ଶ୍ୱଶୁର ଘର ଯିବା ବେଳେ ଖାଲକୁ ଖସିଲା କାର, ଚାଳକ ମୃତ
ବଇଣ୍ଡା: ସ୍ଥାନୀୟ ହଣ୍ଡପା ଥାନା ନାକିଚି - ଠାକୁରଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ଡ଼ଙ୍ଗୀଆଣି ନିକଟରେ ଶୁକ୍ରବାର ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ କାର ଚାଳକ ହେଲେ ରେଢ଼ାଖୋଲ ଥାନା ଲାଣ୍ଡିମାଳ ଗ୍ରାମର…