ରାସ୍ତା କଡ଼ରେ ପଡ଼ିଛି ପେଟି ପେଟି କୋଲଡ ଡ୍ରିଙ୍କ, କିଏ ଓ କାହିଁକି ପକାଇଛି କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳରେ ରାସ୍ତା କଡ଼ରେ ପଡ଼ିଛି ପେଟି ପେଟି କୋଲଡ ଡ୍ରିଙ୍କ। ସମସ୍ତ ଥଣ୍ଡା ପାନୀୟ ଏକ୍ସପାୟରି ହୋଇଯାଇଥିବା ଜଣାଯାଇଛି। ତେବେ ସାର୍ବଜନୀନ ସ୍ଥାନରେ କିଏ ଏକ୍ସପାୟରି ଥଣ୍ଡା ପାନୀୟ ପକାଇଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ,…

Continue Readingରାସ୍ତା କଡ଼ରେ ପଡ଼ିଛି ପେଟି ପେଟି କୋଲଡ ଡ୍ରିଙ୍କ, କିଏ ଓ କାହିଁକି ପକାଇଛି କାରଣ ଅସ୍ପଷ୍ଟ

ଗାଧୋଇବାକୁ ଯାଇ ପାଣିରେ ବୁଡ଼ି କୃଷକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡିର ତଳମୂଳ ପଞ୍ଚାୟତ ଶିମିଳିଛୁଇଁ ଗ୍ରାମରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ସନ୍ୟାସୀ ବେହେରା। ସୂଚନା ମୁତାବକ, ସନ୍ୟାସୀ ସକାଳେ ବିଲକୁ ଧାନ…

Continue Readingଗାଧୋଇବାକୁ ଯାଇ ପାଣିରେ ବୁଡ଼ି କୃଷକଙ୍କ ମୃତ୍ୟୁ

ଗୋତମରା ପୂର୍ବତନ ସରପଞ୍ଚଙ୍କ ପରଲୋକ

ବଅଁରପାଳ: ଗୋତମରା ପୂର୍ବତନ ସରପଞ୍ଚ ନଗେନ୍ଦ୍ର କୁମାର ସିଂ (୮୦)ଙ୍କ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ସ୍ଵର୍ଗତ ସିଂ ଅନୁଗୁଳର ପୂର୍ବତନ ମନ୍ତ୍ରୀ ତଥା ପାଞ୍ଚଗଡ଼ର ଅଦ୍ବିତୀୟ ନେତା ସ୍ଵର୍ଗତ ଅଦୈତ୍ୟ ପ୍ରସାଦ ସିଂଙ୍କ ଭାଇ ତଥା ଅନୁଗୁଳ…

Continue Readingଗୋତମରା ପୂର୍ବତନ ସରପଞ୍ଚଙ୍କ ପରଲୋକ

ରାସ୍ତା ସମ୍ପ୍ରସାରଣ ପାଇଁ ଜାଗା ଅଧିଗ୍ରହଣ ହେଉଛି, ମିଳୁନି କ୍ଷତିପୂରଣ; ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ନିଷ୍ପତ୍ତି

Land is being acquired for road expansion, compensation not received allegations

Continue Readingରାସ୍ତା ସମ୍ପ୍ରସାରଣ ପାଇଁ ଜାଗା ଅଧିଗ୍ରହଣ ହେଉଛି, ମିଳୁନି କ୍ଷତିପୂରଣ; ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ନିଷ୍ପତ୍ତି

କୂଅରୁ ହାତୀ ଛୁଆ ଉଦ୍ଧାର, ଜେସିବି ସାହାଯ୍ୟରେ ବାହାର କଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ କୂଅରେ ପଡ଼ିଥିବା ୮ ବର୍ଷର ହାତୀ ଛୁଆକୁ ଉଦ୍ଧାର କରିଛି ବନବିଭାଗ। ସୂଚନା ମୁତାବକ, ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଜଙ୍ଗଲରୁ ପ୍ରାୟ ୯୦ ଟି ହାତୀ ଗଡ଼ସନ୍ତ୍ରୀ ପଞ୍ଚାୟତ ଅଭିମୁଖେ…

Continue Readingକୂଅରୁ ହାତୀ ଛୁଆ ଉଦ୍ଧାର, ଜେସିବି ସାହାଯ୍ୟରେ ବାହାର କଲା ବନ ବିଭାଗ

ମେଡିକାଲ କଲୋନିରେ ଜବରଦଖଲ ଉଚ୍ଛେଦ, ବେନିୟମ ଭାବେ ହୋଇଥିବା ପାଚେରି ଭାଙ୍ଗିଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତ ଅନ୍ତର୍ଗତ ମେଡିକାଲ କଲୋନିରେ ଜବରଦଖଲ ଉଚ୍ଛେଦ। ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଏକ ସରକାରୀରୁ ଜବରଦଖଲ ଉଚ୍ଛେଦ ସହ ବେଆଇନ ଭାବେ ହୋଇଥିବା ପାଚେରିକୁ ହଟାଯାଇଛି। ସୂଚନା ମୁତାବକ, ମେଡିକାଲ କଲୋନିରେ ପୂର୍ବରୁ…

Continue Readingମେଡିକାଲ କଲୋନିରେ ଜବରଦଖଲ ଉଚ୍ଛେଦ, ବେନିୟମ ଭାବେ ହୋଇଥିବା ପାଚେରି ଭାଙ୍ଗିଲା ପ୍ରଶାସନ

ଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ, କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା

ଅନୁଗୁଳ: ଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ। କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା। ଝିଆରୀ ଓ ଜ୍ବାଇଁଙ୍କ ଝଗଡ଼ା ବେଳେ ବୁଝାଇବାକୁ ଯାଇ ଗଲା କକା ଶ୍ବଶୁରଙ୍କ ଜୀବନ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଫୁଲପଡ଼ା ଅଞ୍ଚଳରେ ଏହି ଜଘନ୍ୟ…

Continue Readingଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ, କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା

ଅଗ୍ନିକାଣ୍ଡରେ ଶ୍ରୀକାନ୍ତ ନାଏକଙ୍କ ତିନି ବଖରା ଚାଳ ଘର ପୋଡ଼ି ପାଉଁଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ସାନ୍ତରାପୁର 'ଖ' ପଞ୍ଚାୟତର ଇନ୍ଦିରାନଗର ସାହିରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟି ଶ୍ରୀକାନ୍ତ ନାଏକଙ୍କର ତିନି ବଖରା ଚାଳ ଛପର ଘର ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି। ବୁଧବାର ଅପରାହ୍ନରେ ଶ୍ରୀକାନ୍ତ ଦିନ…

Continue Readingଅଗ୍ନିକାଣ୍ଡରେ ଶ୍ରୀକାନ୍ତ ନାଏକଙ୍କ ତିନି ବଖରା ଚାଳ ଘର ପୋଡ଼ି ପାଉଁଶ

ପାଞ୍ଚଗଡ ସାମ୍ବାଦିକ ସଂଘ ପକ୍ଷରୁ ସମାଜସେବୀ ସମ୍ବର୍ଦ୍ଧିତ

ଅନୁଗୁଳ: ପାଞ୍ଚଗଡ ସାମ୍ବାଦିକ ସଂଘ ବଅଁରପାଳ ପକ୍ଷରୁ ଜାତୀୟ ପ୍ରେସ ଦିବସ ଅବସରରେ ଯୁବ ସମାଜସେବୀ ପ୍ରତାପ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ସମାରୋହରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି,ଏସ ପି ରାହୁଲ ଜୈନ ସମ୍ମାନିତ ଅତିଥି…

Continue Readingପାଞ୍ଚଗଡ ସାମ୍ବାଦିକ ସଂଘ ପକ୍ଷରୁ ସମାଜସେବୀ ସମ୍ବର୍ଦ୍ଧିତ

ଘର ତାଡ଼ି ସୁନା ଚୋରି ମାମଲା: ଅଭିଯୁକ୍ତ ସହ ଦୁଇ ସହଯୋଗୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗ୍ରାମରେ ଘର ତାଡ଼ି ସୁନା ଓ ଟଙ୍କା ଚୋରି ହେବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ସହଯୋଗୀଙ୍କୁ ଗିରଫ କରିଛି।ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ ତୁଳସୀପାଳ ଗ୍ରାମର ବିଜୟ…

Continue Readingଘର ତାଡ଼ି ସୁନା ଚୋରି ମାମଲା: ଅଭିଯୁକ୍ତ ସହ ଦୁଇ ସହଯୋଗୀ ଗିରଫ