ମଦନ ମୋହନ ମନ୍ଦିରର ସଫେଇ କଲେ ଅନୁଗୁଳ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା
ଅନୁଗୁଳ: ଅନୁଗୁଳସ୍ଥିତ ମଦନ ମୋହନ ମନ୍ଦିରକୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଆଜି ସଫେଇ କରିଛନ୍ତି। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଥିବାରୁ ସମସ୍ତ ମନ୍ଦିର ତଥା ଦେବାଳୟକୁ ସ୍ୱଚ୍ଛ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
