ଗଡ଼ସନ୍ତ୍ରୀରେ ମା’ ଲୋଭୀଙ୍କ ବାର୍ଷିକ ଯାତ୍ରା ଜମିଲା

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ର ଗଡ଼ସନ୍ତ୍ରୀ ପୀଠସାହି ଯାତ୍ରାପଡିଆରେ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀଙ୍କ ବାର୍ଷିକ ଯାତ୍ରା ମହାସମାରୋହରେ ଆରମ୍ଭ ହୋଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ପ୍ରତ୍ୟୁଷରେ…

Continue Readingଗଡ଼ସନ୍ତ୍ରୀରେ ମା’ ଲୋଭୀଙ୍କ ବାର୍ଷିକ ଯାତ୍ରା ଜମିଲା

ସାନ୍ତରାପୁର ଗାଁରେ ବେଆଇନ ମଦ ବିକ୍ରିକୁ ମହିଳାଙ୍କ ବିରୋଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ସାନ୍ତରାପୁର (ଖ) ଗାଁରେ ବେଆଇନ ମଦ କାରବାରକୁ ବିରୋଧ କରି ଗ୍ରାମର ମହିଳା ଓ ଅନ୍ୟ ବାସିନ୍ଦାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଗାଁରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି। ପୂର୍ବରୁ…

Continue Readingସାନ୍ତରାପୁର ଗାଁରେ ବେଆଇନ ମଦ ବିକ୍ରିକୁ ମହିଳାଙ୍କ ବିରୋଧ

ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ, ଥାନାରେ ମାମଲା

ଅନୁଗୁଳ: ଜଣେ ବ୍ୟକ୍ତିଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ କେହି ଦୁର୍ବୃତ୍ତ କୋଡ୍ ବ୍ୟବହାର କରି ଦୁଇ ଥରରେ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ହେଉଛନ୍ତି ବଅଁରପାଳ ଥାନା ଅନ୍ତର୍ଗତ ଝଝରୀବାହାଳ ବରସାହି ଗ୍ରାମର ଅଶୋକ…

Continue Readingବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ, ଥାନାରେ ମାମଲା

ପୁଣି ଏକ ସାଇବର ଠକେଇ, ଲିଙ୍କରେ କ୍ଲିକ କରିବାରୁ ଆକାଉଣ୍ଟରୁ ଉଡ଼ିଗଲା ୫ ଲକ୍ଷ ଟଙ୍କା

ଅନୁଗୁଳ: ପୁଣି ଅନୁଗୁଳରେ ସାଇବର ଠକେଇ। ଅନୁଗୁଳ ବ୍ଲକ ବଡ଼କନ୍ତକୂଳ ପଞ୍ଚାୟତ କଞ୍ଜା ଗାଁର ଯୁବକ ସାଇବର ଠକେଇ ଶିକାର ହୋଇଥିବା ନେଇ ରବିବାର ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଠକେଇର ଶିକାର ହୋଇଥିବା ଯୁବକ ହେଲେ ଦେବବ୍ରତ ସାମଲ…

Continue Readingପୁଣି ଏକ ସାଇବର ଠକେଇ, ଲିଙ୍କରେ କ୍ଲିକ କରିବାରୁ ଆକାଉଣ୍ଟରୁ ଉଡ଼ିଗଲା ୫ ଲକ୍ଷ ଟଙ୍କା

୩୫ ଟନ୍ ଚୋରା କୋଇଲା ଜବତ; ଦୁଇ ଯୁବକ ଗିରଫ, ଟ୍ରକ୍ ଜବତ

ଅନୁଗୁଳ: ଚୋରା କୋଇଲା ଚାଲାଣ ଅଭିଯୋଗରେ ବଅଁରପାଳ ପୋଲିସ ରବିବାର ସନ୍ଧ୍ୟାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୩୫ ଟନ୍ କୋଇଲା ଏବଂ ଏଥିରେ ବ୍ୟବହୃତ ଷୋହଳ ଚକିଆ ଟ୍ରକ୍ (OD ୦୫AJ ୫୯୮୪)କୁ ଜବତ କରିଛି। ଗିରଫ…

Continue Reading୩୫ ଟନ୍ ଚୋରା କୋଇଲା ଜବତ; ଦୁଇ ଯୁବକ ଗିରଫ, ଟ୍ରକ୍ ଜବତ

ଟାୟାର ଓ ଗାଡି ଚୋରି ଅଭିଯୋଗ: ଚୋରି ଜିନିଷ ସହ ୭ ଯୁବକ ଅଟକ

ବଅଁରପାଳ: ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଳ ଥାନା ଅଞ୍ଚଳରୁ ଏକ ଟାୟାର ବୋଝେଇ ଟ୍ରକ ଲୁଟ ଘଟଣାରେ ଜଡ଼ିତ ଥିବା ୭ ଯୁବକଙ୍କୁ ଚୋରି ସାମଗ୍ରୀ ସହ ଅଟକ ରଖାଯାଇଛି। ଏହି ଘଟଣାର ତଦନ୍ତ ଜାରି ରହିଛି। ଝାରସୁଗୁଡ଼ା ଏସପିଙ୍କ ତତ୍ତ୍ୱାବଧାନରେ ଗଠିତ…

Continue Readingଟାୟାର ଓ ଗାଡି ଚୋରି ଅଭିଯୋଗ: ଚୋରି ଜିନିଷ ସହ ୭ ଯୁବକ ଅଟକ

ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ଅପହରଣ ମାମଲାରେ ମାନସ ନାଏକକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ନାବାଳିକା ଜଣେ ଟ୍ୟୁସନ ସାରି ରାତି ୮ଟା ସମୟରେ…

Continue Readingନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତାର୍ଥ ସେନାପତିଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳର ଉଚ୍ଚବିଦ୍ୟାୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତାର୍ଥ ସେନାପତିଙ୍କର ୭୩ବର୍ଷ ବୟସରେ ସୋମବାର ପରଲୋକ ହୋଇଛି। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ସମୟ ଧରି ଶିକ୍ଷକତା କରିଥିଲେ। ପରେ ସେ ବଅଁରପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ…

Continue Readingଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତାର୍ଥ ସେନାପତିଙ୍କ ପରଲୋକ

ଟ୍ରକ ଧକା ପରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଟ୍ରକ

ଅନୁଗୁଳ: ବଅଁରପାଳ ଥାନା ଅଧୀନ ତୁଳସୀପାଳ ଗାଁ ନିକଟ ୫୫ ନମ୍ବର ଜାତୀୟ ରାଜପଥର ବାଇପାସ୍ ରାସ୍ତାରେ ରବିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ (OD09 R 2489) ଅନୁଗୁଳ…

Continue Readingଟ୍ରକ ଧକା ପରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଟ୍ରକ

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ, ଦୈନିକ ଖବରକାଗଜରେ ପ୍ରତିନିଧି ଭାବେ କାର୍ଯ୍ୟରତ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସିଂହଙ୍କୁ  ସୁବ୍ରତ…

Continue Readingସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ