ଅନୁଗୁଳ – ପୁରୀ ମେମୋ ଟ୍ରେନର ପୁନଃ ଚଳନ ପାଇଁ କଂଗ୍ରେସର ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳ–ପୁରୀ ମେମୋ ଟ୍ରେନ ପୁନଃ ଚଳନ ପାଇଁ ଅତିରିକ୍ତ ଡିଆରମଙ୍କ ଉଦ୍ଦେଶ୍ୟରେ ଗୁରୁବାର ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଅନୁଗୁଳ ରେଳ…

Continue Readingଅନୁଗୁଳ – ପୁରୀ ମେମୋ ଟ୍ରେନର ପୁନଃ ଚଳନ ପାଇଁ କଂଗ୍ରେସର ଦାବି

ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ

ଅନୁଗୁଳ: ଆସନ୍ତା କଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଆସୁଥିବା ବେଳେ ଏହି ଗସ୍ତକୁ ବିରୋଧ କରିଛି ଜିଲ୍ଲା ଛାତ୍ର କଂଗ୍ରେସ। ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତା ଗୁରୁବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ମମିତା ମେହେରକୁ…

Continue Readingମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ

ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳରେ ହରତାଳ

ଅନୁଗୁଳ: ରାଜ୍ୟ କଂଗ୍ରେସ ପକ୍ଷରୁ ଛ' ଘଣ୍ଟିଆ ଓଡିଶା ବନ୍ଦ ଡାକରା ପରେ ହାଇକୋର୍ଟ ଛାଟ ବସିବା ଯୋଗୁଁ କଂଗ୍ରେସ ହରତାଳକୁ ଓଲ୍ହାଇଥିଲା। କଂଗ୍ରେସ ନେତା ସୁଦୀପ ମିଶ୍ର,ଜିତେନ୍ଦ୍ର ସାହୁ,ଅମୁଲ୍ୟ ବେହେରା,ଧର୍ମେନ୍ଦ୍ର ମିଶ୍ର,ସଂଜୀବ ମାଣ୍ଡୋଠିଆ, ଗୋପାଳ ନାଥଙ୍କ ନେତୃତ୍ୱରେ ଶତାଧିକ କର୍ମୀ…

Continue Readingଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳରେ ହରତାଳ

କୃଷକ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ କଂଗ୍ରେସର ଧାରଣା

ଅନୁଗୁଳ : ଲକ୍ଷ୍ମୀପୁରରେ କୃଷକଙ୍କୁ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ରଖିବା ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଗାନ୍ଧି ପାର୍କଠାରେ ଗଣ ଧାରଣା ଦିଆଯାଇଥିଲା। ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ପାର୍କଠାରେ ଗଣ…

Continue Readingକୃଷକ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ କଂଗ୍ରେସର ଧାରଣା

ମେଡିକାଲରେ ଔଷଧ କେଲେଙ୍କାରୀ ନେଇ ବର୍ଷିଲା କଂଗ୍ରେସ

ଅନୁଗୁଳ: ରବିବାର ସନ୍ଧ୍ୟାରେ ଅନୁଗୁଳ ମେଡିକାଲ ପରିସରରେ ପୁରୁଣା କ୍ୱାର୍ଟର ଭଙ୍ଗାଯାଉଥିବାବେଳେ ଗୋଟିଏ ପରିତ୍ୟକ୍ତ କ୍ୱାର୍ଟର ରୁ ଲକ୍ଷ ଲକ୍ଷ ଟଙ୍କାର ଆଇରନ ଏବଂ ଭିଟାମିନ ସିରପ ବାହାରିବା ଅନେକଙ୍କୁ ତାଜୁବ କରିଥିଲା ।ଗରିବ ଶିଶୁଙ୍କୁ ମାଗଣାରେ ଦିଆଯିବାକୁ ଥିବା ଏହି…

Continue Readingମେଡିକାଲରେ ଔଷଧ କେଲେଙ୍କାରୀ ନେଇ ବର୍ଷିଲା କଂଗ୍ରେସ

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜସ୍ବ କମିଶନରଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଉତ୍ତର କେନ୍ଦ୍ରାଞ୍ଚଳ ରାଜସ୍ବ କମିସନରଙ୍କୁ ଭେଟି ସହରର ଉନ୍ନତିକରଣରେ ପ୍ରଶାସନିକ ଉଦାସୀନତା ଅଭିଯୋଗ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମଙ୍ଗଳବାର…

Continue Readingଜିଲ୍ଲା କଂଗ୍ରେସ ପକ୍ଷରୁ ରାଜସ୍ବ କମିଶନରଙ୍କୁ ଦାବିପତ୍ର

ଅନୁଗୁଳ ଜିଲ୍ଲା କଂଗ୍ରେସର ସଦଭାବନା ଦିବସ

ଅନୁଗୁଳ: ଶୁକ୍ରବାର ସକାଳେ ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର ସମ୍ଭର୍ଦ୍ଧନା ଉତ୍ସବ ଓ କିଲ୍ଲା କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସେବାଦଳ ଅଧ୍ୟକ୍ଷ ସୌମ୍ୟ ସଂଜିବ ମିଶ୍ର…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସର ସଦଭାବନା ଦିବସ

ଅନୁଗୁଳ ଜିଲ୍ଲା କଂଗ୍ରେସର ନୂତନ କମିଟି ଗଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ନୂତନ କମିଟି ଇତି ମଧ୍ୟରେ ଘୋଷଣା କରାଯାଇଛି । ସଭାପତି ବିପ୍ଳବ ଜେନା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ଘୋଷଣା କରାଯାଇଛି । ନୂତନ କମିଟିରେ ଉପସଭାପତି ଭାବେ ସର୍ବଶ୍ରୀ…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସର ନୂତନ କମିଟି ଗଠିତ

ଜିଲ୍ଲା କଂଗ୍ରେସ କମିଟିର କ୍ରାନ୍ତି ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ତରଫରୁ ସୋମବାର ସକାଳେ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। କରୋନା କଟକଣାକୁ ମାନି ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ନଅ କ୍ରାନ୍ତି ଦିବସକୁ ନିରାଡମ୍ବର ସହ…

Continue Readingଜିଲ୍ଲା କଂଗ୍ରେସ କମିଟିର କ୍ରାନ୍ତି ଦିବସ

ତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ ଯୁବ କଂଗ୍ରେସ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ରେ ବିକ୍ରୀ କରି ଲୋକଙ୍କୁ ପୁରୁଣା ଦିନ (କଂଗ୍ରେସ ସରକାର) ସମୟର କଥା ମନେ ପକାଇଛି। ପେଟ୍ରୋଲ , ଡିଜେଲ…

Continue Readingତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ