ମା’ ଗ୍ରାମେଶ୍ବରୀଙ୍କ ବାର୍ଷିକୋତ୍ସବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମର ଅଧୁଷ୍ଠାତ୍ରୀ ଦେବୀ ମା’ ଗ୍ରାମେଶ୍ବରୀଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଅଶ୍ବିନୀ ମାସ ପୂର୍ଣିମା ଦିନ ଗ୍ରାମବାସୀ ଏହି ଉତ୍ସବ ପାଳନ କରିଥାନ୍ତି ।…

Continue Readingମା’ ଗ୍ରାମେଶ୍ବରୀଙ୍କ ବାର୍ଷିକୋତ୍ସବ

ପଞ୍ଚୁନାଥ ମେମୋରିଆଲ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ଅରାହାଟ ଖେଳ ପଡ଼ିଆ ଠାରେ ପଞ୍ଚୁନାଥ ମେମୋରିଆଲ କବାଡ଼ି ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବଅଁରପାଳ…

Continue Readingପଞ୍ଚୁନାଥ ମେମୋରିଆଲ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମଦ ଓ ପୋଚ ଜବତ ତିନି ଗିରଫ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ଅବକାରୀ ବିଭାଗ ସଦର ରେଞ୍ଜ ପକ୍ଷରୁ ଛେଣ୍ଡିପଦାର ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୬୭ ଲିଟର ଦେଶୀ ମଦ ଏବଂ ୬୦୦ କେଜି ପୋଚ ଜବତ କରାଯାଇଛି। ବେଆଇନ ମଦ କାରବାରରେ ମୋଟ ତିନି ଜଣଙ୍କୁ…

Continue Readingମଦ ଓ ପୋଚ ଜବତ ତିନି ଗିରଫ

ସରକାରୀ ରାସ୍ତା ଜବରଦଖଲ ନେଇ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ କୁମଣ୍ଡ ଗାଁର ପ୍ରଗତିନଗର ମୌଜାରେ ଏକ ସରକାରୀ ରାସ୍ତାକୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ କିଛି ସରକାକାରୀ କର୍ମଚାରୀ ଜବରଦଖଲ କରିବାରେ ସହାୟତା କରିଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି। ଏହି…

Continue Readingସରକାରୀ ରାସ୍ତା ଜବରଦଖଲ ନେଇ ଅଭିଯୋଗ

ଉପବାଚସ୍ପତିଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ୍ ଅନ୍ତର୍ଗତ ଗୋତମରା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଗୋତମରା ଗ୍ରାମ୍ୟ କମିଟି, ବିଦ୍ୟାଳୟ…

Continue Readingଉପବାଚସ୍ପତିଙ୍କୁ ସମ୍ବର୍ଦ୍ଧନା

କାର୍ ଧକ୍କାରେ ଶିଶୁ ମୁତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଛକ ଠାରେ କାର ଧକ୍କାରେ ସୋମବାର ଅପରାହ୍ନରେ ଜଣେ ୯ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ସୂଚନା ଯେ, ଶିଶୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ କଟକ ଆଡୁ ଅନୁଗୁଳକୁ ଆସୁଥିବା ଏକ କାର ଧକ୍କା…

Continue Readingକାର୍ ଧକ୍କାରେ ଶିଶୁ ମୁତ

ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଚୌରାଗାଡିଆ ଗାଁରେ ଶୁକ୍ରବାର ସକାଳେ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର କୁନ୍ଦ ସାହୁ(୬୦) ନାମକ ଜଣେ ବୃଦ୍ଧା ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ରାସ୍ତାରେ ଏକ ୧୧…

Continue Readingବିଦ୍ୟୁତ ଆଘାତରେ ବୃଦ୍ଧା ମୃତ

ନାଲକୋ କୋଇଲା ଟ୍ରେନ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ପାଇଁ ଧାରଣା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମପଞ୍ଚାୟତର ଜଣେ ଯୁବକଙ୍କ ନାଲକୋ କୋଇଲା ଟ୍ରେନ ଧକ୍କାରେ ଗୁରୁବାର ମୃତ୍ୟୁ ହୋଇଛି। ଏ ନେଇ ପରିବାର ଲୋକଙ୍କ ତରଫରୁ କ୍ଷତିପୂରଣ ପାଇଁ ରେଳ ଲାଇନରେ ଧାରଣା ଦିଆଯାଇଛି।…

Continue Readingନାଲକୋ କୋଇଲା ଟ୍ରେନ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ପାଇଁ ଧାରଣା

ଚୋରି ମୋବାଇଲ କିଣି ୬ ଜଣ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚେରି ହୋଇଥିବା ମୋବାଇଲ କିଣିଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ୧୮ ତାରିଖ ରାତିରେ ବଅଁରପାଳ ଥାନା ନିକଟରେ ଥିବା ଗଣେଶ ଇଲେକ୍ଟ୍ରୋନିକ୍ସ…

Continue Readingଚୋରି ମୋବାଇଲ କିଣି ୬ ଜଣ ଗିରଫ

ଟିକା ନେବାକୁ ରାତି ଅଧରୁ ଭିଡ

ଅନୁଗୁଳ: କରୋନା ଟିକା ନେବାକୁ ରାତିସାରା ଉଜାଗର ରହିଲେ ଗ୍ରାମବାସୀ। କାଳେ ଟିକା ନମିଳିବ ସେଥିପାଇଁ ରାତି ଅଧରୁ ଟିକାକରଣ କେନ୍ଦ୍ର ସମ୍ମୁଖରେ ଧାଡ଼ି ଲମ୍ବାଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ୍ ବଉଳିଗଡ ପଞ୍ଚାୟତ…

Continue Readingଟିକା ନେବାକୁ ରାତି ଅଧରୁ ଭିଡ