ବର୍ଦ୍ଧିତ ହୋଲ୍ଡିଂଟ୍ୟାକ୍ସ ଆଦାୟ ଉପରେ ରୋକ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ପକ୍ଷରୁ ସହରବାସୀଙ୍କଠାରୁ ଗତ ଏପ୍ରିଲ ମାସରୁ ବର୍ଦ୍ଧିତ ହାରରେ ହୋଲ୍ଡିଂ ଟିକସ ଆଦାୟ କରିବାକୁ ନିର୍ଦ୍ଦେଶ ଜାରିକରାଯାଇଥିଲା। ମାନ୍ୟବର ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପକରି ବଦ୍ଧିତ ହାରରେ ଟିକସ ଆଦାୟ ନକରିବା ଓ ପରବର୍ତୀ…

Continue Readingବର୍ଦ୍ଧିତ ହୋଲ୍ଡିଂଟ୍ୟାକ୍ସ ଆଦାୟ ଉପରେ ରୋକ୍

ଶିକ୍ଷକଙ୍କ ସହ ୧୦ ଜୁଆଡ଼ି ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗାଁରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଛେଣ୍ଡିପଦା ପୁଲିସ ବୁଧବାର ଚଢାଉ କରିଛି। ଏହି ଚଢ଼ାଉରେ ଜଣେ ଶିକ୍ଷକଙ୍କ ସମେତ ୧୦ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ବିଶ୍ୱସ୍ତ…

Continue Readingଶିକ୍ଷକଙ୍କ ସହ ୧୦ ଜୁଆଡ଼ି ଗିରଫ

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁ ପୋଖରୀରେ ବୁଡ଼ି ବୁଧବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର ସୁଧାକର ପ୍ରଧାନ(୭୦) ଅପରାହ୍ନରେ ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।…

Continue Readingପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ସତ୍ୟବ୍ରତ ରାଉତ ଅନୁଗୁଳ ଥାନା ଆଇଆଇସି

ଅନୁଗୁଳ: ଅନୁଗୁଳ ଥାନା ଅଧିକାରୀ ଭାବରେ ଇନିସପେକ୍ଟର ସତ୍ୟବ୍ରତ ରାଉତଙ୍କୁ ଅବସ୍ଥାପିତ କରାଯାଇଛି। ସମ୍ପ୍ରତି ଶ୍ରୀ ରାଉତ ତାଳଚେର ଥାନା ଆଇଆଇସି ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସ୍ଥାନରେ ଅନୁଗୁଳ ଆଇଆଇସି ରମେଶ କୁମାର ବିଷୋୟୀଙ୍କୁ ବଦଳି କରାଯାଇଛି। ସେହିପରି କଣିହାଁ ଥାନା…

Continue Readingସତ୍ୟବ୍ରତ ରାଉତ ଅନୁଗୁଳ ଥାନା ଆଇଆଇସି

ସରକାରୀ ରାସ୍ତା ଜବରଦଖଲ ନେଇ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ କୁମଣ୍ଡ ଗାଁର ପ୍ରଗତିନଗର ମୌଜାରେ ଏକ ସରକାରୀ ରାସ୍ତାକୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ କିଛି ସରକାକାରୀ କର୍ମଚାରୀ ଜବରଦଖଲ କରିବାରେ ସହାୟତା କରିଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି। ଏହି…

Continue Readingସରକାରୀ ରାସ୍ତା ଜବରଦଖଲ ନେଇ ଅଭିଯୋଗ

ଉପବାଚସ୍ପତିଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ୍ ଅନ୍ତର୍ଗତ ଗୋତମରା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଗୋତମରା ଗ୍ରାମ୍ୟ କମିଟି, ବିଦ୍ୟାଳୟ…

Continue Readingଉପବାଚସ୍ପତିଙ୍କୁ ସମ୍ବର୍ଦ୍ଧନା

ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ ଲକ୍ଷ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ୨ଟି ହୁଣ୍ଡି ମଙ୍ଗଳବାର ଖୋଲାଯାଇଥିଲା । ତାଳଚେର ତହସିଲଦାର ମନ୍ମଥ ନାୟକ, ଗୋପାଳପ୍ରସାଦ ଫାଣ୍ଡି ଅଧିକାରୀ ଉଦୟନାଥ ବେହେରା, ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ରାଜେନ୍ଦ୍ର…

Continue Readingମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ ଲକ୍ଷ

ସଂକୀର୍ତ୍ତନ ଗୁରୁଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ୍ ଘଣ୍ଟପଡା ପଞ୍ଚାୟତର ଚାଳଗଡ ଗ୍ରାମ ବାସିନ୍ଦା ଅନ୍ତର୍ଯ୍ୟାମୀ ରାଉତ(୭୪)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ସଂକୀର୍ତ୍ତନ ଗୁରୁ…

Continue Readingସଂକୀର୍ତ୍ତନ ଗୁରୁଙ୍କ ପରଲୋକ

ଏମ୍‌ସିଏଲ୍ ପକ୍ଷରୁ ଗୋଟିଏ ଦିନରେ ରେକର୍ଡ କୋଇଲା ପରିବହନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍‌ସିଏଲ୍ ପକ୍ଷରୁ ଗୋଟିଏ ଦିନରେ ରେକର୍ଡ ପରିମାଣର କୋଇଲା ପରିବହନ କରାଯାଇଛି । ମଙ୍ଗଳବାର ୫ ଲକ୍ଷ ୪୫ ହଜାର ଟନ୍‌ କୋଇଲା ପରିବହନ ହୋଇଥିବା ବେଳେ ରେଳ ଯୋଗେ ୩ ଲକ୍ଷ ୬୬ ହଜାର ଟନ୍‌…

Continue Readingଏମ୍‌ସିଏଲ୍ ପକ୍ଷରୁ ଗୋଟିଏ ଦିନରେ ରେକର୍ଡ କୋଇଲା ପରିବହନ

କୃଷକ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ କଂଗ୍ରେସର ଧାରଣା

ଅନୁଗୁଳ : ଲକ୍ଷ୍ମୀପୁରରେ କୃଷକଙ୍କୁ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ରଖିବା ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଗାନ୍ଧି ପାର୍କଠାରେ ଗଣ ଧାରଣା ଦିଆଯାଇଥିଲା। ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ପାର୍କଠାରେ ଗଣ…

Continue Readingକୃଷକ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ କଂଗ୍ରେସର ଧାରଣା