ବାଇକକୁ ଧକ୍କା ଦେଲା ଟ୍ରଲର, ଆରୋହୀ ଗୁରୁତର
ଅନୁଗୁଳ: ସ୍ଥାନୀୟ ବଇଣ୍ଡା ବାଦୀବାହାଳ ରାସ୍ତା ନିକଟରେ ଟ୍ରଲର ଧକ୍କାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବଇଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ବାଦୀବାହାଳ ଗ୍ରାମ ଆଡୁ ଆସୁଥିବା ଟ୍ରଲର (OR-15P3922) ବଇଣ୍ଡା ଆଡ଼ୁ…