ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ସାହୁଙ୍କ ପରଲୋକ
ଆଠମଲ୍ଲିକ : ଆଠମଲ୍ଲିକ ସହରର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ସାହୁଙ୍କର ଗତ ୪ ତାରିଖରେ ୯୫ ବର୍ଷ ବୟସରେ ପରଲୋକ ଘଟିଛି l ତାଙ୍କ ପରଲୋକରେ ସହରରେ ଶୋକର ଛାୟା ଖେଳିଯାଇଛି l ଶ୍ରୀ ସାହୁ ଶିକ୍ଷାଦାନ କରିବା ସହ ଜଣେ…
ଆଠମଲ୍ଲିକ : ଆଠମଲ୍ଲିକ ସହରର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ସାହୁଙ୍କର ଗତ ୪ ତାରିଖରେ ୯୫ ବର୍ଷ ବୟସରେ ପରଲୋକ ଘଟିଛି l ତାଙ୍କ ପରଲୋକରେ ସହରରେ ଶୋକର ଛାୟା ଖେଳିଯାଇଛି l ଶ୍ରୀ ସାହୁ ଶିକ୍ଷାଦାନ କରିବା ସହ ଜଣେ…
ଆଠମଲ୍ଲିକ: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଆଠମଲ୍ଲିକ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସୋମବାର ସନ୍ଧ୍ୟାରେ ଏନଏସି କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଆଶାକୁମାରୀ ସାହୁଙ୍କ ନେତୃତ୍ୱରେ ବିଜୁ…
ଆଠମଲ୍ଲିକ : ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ଉ କରାଯାଇଛିl ଚଢ଼ଉ ବେଳେ ୪ କେଜି ଗଞ୍ଜେଇ ଓ ଏକ ମଟର ସାଇକେଲ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି l…
ଆଠମଲ୍ଲିକ: ଆଠମଲ୍ଲିକ ସ୍ଥିତ ମନଜୋର ମଧ୍ୟମ ଜଳସେଚନ ବିଭାଗ ଷ୍ଟୋରରେ ଥିବା ପୁରୁଣା ମେସିନ ଯନ୍ତ୍ରପାତିଗୁଡିକୁ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଚୋରି କରି ନେଉଥିବା ବେଳେ ପୋଲିସ ମାଡ଼ି ବସିଛି। ପୋଲିସ ଅତର୍କିତ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ…
ଆଠମଲ୍ଲିକ: ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ଏ ଅବସରରେ ପ୍ରଥମରୁ ଦଶମ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହେବ ଓ…
ଆଠମଲ୍ଲିକ : ଆଠମଲ୍ଲିକ ଥାନା ଦୁଡୁମ ଗାଁରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ପାଇଁ ଆଦେଶ…
ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ବାଜପୁର ଠାରୁ ଗୁଆପଦା ମହିମାସାହି ଦେଇ କେରାଣ୍ଡିନାଳ ପାର ହୋଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କୁକୁଡ଼ାବାହାଳୀ ପଞ୍ଚାୟତକୁ ଯାତାୟାତ ପାଇଁ ଆବଶ୍ୟକ ହେଉଥିବା ଏକ ପୋଲ ନିର୍ମାଣ ଦାବିରେ ଗତ ମଙ୍ଗଳବାର ବାଜପୁର…
ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ପକ୍ଷରୁ ମାଧପୁର ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ୨୦୨୨ ପାଳିତ ହୋଇଛି। ଉତ୍ସବରେ ଆଠମଲ୍ଲିକ ବ୍ଲକର ବିଭିନ୍ନ ହାଇସ୍କୁଲରୁ ୧୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦଘାଟନୀ ସଭାରେ ମାଧପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ…
ଆଠମଲ୍ଲିକ: ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ସ୍ଥାନୀୟ ଦୁର୍ଗା ବଜାର ସ୍ଥିତ କିଶୋର କ୍ଲବରେ ଉନ୍ନତି ବିଚାର ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ସମାଜସେବୀ ରାମାନନ୍ଦ ପାଣିଗ୍ରାହୀଙ୍କ ଆବାହକତ୍ୱ ଶିକ୍ଷାବିତ ପିତାମ୍ବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ…
ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କନିଷ୍ଠ ଯନ୍ତ୍ରୀ ସନ୍ଦୀପ ବେହେରାଙ୍କୁ କାର୍ଯ୍ୟାଳୟରେ ଗାଳି ଓ ମାଡ଼ ଘଟଣାରେ ପୋଲିସ ଅଭିଯୁକ୍ତ ୨ ବିଜେଡି ନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଛି। ସୂଚନା…