ଅନୁଗୁଳ ଗସ୍ତରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା: ମୋଦିଙ୍କ ଯୋଜନାକୁ ସବୁ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ

ଅନୁଗୁଳ: ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବିଜେପି ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ବୈଠକରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

Continue Readingଅନୁଗୁଳ ଗସ୍ତରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା: ମୋଦିଙ୍କ ଯୋଜନାକୁ ସବୁ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ

ଉତ୍‌ଶୃଙ୍ଖଳ ଆଚରଣ ପାଇଁ ବିଧାୟକ କ୍ଷମା ମାଗନ୍ତୁ : ବିଜେପି

ଅନୁଗୁଳ: ଦୀର୍ଘଦିନ ହେବ କ୍ଷମତାରେ ରହି ବିଧାୟକ ଧରା କୁ ସରା ମଣୁଛନ୍ତି। ଅନୁଗୁଳର ବରପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କ୍ରମେ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ସବୁମନ୍ତେ ଉଦ୍ୟମ ହେଉଛି। ସେ ମେଡିକାଲ କଲେଜ ହେଉ କି…

Continue Readingଉତ୍‌ଶୃଙ୍ଖଳ ଆଚରଣ ପାଇଁ ବିଧାୟକ କ୍ଷମା ମାଗନ୍ତୁ : ବିଜେପି

ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ କଲେ ସମୀକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ମନ୍ତ୍ରୀ କଣିହାଁ ସମେତ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଭେଟିବା ସହ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।…

Continue Readingଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ କଲେ ସମୀକ୍ଷା

ତାଳଚେର ମେଡ଼ିକାଲ କଲେଜକୁ ସରକାରୀ ପରିଚାଳନା ପାଇଁ ବିଜେପିର ଦାବି

ତାଳଚେର/ଅନୁଗୁଳ: ମହାନଦୀ କୋଲ ଫିଇଲ୍ଡ(ଏମସିଏଲ) ଦ୍ୱାରା ପ୍ରତିଷ୍ଠିତ ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ସରକାର ତୁରନ୍ତ ହାତକୁ ନିଅନ୍ତୁ ବୋଲି ଆଜି ତାଳଚେର ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ଚରଣ ସାମଲ।…

Continue Readingତାଳଚେର ମେଡ଼ିକାଲ କଲେଜକୁ ସରକାରୀ ପରିଚାଳନା ପାଇଁ ବିଜେପିର ଦାବି

ଘନ ଘନ ବିଦ୍ୟୁତ କାଟ, ପାନୀୟ ଜଳ ସମସ୍ୟା ସହ ବିଭିନ୍ନ ଅସୁବିଧାର ତୁରନ୍ତ ସମାଧାନ ପାଇଁ ଦାବି କଲା ବିଜେପି, ନଚେତ୍ ହେବ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ସୋମବାର ଜିଲ୍ଲା କାର୍ଯ୍ୟାଳୟରେ ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ଆଲୋଚନା କରାଯାଇଥିଲା। ଏ ଅବସରରେ ଜିଲ୍ଲାରେ…

Continue Readingଘନ ଘନ ବିଦ୍ୟୁତ କାଟ, ପାନୀୟ ଜଳ ସମସ୍ୟା ସହ ବିଭିନ୍ନ ଅସୁବିଧାର ତୁରନ୍ତ ସମାଧାନ ପାଇଁ ଦାବି କଲା ବିଜେପି, ନଚେତ୍ ହେବ ଆନ୍ଦୋଳନ

ଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ

ଅନୁଗୁଳ: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଅନ୍ୟାୟଚିତ୍ତ ଭାବେ ଗିରଫ କରିବା ପ୍ରତିବାଦରେ ଶୁକ୍ରବାର ଅନୁଗୁଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଡିଓଙ୍କ ବିରୁଦ୍ଧରେ ଦେଇଥିବା ଏତେଲାର କୌଣସି…

Continue Readingଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ

କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା, ବଢ଼ିବ ଠିକା ଶ୍ରମିକଙ୍କ ମଜୁରୀ

ଅନୁଗୁଳ: ଅନୁଗୁଳ ଖଣି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ମୁଖ୍ୟତଃ ଅନୁଗୁଳ ଓ କୁଲାଡ଼ରେ…

Continue Readingକେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା, ବଢ଼ିବ ଠିକା ଶ୍ରମିକଙ୍କ ମଜୁରୀ

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଅନୁଗୁଳ ବିଜେପି ଜିଲ୍ଲା ପ୍ରତିନିଧି ଦଳ: ରେଳ ଷ୍ଟେସନର ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜିଲ୍ଲା ବିଜେପି ପ୍ରତିନିଧି ଦଳ। ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏହି ଦଳ ନୂଆଦିଲ୍ଲୀ ଗସ୍ତ କରି ମଙ୍ଗଳବାର ଦିନ କେନ୍ଦ୍ର ରେଳମନ୍ତ୍ରୀଙ୍କୁ…

Continue Readingକେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଅନୁଗୁଳ ବିଜେପି ଜିଲ୍ଲା ପ୍ରତିନିଧି ଦଳ: ରେଳ ଷ୍ଟେସନର ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ

ରାଜନୈତିକ ହିଂସାରେ ମୃତ ସାଗର ପ୍ରଧାନଙ୍କ ପରିବାରକୁ ଭେଟିଲେ ବିଜେପି ବିଧାୟକ ମଣ୍ଡଳୀ

ଅନୁଗୁଳ: ରାଜନୈତିକ ଆକ୍ରୋଶରୁ ହତ୍ୟାର ଶିକାର ହୋଇଥିବା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗାଁର ବିଜେପି କର୍ମୀ ସାଗର ପ୍ରଧାନଙ୍କ ପରିବାରକୁ ଆଜି ବିଜେପି ବିଧାୟକ ମଣ୍ଡଳୀ ଭେଟି ସମବେଦନା ଜଣାଇଛନ୍ତି। ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ନେତୃତ୍ୱରେ ତଳସରା…

Continue Readingରାଜନୈତିକ ହିଂସାରେ ମୃତ ସାଗର ପ୍ରଧାନଙ୍କ ପରିବାରକୁ ଭେଟିଲେ ବିଜେପି ବିଧାୟକ ମଣ୍ଡଳୀ

ପ୍ରଭୁ ଶ୍ରୀ ହନୁମାନ ଓ ଆମ୍ବେଦକର ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୁଳ: କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅପରାହ୍ନରେ ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହାପରେ ସେ ରାଣୀଗୋଡ଼ା ଦଳୀୟ କାର୍ଯ୍ୟାଳୟରେ…

Continue Readingପ୍ରଭୁ ଶ୍ରୀ ହନୁମାନ ଓ ଆମ୍ବେଦକର ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର