ଅନ୍ୟମନସ୍କ ଭାବେ ଚାଲୁଥିବା ବେଳେ କୂଅରେ ପଡ଼ି ବୃଦ୍ଧ ମୃତ
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ପିଙ୍ଗୁଆଠାରେ ଆଜି ଜଣେ ବୃଦ୍ଧ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଉଛନ୍ତି ଭୁବନ ସାମଲ(୯୦)। ସେ ଅନ୍ୟମନସ୍କ ଭାବରେ ଘର ନିକଟରେ ଯାଉଥିବା ବେଳେ କୂଅରେ ପଡ଼ିଯାଇଥିଲେ। ଏ ନେଇ ଗାଁ ଲୋକ ଜାଣିବା…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ପିଙ୍ଗୁଆଠାରେ ଆଜି ଜଣେ ବୃଦ୍ଧ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଉଛନ୍ତି ଭୁବନ ସାମଲ(୯୦)। ସେ ଅନ୍ୟମନସ୍କ ଭାବରେ ଘର ନିକଟରେ ଯାଉଥିବା ବେଳେ କୂଅରେ ପଡ଼ିଯାଇଥିଲେ। ଏ ନେଇ ଗାଁ ଲୋକ ଜାଣିବା…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଖମଣା ଗାଁରେ ଭଉଣୀକୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗାଁର ପରମାନନ୍ଦ ନାଏକ । ସୂଚନା ମୁତବାକ, ପରମାନନ୍ଦଙ୍କ ଭଉଣୀ ମିନାକ୍ଷୀ ନାଏକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକା ଝିଆରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦାଦାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ନେହେରୁ ସାହୁ(୩୨) ନାମକ ଯୁବକ ତାଙ୍କ ବଡ଼ଭାଇଙ୍କ ଝିଅକୁ ଯୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତୁଳସୀପାଳ ଗ୍ରାମରୁ ୧୫୨ ଲିଟର ବିଦେଶୀ ମଦ ଜବତ ହେବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନାତନ ରାଉଳ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ଗୁଟଖା ବେପାରୀଙ୍କ ଉପରେ ଅତର୍କିତ ଚଢ଼ଉ କରାଯାଇଛି। ଆଜି ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ ଊର୍ଦ୍ଧ୍ଵ ଦୋକାନୀଙ୍କ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବନ୍ଦା ଛକରେ ଏକ କଣ୍ଟେନର ସାଇକେଲକୁ ଧକ୍କା ଦେବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ବଅଁରପାଳ ଥାନାଧିକାରୀ ପହଞ୍ଚି ଶବକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମୃତକ ବଅଁରପାଳ ବ୍ଲକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗାଁରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲେକେ ଅଭିଯୋଗ କରିଛନ୍ତି। ସୂଚନା ଯେ, ପୁରୀକିଆ ଗାଁର ନିଶାମଣି ଅମାନ୍ତଙ୍କ ଝିଅ ମିତାଲି ଅମାନ୍ତ ତଳମୂଳ ଗାଁର ଦିପୁ ପଟ୍ଟନାୟକଙ୍କ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାମିମୁଣ୍ଡା ଗାଁରେ ମାଟି ଘର କାନ୍ଥ ପଡ଼ି ସୋମବାର ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ସୋମବାର ଅପରାହ୍ନରେ ଶ୍ରୀକାନ୍ତ ବେହେରାଙ୍କ ଦୁଇ ଝିଅ ଓ ଏକମାତ୍ର ପୁଅ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତାଳଚେର ବଅଁରପାଳ ରାସ୍ତାର ଚାଇଁପାଳ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଜାଜପୁର ଜିଲ୍ଲା ଛତିଆର ଜୟନ୍ତୀ ମହାପାତ୍ର ତାଙ୍କ ସ୍ବାମୀଙ୍କସହ ବାଇକ୍ରେ ବଅଁରପାଳ ଆଡ଼କୁ…
ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର ଗାଁରେ ବାଡ଼ିରେ ଗାଈ ପଶିବାରୁ ମହିଳାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ମହିଳା ହେଲେ ସରୋଜିନୀ ଭୁକ୍ତା। ସରୋଜିନୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଗାଈ ଓ…