ମହିଳାଙ୍କୁ ଋଣ ଦେଉନି ପୋକତୁଙ୍ଗା ସେବା ସମବାୟ ସମିତି, ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ ଚେତାବନୀ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ସମିତି ମହିଳାଙ୍କୁ ଋଣ ଦେଉ ନଥିବା ନେଇ ଅଭିଯୋଗ ହୋଇଛି। ଶତାଧିକ ମହିଳା ଏକାଠି ହୋଇ ଏନେଇ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ପୋକତୁଙ୍ଗା, ଧୋକୁଟା ଓ ନନ୍ଦପୁର ପଞ୍ଚାୟତରେ ଥିବା…



