ଡାକ୍ତରଙ୍କୁ ନପାଇବାରୁ ସିଡିଏମଓ ଅଫିସ ଘେରାଓ
ଅନୁଗୁଳ: ମଙ୍ଗଳବାର ସକାଳେ ଦୀର୍ଘ ତିନି ଘଣ୍ଟା ଅପେକ୍ଷା କରିବା ସତ୍ୱେ ଅସ୍ଥିଶଲ୍ୟ ଡାକ୍ତରଙ୍କୁ ନପାଇବାରୁ ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ସିଡିଏମଓ ଅଫିସ ଘେରାଓ କରିଥିଲେ।ଲୋକଙ୍କ ଅଭିଯୋଗ ହେଲା ସେମାନେ ଅସ୍ଥିଶଲ୍ୟ ବିଭାଗ ଡାକ୍ତରଙ୍କୁ ଭେଟିବାପାଇଁ ସକାଳ ୭ଟା ରୁ…