ଉତ୍ଶୃଙ୍ଖଳ ଆଚରଣ ପାଇଁ ବିଧାୟକ କ୍ଷମା ମାଗନ୍ତୁ : ବିଜେପି
ଅନୁଗୁଳ: ଦୀର୍ଘଦିନ ହେବ କ୍ଷମତାରେ ରହି ବିଧାୟକ ଧରା କୁ ସରା ମଣୁଛନ୍ତି। ଅନୁଗୁଳର ବରପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କ୍ରମେ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ସବୁମନ୍ତେ ଉଦ୍ୟମ ହେଉଛି। ସେ ମେଡିକାଲ କଲେଜ ହେଉ କି…





