ବିଏସ୍ଏନଏଲ୍ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ କାର୍ଯ୍ୟ କରୁଥିବା ବିଏସ୍ଏନଏଲ୍ ବିଭାଗର କର୍ମଚାରୀମାନେ ବୁଧବାର ବଇଣ୍ଡା ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିସରରେ ଦିନିକିଆ କାର୍ଯବନ୍ଦ ଆନ୍ଦୋଳନ କରିଥିଲେ। ବିଭାଗ ପକ୍ଷରୁ ସେମାନଙ୍କୁ ଦରମା ପ୍ରଦାନରେ ବିଳମ୍ବ କରାଯାଉଥିବା ବେଳେ କୌଣସି ସୁବିଧା…
