ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ, ସିକ୍ୟୁରିଟି ସଂସ୍ଥା ଚୟନରେ ଅନିୟମିତତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ଅନ୍ୟ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ 'ନିର୍ମଳ' ଯୋଜନାରେ ସିକ୍ୟୁରିଟି ସେବା ଯୋଗାଣ ସଂସ୍ଥା ଚୟନରେ ବ୍ୟାପକ ଅନିୟମିତତା ସାଙ୍ଗକୁ ପ୍ରିୟାପ୍ରୀତି ତୋଷଣ କରାଯାଇଥିବା ପଦାକୁ ଆସିଛି। ଆବଶ୍ୟକ କାଗଜାତ୍ ନଥାଇ ବି…

Continue Readingଅନୁଗୁଳ ଜିଲ୍ଲା ଚିକିତ୍ସାଳୟ, ସିକ୍ୟୁରିଟି ସଂସ୍ଥା ଚୟନରେ ଅନିୟମିତତା

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସମାଧାନ ଦାବିରେ ଅନଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ସମାଧାନ ଦାବି କରି ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ଆଜିଠାରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ କରିଛି। ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବିଶେଷଜ୍ଞ…

Continue Readingବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସମାଧାନ ଦାବିରେ ଅନଶନ

ଅନଲାଇନ ପାଠପଢା, ଚକ୍ଷୁ ରୋଗର ଶିକାର ଛାତ୍ରଛାତ୍ରୀ

ଅନୁଗୁଳ: କରୋନା କଟକଣା ଯୋଗୁଁ ଗତ ୮ ରୁ ୯ ମାସ ଧରି ଛାତ୍ରଛାତ୍ରୀ ମାନେ ସ୍କୁଲ ଛାଡି ଅନଲାଇନ ଆପ ମାଧ୍ୟମରେ ପାଠ ପଢୁଛନ୍ତି।ଦିନକୁ ପ୍ରାୟ ୩ ଘଣ୍ଟା ଧରି ମୋବାଇଲ ରେ ପାଠ ପଢ଼ୁଥିବାବେଳେ ମନୋରଞ୍ଜନ ରେ ପ୍ରାୟ…

Continue Readingଅନଲାଇନ ପାଠପଢା, ଚକ୍ଷୁ ରୋଗର ଶିକାର ଛାତ୍ରଛାତ୍ରୀ

ଅନୁଗୁଳ ଡାକ୍ତରଖାନାର ଅଗ୍ନି ନିର୍ବାପକ ବ୍ୟବସ୍ଥା ଦୁର୍ବଳ

ଅନୁଗୁଳ: ନିକଟରେ ମହାରାଷ୍ଟ୍ରର ଭଣ୍ତାରା ଡାକ୍ତରଖାନାରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ରୋଗୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ସମସ୍ତଙ୍କ ପାଇଁ ଆଖି ଖୋଲିଦେଇଛି। ଏ ପରିପ୍ରେକ୍ଷୀରେ…

Continue Readingଅନୁଗୁଳ ଡାକ୍ତରଖାନାର ଅଗ୍ନି ନିର୍ବାପକ ବ୍ୟବସ୍ଥା ଦୁର୍ବଳ

କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସହାୟତା

ଅନୁଗଳ: ସମ୍ପ୍ରତି କରୋନା ସ˚କ୍ରମଣ ସମୟରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା ସେବା ଯୋଗାଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୨ ଜଣ କରୋନା ଯୋଦ୍ଧାଙ୍କ ପରିବାରଙ୍କୁ ମଙ୍ଗଳବାର ଜିଲ୍ଲା ପ୍ରଶାସନ ତରଫରୁ ୫୦ ଲକ୍ଷ ଟଙ୍କା ଲେଖାଏଁ କୋଭିଡ୍‌ ସହାୟତା ରାଶି ପ୍ରଦାନ…

Continue Readingକୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସହାୟତା

ପାଥୋଲାବ୍‌ ଟାଙ୍ଗୁ ନାହାନ୍ତି ଦର ତାଲିକା: ଚାଲିଛି ରୋଗୀ ଶୋଷଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୫୦୦ରୁ ଅଧିକ ଘରୋଇ ପାଥୋଲାବ୍‌ ରହିଛି। ଏମାନେ ଡାକ୍ତରଙ୍କ ଚିଠା ମୁତାବକ ବିଭିନ୍ନ ପ୍ରକାର ଟେଷ୍ଟ ଯଥା ମଳ, ମୂତ୍ର, ଗର୍ଭ, ଧାତୁ, ସୁଗାର, ଲିଭର ଫଙ୍କସନ୍‌ ଟେଷ୍ଟ, କିଡ୍‌ନୀ ଫଙ୍କସନ୍‌ ଟେଷ୍ଟ ଏବ˚ ଅନ୍ୟାନ୍ୟ ରକ୍ତ…

Continue Readingପାଥୋଲାବ୍‌ ଟାଙ୍ଗୁ ନାହାନ୍ତି ଦର ତାଲିକା: ଚାଲିଛି ରୋଗୀ ଶୋଷଣ

୬ ଦିନ ହେବ ଏମ୍‌ଆର‌୍‌ଆଇ ସେବା ବନ୍ଦ

ଅନୁଗୁଳ: ଗତ ୨୦ ତାରିଖରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମ୍‌ଅର‌୍‌ଆଇ ୟୁନିଟ୍‌ ବନ୍ଦ ରହିଛି। ଅନୁଗୁଳ ମେଡିକାଲ୍‌ର ଜଣେ ପୂର୍ବତନ ଅଧିକାରୀଙ୍କ ପ୍ରତିକୂଳ ଲିଖିତ ମନ୍ତବ୍ୟ ଆଧାରରେ କୌଣସି ଡାକ୍ତର ଏମ୍‌ଆର‌୍‌ଆଇ କରିବାକୁ ସୁପାରିଶ କରୁନାହାନ୍ତି। ଫଳରେ…

Continue Reading୬ ଦିନ ହେବ ଏମ୍‌ଆର‌୍‌ଆଇ ସେବା ବନ୍ଦ

ସିଡିଏମଓ ଅଫିସ ଆଗରେ ଡାକ୍ତର ସଂଘର ବିକ୍ଷୋଭ

ଅନୁଗୁଳ: ସିଡିଏମଓ ଅଫିସ ଆଗରେ ଅନୁଗୁଳ ଜିଲ୍ଲା ଓମସା ଏବଂ ଆଇଏମଏ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ଆୟୁଷ ଡାକ୍ତରମାନେ ସର୍ଜରୀ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ଏହାକୁ ବିରୋଧ କରି ଡାକ୍ତରମାନେ…

Continue Readingସିଡିଏମଓ ଅଫିସ ଆଗରେ ଡାକ୍ତର ସଂଘର ବିକ୍ଷୋଭ

ମେଡିକାଲ ଠିକା କର୍ମଚାରୀଙ୍କ ଧାରଣା

ଅନୁଗୁଳ: ଶୁକ୍ରବାର ଅନୁଗୁଳ ସରକାରୀ ମେଡିକାଲ ଠିକା କର୍ମଚାରୀ ସଂଘ ପକ୍ଷରୁ ଆରକେଏସ୍ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା l ୨ ମାସର ବକେୟା ଦରମା, କୟାକଳ୍ପ ପ୍ରୋତ୍ସାହନ ରାଶି ପ୍ରଦାନ,ୟୁନିଫର୍ମ ଆଦି ଦାବିରେ ୫୦ ରୁ ଅଧିକ କର୍ମଚାରୀ ଧାରଣାରେ…

Continue Readingମେଡିକାଲ ଠିକା କର୍ମଚାରୀଙ୍କ ଧାରଣା

ଅନୁଗୁଳରେ ଏଡ୍‌ସ ଦିବସ

ଅନୁଗୁଳ: ବିଶ୍ବ ଏଡ୍‌ସ ଦିବସ ଅବସରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କେବଳ ଜନସଚେତନତା ଦ୍ବାରା ହିଁ ଏଡ୍‌ସକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପ୍ରକାଶ କରିଥିଲେ। ଏହି…

Continue Readingଅନୁଗୁଳରେ ଏଡ୍‌ସ ଦିବସ