ପାରିବାରିକ କଳହର କରୁଣ ପରିଣତି: ଘରୁ ରାଗି ଚାଲିଯାଇଥିବା ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରାୟ ୪୦ ଦିନ ଧରି ନିଖୋଜ ଥିବା ଜଣେ ମହିଳାଙ୍କ ପଚା ମୃତଦେହକୁ ପୋଲିସ ଏକ ଜଙ୍ଗଲରୁ ଉଦ୍ଧାର କରିଛି। ମୃତ ମହିଳା…
