କାମକୁ ଯିବା ବେଳେ କଚାଡ଼ି ଦେଲା ହାତୀ, ଗଲା ଟାଟା କର୍ମଚାରୀଙ୍କ ଜୀବନ

ଅନୁଗୁଳ: ହାତୀ ଆକ୍ରମଣରେ ଗଲା ଟାଟା କର୍ମଚାରୀଙ୍କ ଜୀବନ। ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତ ବାଇଝେଲିଆ ଗ୍ରାମରେ ହାତୀ ଆକ୍ରମଣରେ ଟାଟା କାରଖାନାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁରେଶ ଚନ୍ଦ୍ର…

Continue Readingକାମକୁ ଯିବା ବେଳେ କଚାଡ଼ି ଦେଲା ହାତୀ, ଗଲା ଟାଟା କର୍ମଚାରୀଙ୍କ ଜୀବନ

ବିଦ୍ୟୁତ ବିଭାଗର ଅପାରଗତା: ଲତା ତଳେ ଲୁଚିଯାଇଛି ବିଜୁଳି ଟ୍ରାନ୍ସଫର୍ମର ଓ ଖୁଣ୍ଟ, ଲୋକଙ୍କୁ ମିଳୁନି ଲାଇଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡ଼ସନ୍ତ୍ରୀ ପଞ୍ଚାୟତର ବଡ଼ଖଳି ଗ୍ରାମରେ ବିଜୁଳି ଟ୍ରାନ୍ସଫର୍ମର ଓ ଖୁଣ୍ଟରେ ଗଛଲତା ଲାଗି ଯାଇଥିବାରୁ ଲୋକେ ବିଜୁଳି ପାଇବାରେ ହନ୍ତସନ୍ତ ହେଉଛନ୍ତି। ଅନୁଗୁଳରେ ଏଭଳି ଦୟନୀୟ ଭାବେ ଜୀବନ ବିତାଉଛନ୍ତି ସ୍ଥାନୀୟ ବଡ଼ଖଳି ଗ୍ରାମବାସୀ।…

Continue Readingବିଦ୍ୟୁତ ବିଭାଗର ଅପାରଗତା: ଲତା ତଳେ ଲୁଚିଯାଇଛି ବିଜୁଳି ଟ୍ରାନ୍ସଫର୍ମର ଓ ଖୁଣ୍ଟ, ଲୋକଙ୍କୁ ମିଳୁନି ଲାଇଟ୍

ବାଇକ ଚୋରଙ୍କୁ ଧରିଲା ବଅଁରପାଳ ପୋଲିସ: ୬ ମଟର ସାଇକେଲ ଜବତ, ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବଅଁରପାଳ ଥାନା ପୋଲିସ ମଟର ସାଇକେଲ ଚୋରି କରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛନ୍ତି। ଏଥିସହ ଚୋରି ହୋଇଥିବା ୬ଟି ମଟର ସାଇକେଲ ଜବତ କରିଥିବା ଜଣାଯାଇଛି।…

Continue Readingବାଇକ ଚୋରଙ୍କୁ ଧରିଲା ବଅଁରପାଳ ପୋଲିସ: ୬ ମଟର ସାଇକେଲ ଜବତ, ୫ ଗିରଫ

ଟ୍ରକ ଚକା ତଳେ ପଶିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ: ଗୁରୁବାର ଅପରାହ୍ନରେ ସନ୍ତ୍ରୀ ଛକ ଠାରେ ବାଇକ୍ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ସୂଚନା ମୁତାବକ, ବଅଁରପାଳ ଥାନା ସନ୍ତ୍ରୀ ଛକ ଠାରେ ଏକ ବାଇକ୍ ବଅଁରପାଳ…

Continue Readingଟ୍ରକ ଚକା ତଳେ ପଶିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରତିବାଦ: ଜାତୀୟ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଛକରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଜାତୀୟ ରାଜପଥର ଦୂରବସ୍ଥା ପାଇଁ ଗତ କାଲି ହୋଇଥିବା ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଏହି ଅବରୋଧ କରାଯାଇଥିଲା। ତେବେ ସ୍ଥାନୀୟ ପ୍ରଶାସନ…

Continue Readingଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରତିବାଦ: ଜାତୀୟ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ

ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଗୁରୁ ଦିବସ ପାଳିତ

ବଅଁରପାଳ: ସ୍ଥାନୀୟ ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଆଜି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସରେ ଗୁରୁ ଦିବସ ପାଳିତ ହୋଇଛି। ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ତନ୍ମୟ କର, ନିର୍ଦ୍ଦେଶକ ତଥା ସମ୍ପାଦକ ବିଭୁଧେନ୍ଦୁ ବଳ ଓ ଅଧ୍ୟକ୍ଷା ରଶ୍ମିତାବାଳା ଗଡ଼ନାୟକ, ଡେପୁଟି ଡାଇରେକ୍ଟର ଦୀପକ…

Continue Readingନାରାୟଣୀ ଇଞ୍ଜିନିୟରିଂ କଲେଜରେ ଗୁରୁ ଦିବସ ପାଳିତ

ଟ୍ରକ ଧକ୍କାରେ ବାଇକ୍ ଚାଳକ ଗୁରୁତର, ଦୁର୍ଘଟଣାସ୍ଥଳରେ ଉତ୍ତେଜନା

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମଙ୍ଗଳବାର ହାଟ ନିକଟ ୫୫ ନମ୍ବର ଜାତୀୟ ରାଜପଥର ବନ୍ଦା ବ୍ରିଜ ଉପରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଲେ ନାଲକୋ ଟାଉନସିପ୍ କେନାଲ ନିକଟସ୍ଥ…

Continue Readingଟ୍ରକ ଧକ୍କାରେ ବାଇକ୍ ଚାଳକ ଗୁରୁତର, ଦୁର୍ଘଟଣାସ୍ଥଳରେ ଉତ୍ତେଜନା

କୂଅରୁ ପାଣି କାଢ଼ିବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ବିଦ୍ୟୁତ ଆଘାତରେ ଗୁରୁତର ମହିଳାଙ୍କର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର ଜ୍ଞାନେନ୍ଦ୍ର ନାଏକଙ୍କ ସ୍ତ୍ରୀ ନନ୍ଦିନୀ ନାଏକ (୪୬) ସନ୍ଧ୍ୟାରେ କୂଅରୁ ପାଣି କାଢ଼ିବା ବେଳେ ବିଦ୍ୟୁତ…

Continue Readingକୂଅରୁ ପାଣି କାଢ଼ିବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ

ବଅଁରପାଳ କଲେଜରେ ‘ସଡ଼କ ସୁରକ୍ଷା -ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ବଅଁରପାଳ: କେନ୍ଦ୍ର ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ଅନୁଗୁଳର ସାମାଜିକ ଅନୁଷ୍ଠାନ "ବିକଳ୍ପ ବିକାଶ - ଓଡ଼ିଶା" ଆନୁକୂଲ୍ୟରେ ସ୍ଥାନୀୟ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦେବ +୨ ଓ +୩ ମହାବିଦ୍ୟାଳୟରେ 'ସଡ଼କ ସୁରକ୍ଷା -ଜୀବନ ରକ୍ଷା'…

Continue Readingବଅଁରପାଳ କଲେଜରେ ‘ସଡ଼କ ସୁରକ୍ଷା -ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଘରୁ ସୁନା ଗହଣା ନେଇ ପ୍ରେମିକ ସହ ଫେରାର ହେଲେ ଦୁଇ ପିଲାଙ୍କ ମା’, ଥାନାରେ ବସିଛନ୍ତି ହତାଶ ସ୍ୱାମୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡ଼ ବୁଢ଼ାପଙ୍କ ପଞ୍ଚାୟତ ତେନ୍ତୁଳିହତା ଗ୍ରାମରେ ଜଣେ ବିବାହିତ ମହିଳା ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଛି। ସେ ଯିବା ବେଳେ ଘରୁ ଟଙ୍କା ଓ ସୁନା ଗହଣା ମଧ୍ୟ ନେଇ…

Continue Readingଘରୁ ସୁନା ଗହଣା ନେଇ ପ୍ରେମିକ ସହ ଫେରାର ହେଲେ ଦୁଇ ପିଲାଙ୍କ ମା’, ଥାନାରେ ବସିଛନ୍ତି ହତାଶ ସ୍ୱାମୀ