ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଆୟୋଜିତ, ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କଲେ ଦେବୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଙ୍ଗଳା ସାହିରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ଝାମୁ ଯାତ୍ରା ବାର୍ଷିକ ପୂଜା ମହାସମାରୋହରେ ଆୟୋଜିତ ହୋଇଛି।ପ୍ରତିବର୍ଷ ମାଘ ପୂର୍ଣ୍ଣିମା ଦିନ ମା' ଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଭୋରରୁ…

Continue Readingମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଆୟୋଜିତ, ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କଲେ ଦେବୀ

ଘରେ ପଶି ଖୁଡ଼ି-ଝିଆରୀଙ୍କ ବେକରେ ଛୁରୀ ଲଗାଇ ଲକ୍ଷାଧିକ ଟଙ୍କା ସହ ସୁନା ଲୁଟ୍

ଅନୁଗୁଳ: ଛୁରୀ ଲଗାଇ ଖୁଡ଼ି ଓ ଝିଆରୀଙ୍କ ଠାରୁ ଟଙ୍କା, ସୁନା ଲୁଟ। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ସନ୍ଧ୍ୟାରେ ଏଭଳି ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଖୁଡ଼ି,…

Continue Readingଘରେ ପଶି ଖୁଡ଼ି-ଝିଆରୀଙ୍କ ବେକରେ ଛୁରୀ ଲଗାଇ ଲକ୍ଷାଧିକ ଟଙ୍କା ସହ ସୁନା ଲୁଟ୍

ଅଜଣା ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଅନୁଗୁଳ: ଅନୁଗୁଳ ବଅଁରପାଳ ଜାତୀୟ ୫୫ ନମ୍ଵର ରାଜପଥ କଲେଜ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଅଁରପାଳ ଥାନା ବନ୍ଦା ଗ୍ରାମର ସୁଜିତ କୁମାର ନାହାକ…

Continue Readingଅଜଣା ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣାରେ ବସିଲେ ସ୍ଥାନୀୟ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ନୂଆହତା ଗ୍ରାମ ୫୫ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଡ଼ସନ୍ତ୍ରୀ ଗାଁର ଫକୀର ମୋହନ ମାଝୀ (୭୦)।ଫକୀର ଘରକୁ ବାଇକରେ ଆସୁଥିବା ବେଳେ…

Continue Readingଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣାରେ ବସିଲେ ସ୍ଥାନୀୟ ଲୋକ

ଭାଗବତ ଶାନ୍ତିଧାମରେ ମକର ଉତ୍ସବ ପାଳିତ, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୀଧରପୁରରେ ଥିବା ଭାଗବତ ପାହାଡ଼ ତଥା ପୁରାତନ ଅନନ୍ତମୁଖୀ ଯଜ୍ଞପୀଠ "ଭାଗବତ ଶାନ୍ତିଧାମ"ରେ ମକର ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନାମ ସଂକୀର୍ତ୍ତନ କରିଥିଲେ। ମୁଖ୍ୟ ସନାତନ ମଠର ମହନ୍ତ କାଳନ୍ଦୀ…

Continue Readingଭାଗବତ ଶାନ୍ତିଧାମରେ ମକର ଉତ୍ସବ ପାଳିତ, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ସୁଧ ଟଙ୍କା ଫେରାଇ ନ ପାରିବାରୁ ଯୁବକଙ୍କୁ ଘରେ ବାନ୍ଧି ମରଣାନ୍ତକ ଆକ୍ରମଣ, ୨ ଜଣଙ୍କୁ କୋର୍ଟଚାଲାଣ କଲା ବଅଁରପାଳ ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ପଞ୍ଚାୟତର ଜଣେ ଯୁବକଙ୍କୁ ଘର ଭିତରେ ବାନ୍ଧି ଆକ୍ରମଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବଅଁରପାଳ ପୋଲିସ। ଆକ୍ରମଣ ଶିକାର ହୋଇଥିବା ଯୁବକ ହେଲେ ବାବୁଲି ବେହେରାଙ୍କ ପୁଅ ରାହୁଲ…

Continue Readingସୁଧ ଟଙ୍କା ଫେରାଇ ନ ପାରିବାରୁ ଯୁବକଙ୍କୁ ଘରେ ବାନ୍ଧି ମରଣାନ୍ତକ ଆକ୍ରମଣ, ୨ ଜଣଙ୍କୁ କୋର୍ଟଚାଲାଣ କଲା ବଅଁରପାଳ ପୋଲିସ

ବାଇକକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ ମା’-ପୁଅଙ୍କ ମୃତ୍ୟୁ, ବାପା ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନୂଆହତା ଓଭର ବ୍ରିଜ ଅଣ୍ଡର ପାସରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମା'- ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ମୃତ…

Continue Readingବାଇକକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ ମା’-ପୁଅଙ୍କ ମୃତ୍ୟୁ, ବାପା ଗୁରୁତର

ବଅଁରପାଳ ମହାବିଦ୍ୟାଳୟ, ଶିକ୍ଷା ବିଭାଗ ତରଫରୁ ଆଲୋଚନାଚକ୍ର

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ଥିତ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ଅନୁଗୁଳର ନାରୀଶିକ୍ଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ବିଭାଗ…

Continue Readingବଅଁରପାଳ ମହାବିଦ୍ୟାଳୟ, ଶିକ୍ଷା ବିଭାଗ ତରଫରୁ ଆଲୋଚନାଚକ୍ର

ମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ୭୮ ହଜାର ଟଙ୍କା, ମୋବାଇଲ ଓ ସ୍କୁଟି ନେଇ ଦୁର୍ବୃତ୍ତ ଛୁ’

ଅନୁଗୁଳ: ମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍। ଏଭଳି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତରୁ। ଲୁଟର ଶିକାର ହୋଇଥିବା ମହିଳା କର୍ମଚାରୀ ହେଲେ ଆରୋନ ଫାଇନାନ୍ସର ପିଙ୍କି ନାଏକ। ଅଭିଯୋଗ ମୁତାବକ, ବୁଧବାର…

Continue Readingମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ୭୮ ହଜାର ଟଙ୍କା, ମୋବାଇଲ ଓ ସ୍କୁଟି ନେଇ ଦୁର୍ବୃତ୍ତ ଛୁ’

ଦୁର୍ଘଟଣାଗ୍ରସ୍ତ ହୋଇ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ୍, ଚାଳକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇ ଠିଆ ହୋଇଥିବା ଟ୍ରକକୁ ପଛ ପାଖରେ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଚାଳକ ଗୁରୁତର ହୋଇ…

Continue Readingଦୁର୍ଘଟଣାଗ୍ରସ୍ତ ହୋଇ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ୍, ଚାଳକ ଗୁରୁତର