ମାର୍ଗଶିର ଶେଷ ଗୁରୁବାର: ବିଭିନ୍ନ ସ୍ଥାନରେ ମାଣବସାରେ ପୂଜା ପାଇଲେ ମା’ ଲକ୍ଷ୍ମୀ, ଝୋଟି ଚିତାରେ ଝଟକିଲା ସବୁରି ଦୁଆର
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା କିଶୋରନଗର ବ୍ଲକ ବଇଣ୍ଡା, ଠେଲକନାଳି, କିଶୋରନଗର ଅଞ୍ଚଳରେ ମାର୍ଗଶିର ଶେଷ ଗୁରୁବାରରେ ମାଣବସା ଲକ୍ଷ୍ମୀ ପୂଜା ପାଳିତ ହୋଇଛି। ନିକଟସ୍ଥ ନାଳରୁ କଳସରେ ପାଣି ଆଣିବା ପରେ ମା'ଙ୍କର ପୂଜା ଆରମ୍ଭ ହୋଇଥିଲା। ପୂଜକ ପ୍ରକାଶ…