ମଦ ଓ ପୋଚ ଜବତ ତିନି ଗିରଫ
ଅନୁଗୁଳ: ଶୁକ୍ରବାର ଅନୁଗୁଳ ଅବକାରୀ ବିଭାଗ ସଦର ରେଞ୍ଜ ପକ୍ଷରୁ ଛେଣ୍ଡିପଦାର ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୬୭ ଲିଟର ଦେଶୀ ମଦ ଏବଂ ୬୦୦ କେଜି ପୋଚ ଜବତ କରାଯାଇଛି। ବେଆଇନ ମଦ କାରବାରରେ ମୋଟ ତିନି ଜଣଙ୍କୁ…
ଅନୁଗୁଳ: ଶୁକ୍ରବାର ଅନୁଗୁଳ ଅବକାରୀ ବିଭାଗ ସଦର ରେଞ୍ଜ ପକ୍ଷରୁ ଛେଣ୍ଡିପଦାର ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୬୭ ଲିଟର ଦେଶୀ ମଦ ଏବଂ ୬୦୦ କେଜି ପୋଚ ଜବତ କରାଯାଇଛି। ବେଆଇନ ମଦ କାରବାରରେ ମୋଟ ତିନି ଜଣଙ୍କୁ…
ଅନୁଗୁଳ : ଅନୁଗୁଳ ୧୦ମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ଶୁକ୍ରବାର ସମାପ୍ତ ହୋଇଛି। ଅନଗୁଳ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ପରୀକ୍ଷାରେ ଜିଲ୍ଲାର ୫ଟି ଏକାଡେମିରୁ ୪୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନୁଗୁଳ ଟାଏକୋଣ୍ଡୋ ସଂଘ…
ଅନୁଗୁଳ: ଚୋରି କରି ଚୋରବି ବେଳେବେଳେ ଧୋକା ଖାଇଯାଏ। ଏଭଳି ଏକ ଘଟଣା ଅନୁଗୁଳ ବସ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ପ୍ରାୟ ୧୧ଟା ବେଳେ ଢେଙ୍କାନାଳ ସଦର ମହିଧରପୁର ଗାଁର ଏକ ଯୁବତୀ ନିଜ ସମ୍ପର୍କୀୟଙ୍କୁ ଭେଟିବାପାଇଁ ଅନୁଗୁଳ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ତୁରଙ୍ଗ ଗ୍ରାମର ବାପୁଜୀ ବେହେରାଙ୍କ ୧୩ ମାସର ପୁଅ ଜନ୍ମେଜୟ ଲିଭର କାଇରୋସିସ୍ ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇଛି। ଏହି ରୋଗରେ ଲିଭର ପ୍ରତିରୋପଣ ବ୍ୟତୀତ କୌଣସି ଡାକ୍ତରୀ ଚିକିତ୍ସା ନାହିଁ ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କୁରୁମଟାପ ପଞ୍ଚାୟତର ରଘୁନାଥ ପ୍ରଧାନଙ୍କ ପୁଅ ରୁବେଲାଲ୍ ପ୍ରଧାନଙ୍କର ୧୨୧୪୪ ବର୍ଗ ଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଯାହା ଫଳରେ ତାଙ୍କୁ ସ୍ୱତନ୍ତ୍ର ଗ୍ରାଣ୍ଡ…
ଅନୁଗୁଳ: ବେଆଇନ୍ ସିମ୍ କାରବାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ଅନୁଗୁଳ ଥାନା ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ, ଅନୁଗୁଳ ସହର ରାଜକିଶୋରପଡ଼ାର ରଞ୍ଜନ ସାହୁ(୩୪), ହାକିମପଡ଼ାର ଦେବାଶିଷ ସାହୁ(୨୮) ଓ ରାଜକିଶୋରପଡ଼ାର ଦୁଷ୍ମନ୍ତ ସାହୁ। ପୁଲିସ୍ ସେମାନଙ୍କ ଠାରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଶାରଦୀୟ ନବରାତ୍ର ପୂଜା କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ପ୍ରଥମ ଦିବସରେ ଶୈଳପୂତ୍ରୀ ପୂଜନ, ଦ୍ବିତୀୟ ଦିବସରେ…
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରାନ୍ତରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଗୁରୁବାର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନରେ ପହଞ୍ଚିଛି। ଏଥିସହ ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ସିଦ୍ଧାର୍ଥଙ୍କ ଶଙ୍କର ସ୍ବାଇଁ…
ଅନୁଗୁଳ: ଅନୁଗୁଳ ସହର ଲକ୍ଷ୍ମୀ ବଜାର ଅଞ୍ଚଳରେ ଗୁରୁବାର ସକାଳେ ଜଣେ ଯୁବକ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ଅଳଙ୍କାର ଦୋକାନର ନବୀକରଣ ପାଇଁ ଏସିପି ସିଟ ଲଗାଯାଉଥିଲା। କଟକର ଏକ ଠିକା ସଂସ୍ଥା ଏହି…
ଅନୁଗୁଳ: ଗୁରୁବାର ଦିନ ପ୍ରାୟ ବାରଟା ବେଳକୁ ଠାକୁରଗଡ଼ ଥାନା କୁରୁମଛକ ନିକଟସ୍ଥ ଏକ ପୋଖରୀ ରେ ବୁଡି ଦୁଇ ଜଣ ନାବାଳିକା ପ୍ରାଣ ହରାଇଥିବା ଜଣାପଡିଛି।ସେ ଦୁହିଁଙ୍କ ବୟସ ପ୍ରାୟ ଦଶ ବର୍ଷ ହେବ। ଗୁରୁବାର ହାଟ ପାଳି ଥିବାରୁ…