ଡ୍ରେନ ଅଭାବରୁ ରାସ୍ତାରେ ଝରପାଣି
ଅନୁଗୁଳ: ଅନୁଗୁଳ ବ୍ଲକର ବଡ଼କେରା ପଞ୍ଚାୟତର ତୁମୁଣି ଗାଁର ଦେଉଳ ସାହି ରାସ୍ତାରେ ଡ୍ରେନ ନଥିବାରୁ ପାହାଡ଼ି ଝରପାଣି ବୋହୁଛି। ଏହାରୁ ରାସ୍ତା ଶିଉଳି ପଡ଼ି ବିପଦଜନକ ହୋଇଛି। ଗାଁ ଲୋକେ, ଛୋଟ ପିଲା ଓ ଛାତ୍ରଛାତ୍ରୀ ଯିବାଆସିବାରେ ଅସୁବିଧାରେ ପଡ଼ୁଛନ୍ତି।…
ଅନୁଗୁଳ: ଅନୁଗୁଳ ବ୍ଲକର ବଡ଼କେରା ପଞ୍ଚାୟତର ତୁମୁଣି ଗାଁର ଦେଉଳ ସାହି ରାସ୍ତାରେ ଡ୍ରେନ ନଥିବାରୁ ପାହାଡ଼ି ଝରପାଣି ବୋହୁଛି। ଏହାରୁ ରାସ୍ତା ଶିଉଳି ପଡ଼ି ବିପଦଜନକ ହୋଇଛି। ଗାଁ ଲୋକେ, ଛୋଟ ପିଲା ଓ ଛାତ୍ରଛାତ୍ରୀ ଯିବାଆସିବାରେ ଅସୁବିଧାରେ ପଡ଼ୁଛନ୍ତି।…
ଅନୁଗୁଳ: ଅନୁଗୁଳ ବ୍ଲକର ପୁରୁଣାକୋଟ ପଞ୍ଚାୟତର ଗୋପାଳପୁରରୁ ବିସ୍ଥାପିତ ହୋଇ ୨୦ଟି ହରିଜନ ପରିବାର ବଡ଼କେରା ପଞ୍ଚାୟତର ଚମ୍ପତିମୁଣ୍ଡାରେ ବସତି କରିଛନ୍ତି। ୬ ମାସ ହେବ ବିସ୍ଥାପିତ ହୋଇଥିଲେ ମଧ୍ୟ ସେମାନେ ପୁରୁଣାକୋଟର ଡିଲରଙ୍କଠାରୁ ରାସନ ପାଉଥିଲେ। କିନ୍ତୁ ଚଳିତ ମାସରେ…
ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନ ବିଭାଗ ଗୁରୁବାର ମଧ୍ୟାହ୍ନରେ ଚୋରା ଶାଳ କାଠ ବୋଝେଇ ଏକ ଟାଟା ଏସି ଗାଡ଼ି (OR 29A 0747) ଜବତ କରିଛି। ଅନୁଗୋଳ ବ୍ଲକର ଇଙ୍କରବନ୍ଧ ଗାଁ ନିକଟସ୍ଥ ବଉଳି ନାଳ ବ୍ରିଜ ପାଖରେ…
ଅନୁଗୁଳ: ସାର ପାଇଁ ମହାଭାରତ। ଆବଶ୍ୟକ ମାତ୍ରାରେ ସାର ଯୋଗାଇବାରେ ସରକାର ବିଫଳ। ସାର ଅଭାବ ଯୋଗୁଁ ଅନୁଗୁଳ ଜିଲ୍ଲା ଚାଷୀଙ୍କ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ସାର ପାଇଁ ବନ୍ତଳା ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି କେବଳ…
ଜରପଡ଼ା: ପାରିବାରିକ କଳହରୁ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁର କାଳୀ ଚରଣ ପ୍ରଧାନ ତାଙ୍କ ଦୁଇ ପୁଅ ବଡ ୧୨ ବର୍ଷ ଓ ଛୋଟ ୮ ବର୍ଷଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,…
ବନ୍ତଳା: ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅବସରରେ ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଅନୁଗୋଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାସ୍ଥିତ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ପରିସର ଓ ମହିଧରପୁର…
ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ‘ସୁସ୍ଥ ନାରୀ, ସଶକ୍ତ ପରିବାର' ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅନୁଗୁଳ ଜିଲ୍ଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…
ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ପ୍ରାୟ ୨୦୦ରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ନେଇ ବାରଗୌଣିଆ ମା’ ପାଣ୍ଡୁରିଶୁଣି ପୀଠ ନିକଟରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ୨୫ଟି ଗାଁର ଶ୍ରମିକମାନେ ଏଥିରେ ଯୋଗ ଦେଇ ପାରିଶ୍ରମିକ ବୃଦ୍ଧି ଓ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳଗଡ ଗ୍ରାମରେ ଗଣେଶ ପୂଜା ଅବସରରେ ଗାଁର ବିନାୟକ କ୍ଲବ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯଇଛି। ଏହି ଶିବିରକୁ ସମାଜ ସେବୀ ତଥା ପୂର୍ବତନ ରାଜ୍ୟ ବିଜେଡି ସଂପାଦକ ବିପ୍ଳବ ଜେନା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଲୋକେଇପଶି ଗାଁରେ ଅଘଟଣ। କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ। ମୃତକ ହେଲେ ଗାଁର ହରିହର ଦାସଙ୍କ ପୁଅ ସୁକାନ୍ତ ଦାସ (୪୮)। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସୁକାନ୍ତଙ୍କର ଘର ପାଖରେ…