ନାଳରେ ନାହିଁ ପାଣି: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ

ଅନୁଗୁଳ: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ। ପାଣି ଅଭାବରୁ ଚାଷୀ ହାତ ବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର, ପୋକତୁଙ୍ଗା, ଶଙ୍ଖପୁର,ଧୋକୁଟା ଆଦି ୪ଟି ପଞ୍ଚାୟତର ଚାଷୀମାନେ ମୁଖ୍ୟତଃ ବଉଳି ମାଇନର…

Continue Readingନାଳରେ ନାହିଁ ପାଣି: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ

ହାତୀ ଘଉଡ଼ାଇବାକୁ ନେଇ ହିନ୍ଦୋଳ ଓ ବନ୍ତଳା ବନାଞ୍ଚଳ କର୍ମଚାରୀଙ୍କ ମଧ୍ୟରେ ଲଢ଼େଇ: ଗୁଳିଚାଳନା ଅଭିଯୋଗ

ଅନୁଗୁଳ: ହାତୀ ଘଉଡ଼ାଇବାକୁ ନେଇ ହିନ୍ଦୋଳ ଓ ବନ୍ତଳା ବନାଞ୍ଚଳ କର୍ମଚାରୀଙ୍କ ମଧ୍ୟରେ ଘମାଘୋଟ ପାଟିତୁଣ୍ଡ। ହିନ୍ଦୋଳ ବନାଞ୍ଚଳ ଅଧିକାରୀ ବନ୍ତଳା ବନାଞ୍ଚଳର ଜଣେ ଗଜମିତ୍ର ଉପରକୁ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ଏନେଇ ଗୁରୁବାର ବନ୍ତଳା ବନାଞ୍ଚଳର ଶତାଧିକ…

Continue Readingହାତୀ ଘଉଡ଼ାଇବାକୁ ନେଇ ହିନ୍ଦୋଳ ଓ ବନ୍ତଳା ବନାଞ୍ଚଳ କର୍ମଚାରୀଙ୍କ ମଧ୍ୟରେ ଲଢ଼େଇ: ଗୁଳିଚାଳନା ଅଭିଯୋଗ

ମେଡିକାଲ ନେବାରେ ଡେରି ହୋଇଗଲା… ସାପ କାମୁଡ଼ାରେ ଗଲା ମହିଳାଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ ହମାମୀରା ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଶାନ୍ତିଲତା ସାହୁ (୫୦)। ମଙ୍ଗଳବାର ମଧ୍ୟାହ୍ନରେ ଶାନ୍ତିଲତା ଗୋରୁଙ୍କୁ ଖାଇବା ଦେବା ପାଇଁ ପାଳଗଦାରୁ ପାଳ କାଢ଼ିଲା ବେଳେ…

Continue Readingମେଡିକାଲ ନେବାରେ ଡେରି ହୋଇଗଲା… ସାପ କାମୁଡ଼ାରେ ଗଲା ମହିଳାଙ୍କ ଜୀବନ

ଗଡ଼ତରାସରେ କୃତ୍ରିମ ବନ୍ୟା: ଜଳବନ୍ଦୀରେ ୧୦ ପରିବାର, ଯାତାୟାତ ବାଧାପ୍ରାପ୍ତ

ଅନୁଗୁଳ: ଅନୁଗୁଳ ବ୍ଲକ ଗଡ଼ତରାସ ପଞ୍ଚାୟତ ଗଡ଼ତରାସ ପାଟଣାସାହିରେ ବର୍ଷା ଯୋଗୁଁ ୧୦ ପରିବାର ଜଳବନ୍ଦୀ ହୋଇରହିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ସୁମନ୍ତ ମାଝୀଙ୍କ ଘର ଭିତରେ ପାଣି ପଶି ଯାଇଥିବାରୁ ୨ଦିନ ହେବ…

Continue Readingଗଡ଼ତରାସରେ କୃତ୍ରିମ ବନ୍ୟା: ଜଳବନ୍ଦୀରେ ୧୦ ପରିବାର, ଯାତାୟାତ ବାଧାପ୍ରାପ୍ତ

ଦୋକାନ ମରାମତି ବେଳେ ଦମ୍ପତିଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗ, ୫ ଜଣଙ୍କ ନାଁରେ ଏତଲା

ଅନୁଗୁଳ: ଦୋକାନ ମରାମତି ବେଳେ ଗାଳିଗୁଲଜ ଓ ମାରପିଟ କରିଥିବା ନେଇ ବନ୍ତଳା ଥାନାରେ ମଙ୍ଗଳବାର ରାତିରେ ଅଭିଯୋଗ କରିଛନ୍ତି ଦମ୍ପତି। ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତ ବଡ଼କେରା ଗାଁର ଉପମା ଜେନା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ଜେନା…

Continue Readingଦୋକାନ ମରାମତି ବେଳେ ଦମ୍ପତିଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗ, ୫ ଜଣଙ୍କ ନାଁରେ ଏତଲା

ସ୍ତ୍ରୀଙ୍କ ସ୍କୁଲର ପାଣି ପମ୍ପ ସଜାଡ଼ିବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ଚାଲିଗଲା ଶିକ୍ଷକଙ୍କ ଜୀବନ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପାଣି ପମ୍ପ ମରାମତି କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପମ୍ପାସର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ କୁମାର ମିଶ୍ର(୫୨)। ସୂଚନା…

Continue Readingସ୍ତ୍ରୀଙ୍କ ସ୍କୁଲର ପାଣି ପମ୍ପ ସଜାଡ଼ିବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ଚାଲିଗଲା ଶିକ୍ଷକଙ୍କ ଜୀବନ

ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗ, ଯୁବ ବିଜେପି ନେତା ଗିରଫ

ଅନୁଗୁଳ: ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଅନୁଗୁଳ ଜିଲ୍ଲାର ପୂର୍ବତନ ଯୁବ ବିଜେପି ସଭାପତି ସୁଦୀପ୍ତ ସ୍ବାଇଁ ଗିରଫ ହୋଇଛନ୍ତି। ବନ୍ତଳା ଥାନା ପୋଲିସ ତାଙ୍କୁ ଗିରଫ କରିଛି। ସେ ଅନେକ ଦିନ ହେଲା ମାନସିକ ଓ ଶାରୀରିକ ନିର୍ଯାତନା…

Continue Readingଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗ, ଯୁବ ବିଜେପି ନେତା ଗିରଫ

ଗଛରେ ପିଟି ହେଲା ବାଇକ, ଦୁଇ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚମ୍ପତିମୁଣ୍ଡା ନିକଟରେ ଶନିବାର ସନ୍ଧ୍ୟାରେ ଗଛରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ନରସିଂହପୁର ଅଞ୍ଚଳର ଦୁଇ ଯୁବକ ଏକ ନାଲି ରଙ୍ଗର ବୁଲେଟରେ ସମ୍ବଲପୁରରୁ ନରସିଂହପୁର…

Continue Readingଗଛରେ ପିଟି ହେଲା ବାଇକ, ଦୁଇ ଯୁବକ ମୃତ

ଶିବ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟ୍‌, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମରଣ୍ଡା ଗାଁ ବାବା ସର୍ପେଶ୍ଵର ମନ୍ଦିରରୁ ଚୋରି। ରବିବାର ମନ୍ଦିର ପ୍ରାଙ୍ଗଣରେ ଥିବା ହୁଣ୍ଡି ଭାଙ୍ଗି କେହି ଟଙ୍କା ପଇସା ନେଇଯାଇଛି। ଏଥି ସହ ଚୋର ମନ୍ଦିରର ଡାକବାଜି ଯନ୍ତ୍ରକୁ ମଧ୍ୟ ଚୋରି କରିଛି।…

Continue Readingଶିବ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟ୍‌, ଥାନାରେ ମାମଲା

ବନବିଭାଗ ପକ୍ଷରୁ ଲାଗିଥିବା ହାଇମାଷ୍ଟ ଲାଇଟ ଚୋରି

ଅନୁଗୁଳ: ଜିଲ୍ଲାରେ ହାତୀ ପ୍ରବଣ ଅଞ୍ଚଳ ଗୁଡିକରେ ରାତି ସମୟରେ ଲୋକେ ଯାତାୟାତ କରିବା ରେ ସୁବିଧା ପାଇଁ ବନବିଭାଗ ହାଇମାଷ୍ଟ ଲାଇଟ ବ୍ୟବସ୍ଥା କରିଛି। ବିଶେଷ କରି ବନ୍ତଳା ବନାଞ୍ଚଳ ଅଧୀନରେ ଥିବା ଗାଁ ଗୁଡିକୁ ଏହି ସୁବିଧା ଯୋଗାଇ…

Continue Readingବନବିଭାଗ ପକ୍ଷରୁ ଲାଗିଥିବା ହାଇମାଷ୍ଟ ଲାଇଟ ଚୋରି