ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ, ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ବିଟ୍ ରାମିଆଗୁଡା ଖେସରା ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ହାତୀକୁ କେହି ଗୁଳି କରି ମାରିଥିବା ଅନୁମାନ କରାଯାଉଛି। ଖବର ପାଇ…

Continue Readingଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ, ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନାନୁଯାୟୀ, ବରଙ୍ଗା…

Continue Readingଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ରକ୍ଷକ ହେଲା ଭକ୍ଷକ! ଦଳିତ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଲେ ସାଦା ପୋଷାକଧାରୀ ପୋଲିସ, ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡ଼ିତା

ଆଠମଲ୍ଲିକ: ଜାତିଆଣ ଆକ୍ଷେପ କରି ସାଦା ପୋଷାକଧାରୀ ପୋଲିସ ଜଣେ ଅନୁସୂଚିତ ଜାତିର ମହିଳାଙ୍କ ଘରେ ପଶି ତାଙ୍କୁ ଘୋଷାଡ଼ି ଆଣି ବାହାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏନେଇ ପୀଡିତାଙ୍କ ଝିଅ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କୁ ଅଭିଯୋଗ କରିଛନ୍ତି।…

Continue Readingରକ୍ଷକ ହେଲା ଭକ୍ଷକ! ଦଳିତ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଲେ ସାଦା ପୋଷାକଧାରୀ ପୋଲିସ, ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡ଼ିତା

ମାଧପୁର ପଞ୍ଚାୟତରେ ମହାଘୋଟଲା, ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲା ଉନ୍ନୟନ ଅଧିକାରୀ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତରେ ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ ବଗିଚା, କମ୍ପୋଷ୍ଟ ପିଟ, ମୋ ପୋଖରୀ ଓ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଜିଲ୍ଲା ଉନ୍ନୟନ ଅଧିକାରୀ…

Continue Readingମାଧପୁର ପଞ୍ଚାୟତରେ ମହାଘୋଟଲା, ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲା ଉନ୍ନୟନ ଅଧିକାରୀ

ଜନଶୁଣାଣି କାର୍ଯ୍ୟକ୍ରମ: ୧୧ ସମୂହ ଓ ୧୦୫ ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣି କଲେ ଅତିରିକ୍ତ ଜିଲ୍ଲାପାଳ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ସଭାଗୃହରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ୧୧ ସମୂହ ଓ ୧୦୫ ଟି ବ୍ୟକ୍ତିଗତ ଅଭିଯୋଗ ଗ୍ରହଣ କରାଯାଇଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ…

Continue Readingଜନଶୁଣାଣି କାର୍ଯ୍ୟକ୍ରମ: ୧୧ ସମୂହ ଓ ୧୦୫ ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣି କଲେ ଅତିରିକ୍ତ ଜିଲ୍ଲାପାଳ

ଗୋଡ଼ାଇଲା ଦନ୍ତା: ତଳେ ପଡ଼ି ଜଣେ ମୃତ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ରାସ୍ତାରୋକ୍

ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ପୁରୁଣାମାଣତ୍ରୀ ପଞ୍ଚାୟତ ରାଜିଙ୍ଗ ଗ୍ରାମରେ ଧାନବିଲ ଜଗିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଗୋଡ଼ାଇବାରୁ ତଳେ ପଡି ତାଙ୍କ ମୃତ୍ୟୁ ଘଟିଛି। ମୃତକ ରମେଶ ସାହୁ (୩୫) ବୋଲି ଜଣାପଡ଼ିଛି। ମୃତ ରମେଶର ପତ୍ନୀ…

Continue Readingଗୋଡ଼ାଇଲା ଦନ୍ତା: ତଳେ ପଡ଼ି ଜଣେ ମୃତ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ରାସ୍ତାରୋକ୍

ସଂସ୍କୃତି ଓ କଳା ପରିଷଦର ଆଲୋଚନା ଚକ୍ର: ଓଡ଼ିଶାର କଳା ସଂସ୍କୃତିକୁ ବାହାରେ ଆଦୃତ କରିବା ଉପରେ ଗୁରୁତ୍ୱାରୋପ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଧଣ୍ଡାତୋପା ଓ ଆରାମପୁର ଫରେଷ୍ଟ ବଙ୍ଗଳା ସମ୍ମୁଖରେ ଅଶୋକ କୁମାର ଧଳଙ୍କ ସଭାପତିତ୍ବରେ ସଂସ୍କୃତି ଓ କଳାପରିଷଦର ଆଲୋଚନା ଚକ୍ର ସବୁବର୍ଗର କଳାକାରଙ୍କୁ ନେଇ ଅନୁଷ୍ଠିତ ହୋଇଛି। ‌ ସଂସ୍କୃତି ଓ କଳାପରିଷଦର ମୁଖ୍ୟ…

Continue Readingସଂସ୍କୃତି ଓ କଳା ପରିଷଦର ଆଲୋଚନା ଚକ୍ର: ଓଡ଼ିଶାର କଳା ସଂସ୍କୃତିକୁ ବାହାରେ ଆଦୃତ କରିବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଆଠମଲ୍ଲିକ: ଆଜି ନଭେମ୍ବର ୧୬କୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ କେନ୍ଦ୍ର ସମବାୟ ବ୍ୟାଙ୍କ କନଫରେନ୍ସ ହଲରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏହି…

Continue Readingଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ଜବତ ଗାଡ଼ି, ପାର୍କିଂ କରିବାକୁ ଜାଗା ପାଉନାହାନ୍ତି ସାଧାରଣ ଲୋକ

ଆଠମଲ୍ଲିକ : ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ଆଠମଲ୍ଲିକ ପୋଲିସ ୨ ଦିନ ତଳେ ୩ ଟି କୋଇଲା ବୋଝେଇ ଟ୍ରକ ଓ ଗୋଟିଏ ମିନିଟ୍ରକର ଡ୍ରାଇଭରଙ୍କୁ ଧରିଥିଲା। ତାଙ୍କୁ ନୋଟିସ ଦେଇ ଛାଡ଼ିବା ପରେ ଗାଡ଼ି ଗୁଡ଼ିକ କିନ୍ତୁ…

Continue Readingଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ଜବତ ଗାଡ଼ି, ପାର୍କିଂ କରିବାକୁ ଜାଗା ପାଉନାହାନ୍ତି ସାଧାରଣ ଲୋକ

ମନରେଗାରେ ଅନିୟମିତତା ଅଭିଯୋଗ: ତଦନ୍ତ ପାଇଁ ଆଠମଲ୍ଲିକ ପହଞ୍ଚିଲେ ଲୋକପାଳ

ଆଠମଲ୍ଲିକ: ସ୍ଥାନୀୟ ଆଠମଲ୍ଲିକ ବ୍ଲକର ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଶ୍ରମିକ ବଦଳରେ ଯନ୍ତ୍ର (ଜେସିବି) ଓ ଟ୍ରାକ୍ଟର ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହେଉଛି। କେତେକ ସ୍ଥାନରେ ଶ୍ରମିକ କାମ କରିଥିଲେ…

Continue Readingମନରେଗାରେ ଅନିୟମିତତା ଅଭିଯୋଗ: ତଦନ୍ତ ପାଇଁ ଆଠମଲ୍ଲିକ ପହଞ୍ଚିଲେ ଲୋକପାଳ