ଫାର୍ମାସିଷ୍ଟ କ୍ୱାର୍ଟର ଭଙ୍ଗା ବେଳେ ବାହାରିଲା ପେଟି ପେଟି ଏକ୍ସପାଏରି ଔଷଧ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଗୁଡ଼ିକ ରବିବାର ସନ୍ଧ୍ୟାରେ ଭଙ୍ଗା ବେଳେ ଜଣେ ଅବସରପ୍ରାପ୍ତ ଫର୍ମାସିଷ୍ଟଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ବାହାରିଥିଲା। ଶିଶୁ ମାନକ ପାଇଁ ଉଦ୍ଦିଷ୍ଟ ଫଲିକ ଏସିଡ…