୩ ପାନୀୟ ଜଳ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ୩ଟି ଗ୍ରାମରେ ବୁଧବାର ୩ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୩୩.୦୫ ଲକ୍ଷ ଟଙ୍କାର ଏହି…

Continue Reading୩ ପାନୀୟ ଜଳ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ

ଜଳିଗଲା କୁକୁଡ଼ା ଫାର୍ମ

ଅନୁଗୁଳ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବାରଗୌଣିଆ ଗାଁରେ ବିଦ୍ୟୁତ ସର୍ଟ ସର୍କିଟରେ ଗୁରୁବାର ସକାଳେ ଏକ କୁକୁଡ଼ା ଫାର୍ମ ଜଳି ପାଉଁଶ ହୋଇଯାଇଛି। ସୂଚନା ଯେ, ଗାଁର ନରେନ୍ଦ୍ର କୁମାର ସାହୁଙ୍କ କୁକୁଡ଼ା ଫାର୍ମରେ ୨ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା…

Continue Readingଜଳିଗଲା କୁକୁଡ଼ା ଫାର୍ମ

ପ୍ରେରଣା ପାଲଟିଛନ୍ତି ମେନକା, ବାଉଁଶ କାରିଗରି ଦେଇଛି ପରିଚୟ, ରୋଜଗାର

ଅନୁଗୁଳ: ବାଉଁଶରେ ଭଳିକି ଭଳି କାରୁକାର୍ଯ୍ୟ । ଫୁଲ ଚାଙ୍ଘୁଡିଠୁ ନେଇ ଫୁଲଦାନୀ । ପେନ୍ ଷ୍ଟାଣ୍ଡଠୁ ନେଇ ଠାକୁରଙ୍କ ଆସ୍ଥାନ ପର୍ଯ୍ୟନ୍ତ ଏମିତି ବାଉଁଶରେ ତିଆରି ବହୁ ସାମଗ୍ରୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଗୁଳ ବ୍ଳକ ବେଡ଼ାଶାସନ ପଞ୍ଚାୟତ…

Continue Readingପ୍ରେରଣା ପାଲଟିଛନ୍ତି ମେନକା, ବାଉଁଶ କାରିଗରି ଦେଇଛି ପରିଚୟ, ରୋଜଗାର

ପ୍ରେରଣାର ଉତ୍ସ ସାଜିଛନ୍ତି ବିନୋଦିନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଇଲାକା ଜଗନ୍ନାଥପୁର ଗାଁର ବିନୋଦିନୀ ବିଶ୍ବାଳ। ଜଙ୍ଗଲଘେରା ଜଗନ୍ନାଥପୁର ଗାଁରୁ ସୁଦୂର ତାମିଲନାଡୁର ତିରିପୁର ସିଆର ଗାର୍ମେଣ୍ଟସରେ ଜଣେ ଟ୍ରେନର ଭାବେ ନିୟୋଜିତ ହୋଇ ସ୍ବାବଲମ୍ବୀ ହୋଇପାରିଛନ୍ତି । ମାସିକ ୧୫ ହଜାର ଟଙ୍କା…

Continue Readingପ୍ରେରଣାର ଉତ୍ସ ସାଜିଛନ୍ତି ବିନୋଦିନୀ

ଡାକ୍ତରଙ୍କୁ ମାଡ଼ ଘଟଣା, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ମାସ ୨୯ ତାରିଖରେ ଡାକ୍ତରଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ଜାମୁଗାଡ଼ିଆର ଜୟନ୍ତ ସାହୁଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ସେଦିନ ଫିନାଇଲ୍ ପିଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିର ଚିକିତ୍ସା କରାଯିବା…

Continue Readingଡାକ୍ତରଙ୍କୁ ମାଡ଼ ଘଟଣା, ଜଣେ ଗିରଫ

ସର୍ଟ ସର୍କିଟରୁ ଜଳିଗଲା ୨ ବଖରା

ଅନୁଗୁଳ: ଅନୁଗୁଳ ବ୍ଳକ୍ ବନ୍ତଳା ଥାନା ଅନ୍ତର୍ଗତ କଂଜା ଗ୍ରାମରେ ଗତ ରାତି ପ୍ରାୟ ୧୧ଟା ସମୟରେ ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଭସ୍ମୀଭୂତ ହୋଇଯାଇଛି । କଂଜା ଗାଁର ସ୍ଵର୍ଗତ ରବି ଦେହୁରୀଙ୍କ ଘରେ ତାଙ୍କ ପତ୍ନୀ…

Continue Readingସର୍ଟ ସର୍କିଟରୁ ଜଳିଗଲା ୨ ବଖରା

‘ସୁନ୍ଦରୀ’ର ଘର ବାହୁଡ଼ା

ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି। ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର ୩ ଜଣିଆ ଡାକ୍ତରୀ ଟିମ୍‌ ଦ୍ୱାରା ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା।ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ୧୫ ମିନିଟ ପରେ…

Continue Reading‘ସୁନ୍ଦରୀ’ର ଘର ବାହୁଡ଼ା

ସାଇବର ଠକେଇ, ଫସିଲେ ଶିକ୍ଷକ, ୫୦ ହଜାର ଲୁଟ୍

ଅନୁଗୁଳ: ଶିଳ୍ପନଗରୀରେ ବେକାବୁ ହୋଇଛି ସାଇବର ଠକେଇ । ପୁଲିସ୍ ସାଇବର ଅପରାଧୀଙ୍କ ଥଳକୂଳ ପାଉନଥିବା ବେଳେ ଭିନ୍ନ ଭିନ୍ନ ତରିକାରେ ଲୋକଙ୍କ କଷ୍ଟଅର୍ଜତ ଟଙ୍କାକୁ ଲୁଟିବାରେ ଲାଗିଛନ୍ତି ଠକ । ସାଇବର ଅପରାଧୀଙ୍କ ହାବୁଡ଼ରେ ପଡ଼ି ଜଣେ ଶିକ୍ଷକ ଠକେଇର…

Continue Readingସାଇବର ଠକେଇ, ଫସିଲେ ଶିକ୍ଷକ, ୫୦ ହଜାର ଲୁଟ୍

ବନ୍ତଳା କଲେଜର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ବନ୍ତଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଅନୁଗୁଳ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ବଂଶୀଧର ପ୍ରଧାନ(୭୨)ଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି । ଅସୁସ୍ଥ ଥିବାରୁ ଦୁଇ ଦିନ ତଳେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ…

Continue Readingବନ୍ତଳା କଲେଜର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପ୍ରଧାନଙ୍କ ପରଲୋକ

କାଶୀନାଥ ହତ୍ୟାକାଣ୍ଡ, ମହିଳା ଗିରଫ

ବନ୍ତଳା: ଅନୁଗୁଳ ବ୍ଲକ ତଥା ବନ୍ତଳା ହାଟବନ୍ଧ ନିକଟରେ ସ୍ଥାନୀୟ କାଶୀନାଥ ବେହେରା ଓରଫ କାଠିଆ(୩୪) ହତ୍ୟାକାଣ୍ଡର ତିନି ସପ୍ତାହ ପରେ ସଫଳତା ହାସଲ କରିଛି ବନ୍ତଳା ପୁଲିସ । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସ୍ଥାନୀୟ ଟୁନୀ ବେହେରା (୪୫) ନାମକ…

Continue Readingକାଶୀନାଥ ହତ୍ୟାକାଣ୍ଡ, ମହିଳା ଗିରଫ