ୍ଧୁ…
ଅନୁଗୁଳ: ବିଭିନ୍ନ ଦାବି ନେଇ ଓଡ଼ିଶା ଫାର୍ମାସିଷ୍ଟ୍ ସର୍ଭିସ୍ ଆସୋସିଏସନ୍ ଆନ୍ଦୋଳନ ଚଳାଇ ଆସୁଛି। ପୂର୍ବରୁ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇବା ସହ ଗତ ୨୮ ତାରିଖରୁ କେବଳ ଔଷଧ ବିତରଣ କାର୍ଯ୍ୟ ଚଳାଇଛନ୍ତି। ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁଯାୟୀ ଔଷଧ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍ଡିଭିଜର କିଶୋରନଗର ଥାନାର ଏକ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଆଠମଲ୍ଲିକ ଅତିରିକ୍ତ ଜିଲା ଦୌରାଜଜ ସଞ୍ଜୀବରଞ୍ଜନ ସାମନ୍ତ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କିଶୋରନଗର ଥାନା ଅନ୍ତର୍ଗତ ରଣୀଆକଟା ପଞ୍ଚାୟତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗରର ଜଣେ ବ୍ୟକ୍ତିଙ୍କୁ ଧମକାଇ ଟଙ୍କା ମାଗିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, କହ୍ନେଇନଗରର ବିଷ୍ଣୁ ଚରଣ ନାଏକ ସେହିଗାଁର କରୁଣାକର ସାହୁଙ୍କୁ…
ଅନୁଗୁଳ: ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ କଂଗ୍ରେସ ଷଡ଼ଯନ୍ତ୍ର କରୁଛି। ତେଣୁ ପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ ଅନୁଗୁଳ ଜିଲ୍ଲା ବିଜେପି ଦାବି କରିଛି। ଜିଲ୍ଲା ବିଜେପି ତରଫରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୁଧବାର ପଞ୍ଜାବ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଘରୋଇକରଣ ପ୍ରସ୍ତାବକୁ ବିରୋଧ କରି କୋର୍ଡିନେସନ କମିଟି ତରଫରୁ ବୁଧବାର ନାଲକୋ ନିଜସ୍ବ ତାପଜ ବିଦ୍ୟୁତ କେନ୍ଦ୍ର(ସିପିପି)ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଅଫିସର ଆସୋସିଏସନ, ସମସ୍ତ ଶ୍ରମିକ ସଙ୍ଗଠନ ଓ ଠିକ। ଶ୍ରମିକ ସଙ୍ଗଠନମାନେ…