ସ୍ବାସ୍ଥ୍ୟ କେନ୍ଦ୍ରରେ ନୂଆ ଘର ପାଇଁ ଦାବିପତ୍ର ପ୍ରଦାନ
ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ମରାତିରାଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ର କେନ୍ଦ୍ରରେ ଏକ ନୂଆ ଘର ନିର୍ମାଣ କରିବାକୁ ଦାବି କରାଯାଇଛି। ନବଘନ ବିଶ୍ବାଳଙ୍କ ନେତୃତ୍ବରେ ଅଞ୍ଚଳବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ…