ଘର ଭିତର କୂଅରୁ ୧୧ ଫୁଟର ଅହିରାଜ ଉଦ୍ଧାର
ଅନୁଗୋଳ: ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗ୍ରାମ ରଗୁଡ଼ିଆପଡ଼ା ବିଦ୍ୟାଧର ପ୍ରଧାନଙ୍କ ଘର ଭିତରେ ଥିବା କୂଅରୁ ଏକ ୧୧ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଗତକାଲି ରାତି ୧୦ଟା ୪୦ ମିନିଟ୍ ସମୟରେ ସାପଟି କୂଅରେ ପଡ଼ିଥିବା…
ଅନୁଗୋଳ: ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗ୍ରାମ ରଗୁଡ଼ିଆପଡ଼ା ବିଦ୍ୟାଧର ପ୍ରଧାନଙ୍କ ଘର ଭିତରେ ଥିବା କୂଅରୁ ଏକ ୧୧ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଗତକାଲି ରାତି ୧୦ଟା ୪୦ ମିନିଟ୍ ସମୟରେ ସାପଟି କୂଅରେ ପଡ଼ିଥିବା…
ଅନୁଗୋଳ: ଅନୁଗୋଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତ କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଛି। ଗାଁ ନିକଟ ପାହାଡ଼ ଖୋଲରେ ଶତାଧିକ ବର୍ଷ ଧରି ଏହି ପୂଜା ହୋଇଆସୁଛି। ଏହି ପୂଜା ଦ୍ୱାରା ଇନ୍ଦ୍ର ସୁବୃଷ୍ଟି କରିଥାନ୍ତି ଓ ଧରଣୀ…
ଅନୁଗୋଳ: ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଧାର ନେଇ ତିନି ବର୍ଷ ଧରି ଫେରସ୍ତ କରୁନଥିବା ଅଭିଯୋଗ ହୋଇଛି। ନ୍ୟାୟ ଆଶାରେ ପ୍ରହ୍ଲାଦ ବେହେରା ଥାନାର ଦ୍ୱାରସ୍ଥ ହୋଇଛନ୍ତି।ପ୍ରହ୍ଲାଦଙ୍କ ଅଭିଯୋଗ ଅନୁଯାୟୀ, ବସଲା ଗ୍ରାମ ପଞ୍ଚାୟତର ବିଜେଡି ସଭାପତି…
ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁର ନିମ ଛକରେ ମଙ୍ଗଳବାର ଗୁଳିକାଣ୍ଡ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳିମାଡ଼ରେ ଗୁରୁତର ଯୁବକ ଜଣକ ବନ୍ତଳା ଗାଁର ସୁଶାନ୍ତ ପ୍ରଧାନ ବୋଲି ଜଣାପଡ଼ିଛି। ଘଟଣା ପରେ…
ଅନୁଗୋଳ: ସ୍ଥାନୀୟ ବନ୍ତଳା ଅଞ୍ଚଳର କରଡ଼ାସିଂ ଠାରେ ପ୍ରସ୍ତାବିତ ' 'ହିଡ଼ିିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ' ପାଇଁ ବୁଧବାର ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପରିସରରୁ ବୁଧବାର ବିଳମ୍ବିତ ରାତିରେ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଥାନା ପରିସରରେ ଅଜଗରଟିକୁ ବୁଲୁଥିବାର ଦେଖି କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ। ତୁରନ୍ତ ସର୍ପ ଉଦ୍ଧାରକାରୀ ସୁଶାନ୍ତ ସାହୁଙ୍କୁ…
ଅନୁଗୋଳ: ଅନୁଗୋଳ ବ୍ଲକ ବସଲା ଗ୍ରାମ ପଞ୍ଚାୟତର ଭାରତୀୟ ଜନତା ପାର୍ଟି ସକ୍ରିୟ କର୍ମୀଙ୍କୁ ନେଇ ଆଜି ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଚନ୍ଦନ କୁମାର ସାହୁଙ୍କ ନେତୃତ୍ୱରେ ବସଲା ଖେଳ ପଡିଆ ନିକଟରେ ଏହି ସଭା ହୋଇଥିଲା।…
ଅନୁଗୁଳ: ବନ୍ତଳା ଅଞ୍ଚଳରେ ମାସ ମାସ ଧରି ଆତଙ୍କ ଖେଳାଇଥିବା ଏକ ଦନ୍ତାହାତୀକୁ ଆଜି ବନ ବିଭାଗ କାବୁ କରିଛି। ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ସ୍ୱତନ୍ତ୍ର ଗାଡି 'ଐରାବତ'ରେ ଶିମିଳିପାଳ ଅଭୟାରଣ୍ୟକୁ ସ୍ଥାନ୍ତର କରାଯାଇଛି। ଅନୁଗୁଳ ବନଖଣ୍ଡ କରତପଟା ସେକ୍ସନ ଅନ୍ତର୍ଗତ…
ଅନୁଗୁଳ: ଅନୁଗୁଳ ବ୍ଲକ କଂଗ୍ରେସ ପକ୍ଷରୁ ବାରଗୌଣିଆ ପଞ୍ଚାୟତର କର୍ମୀ ବୈଠକ ସ୍ଥାନୀୟ ମାଆ ପାଣ୍ଡରିଶୁଣୀ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ବ୍ଲକ ସଭାପତି ରାକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପିସିସି ମିଡିଆ ପ୍ୟାନେଲିଷ୍ଟ ରୂପାଦୀପ୍ତା ମହାପାତ୍ର ମୁଖ୍ୟ ଅତିଥି…
ଅନୁଗୁଳ: ଜିଲ୍ଲାରେ ହାତୀ ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ସକାଳୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଦୁଇ ଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରେ…