ଏଚ୍ଆଇଭି ନିବାରଣ ଓ ନିୟନ୍ତ୍ରଣ କମିଟି ବୈଠକ

ଅନୁଗୁଳ: ଜିଲ୍ଲା ଏଡସ ନିବାରଣ ଓ ନିୟନ୍ତ୍ରଣ କମିଟି ପକ୍ଷରୁ ମା ଠାରୁ ଶିଶୁକୁ ଏଚ୍ଆଇଭି ଏଡସ୍ ସଞ୍ଚାରଣର ନିୟନ୍ତ୍ରଣ ପାଇଁ ମଙ୍ଗଳବାର ଏକ ଜିଲ୍ଲାସ୍ତରୀୟ ଫାଷ୍ଟ୍ ଟ୍ରାକ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏଥିରେ ଅଧକ୍ଷତା…

Continue Readingଏଚ୍ଆଇଭି ନିବାରଣ ଓ ନିୟନ୍ତ୍ରଣ କମିଟି ବୈଠକ

ଗ୍ୟାସ୍ ଦୁର୍ଘଟଣା ନେଇ ସଚେତନତା

ଅନୁଗୁଳ: ବିଭିନ୍ନ ଜରୁରୀକାଳୀନ ବିପଦ ସମୟ ମୁଖ୍ୟତଃ ଶିଳ୍ପାଞ୍ଚଳରେ ଘଟୁଥିବା ଦୁର୍ଘଟଣାରୁ କିପରି ସୁରକ୍ଷିତ ରହିବେ ସେ ନେଇ ରାଜ୍ୟରେ ଜରୁରୀକାଳୀନ ମକ୍‌ଡ୍ରିଲ୍‌ ହେବା ସହ ସୋମବାର ବଅଁରପାଳ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭରବ୍ରିଜ୍ ପାର୍ଶ୍ବରେ ଅନୁଷ୍ଠିତ ହୋଇଥିଲା…

Continue Readingଗ୍ୟାସ୍ ଦୁର୍ଘଟଣା ନେଇ ସଚେତନତା

ଶିଳ୍ପାନୁଭିଭିକ ଆପାତକାଳୀନ ବ୍ୟବସ୍ଥାର ପ୍ରସ୍ତୁତି ବୈଠକ

ଅନୁଗୁଳ: ଜିଲ୍ଲାରେ ଶିଳ୍ପାନୁଭିଭିକ ଆପାତକାଳୀନ ବ୍ୟବସ୍ଥାର ଏକ ପ୍ରସ୍ତୁତି ବୈଠକ ବୁଧବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ସାରା ଦେଶରେ ଅନୁଗୁଳ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଚିତ ।…

Continue Readingଶିଳ୍ପାନୁଭିଭିକ ଆପାତକାଳୀନ ବ୍ୟବସ୍ଥାର ପ୍ରସ୍ତୁତି ବୈଠକ

ଜିଲ୍ଲାକୁ ଆସିଲେ ଆଉ ୧୦ ବିଶେଷଜ୍ଞ ଡାକ୍ତର

ଅନୁଗୁଳ: ଜିଲ୍ଲାରେ ଆଉ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଥିବା ବେଳେ ଦୁଇ ୨ ଜଣ ଭେଷଜ, ୨ ଜଣ ଶଲ୍ୟ ବିଶେଷଜ୍ଞ, ଜଣେ ପ୍ରସୂତି ଓ ସ୍ତ୍ରୀ…

Continue Readingଜିଲ୍ଲାକୁ ଆସିଲେ ଆଉ ୧୦ ବିଶେଷଜ୍ଞ ଡାକ୍ତର

ସଫେଇ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଅନୁଗୁଳ: ସ୍ବଚ୍ଛ ସହରକୁ ମିଳିବ ନିର୍ମଳ ସହର ପୁରସ୍କାର। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଅନୁଗୁଳ ଜିଲ୍ଲାର ୩ଟି ଯାକ ସହରାଞ୍ଚଳ ଏହି ପୁରସ୍କାର ହାତେଇବାକୁ କମର କଷିଛନ୍ତି । ନିୟମିତ ସଫେଇ କାର୍ଯ୍ୟ ଚାଲୁ ରଖିବା ସହ ଏହାର ଅଗ୍ରଗତି…

Continue Readingସଫେଇ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

ଅନୁଗୁଳ:ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମାତ୍ର ଅନୁଗୁଳ ପୌରାଞ୍ଚଳରେ ପୁରଣା ପଞ୍ଜିକରଣକୁ ଆଧାର କରି ଏହି ସହାୟତା ଦିଆଯାଉଥିବା ବେଳେ ଅନେକ ଉଠା ଦୋକାନୀ ଓ ବୁଲା…

Continue Readingସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

କାଲିଠୁ ଯୁବବର୍ଗଙ୍କୁ ଟିକା

ଅନୁଗୁଳ: ମଙ୍ଗଳବାରଠାରୁ ୧୮ରୁ ୪୪ ବର୍ଷ ବୟସ୍କ ଯୁବବର୍ଗଙ୍କ ଟିକାକରଣ ପୁଣି ଆରମ୍ଭ ହେବ। ଏଥିଲାଗି ଟିକା ଷ୍ଟକ୍ ପହଞ୍ଚିଥିବା ଜଣାପଡ଼ିଛି। ଆଜି ସଂଧ୍ୟା ୬ଟାରେ ପୁନଃ ସ୍ଲଟ୍ ବୁକିଂ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍ କରି ସୂଚନା…

Continue Readingକାଲିଠୁ ଯୁବବର୍ଗଙ୍କୁ ଟିକା

ସାବିତ୍ରୀ ଓ ରଜ ପାଇଁ କଡ଼ା ହେବ

ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ କମୁଛି। ଏହା ଅର୍ଥ ନୁହେଁ, ଅବହେଳା କରିବା। ବରଂ ଏବେ ବି କଠୋର କୋଭିଡ୍ ନିୟମ ପାଳିବାର ଆବଶ୍ୟକତା ରହିଛି। ଆଉ ଏହି ନିୟମକୁ ଆସନ୍ତା ରଜ ଓ ସାବିତ୍ରୀରେ କଡାକଡି ଭାବେ ପାଳନ କରିବାକୁ…

Continue Readingସାବିତ୍ରୀ ଓ ରଜ ପାଇଁ କଡ଼ା ହେବ

ଏଣିକି ଅନଲାଇନ୍‌ରେ ବିବାହ ଅନୁମତି

ଅନୁଗୁଳ: ବିବାହ ହେଉ ଅବା ଶୁଦ୍ଧିକ୍ରିୟା ଅନୁମତି ପାଇଁ ଆଉ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି । ଏଣିକି ଅନଲାଇନ୍‌ରେ ମିଳିବ ଏହି ସେବା । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ନିତି ନୂଆ ନୂଆ ପଦକ୍ଷେପ ନେଉଥିବା ବେଳେ…

Continue Readingଏଣିକି ଅନଲାଇନ୍‌ରେ ବିବାହ ଅନୁମତି

ଆରମ୍ଭ ହେଲା ଯୁବଗୋଷ୍ଠୀଙ୍କୁ କରୋନା ଟିକାଦାନ

ଅନୁଗୁଳ: ଜିଲ୍ଲାରେ କରୋନା କଷଣ ଜାରି ରହିଛି। ଦ୍ୱିତୀୟ ଲହର ନ ଥମୁଣୁ ତୃତୀୟ ଲହର ଆସିବାର ସତର୍କ ଘଣ୍ଟି ବଜାଇଲାଣି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସୋମବାର ଜିଲ୍ଲାର ଯୁବଗୋଷ୍ଠୀଙ୍କୁ ଟିକାଦାନ ଆରମ୍ଭ ହୋଇଛି। ରବିବାର…

Continue Readingଆରମ୍ଭ ହେଲା ଯୁବଗୋଷ୍ଠୀଙ୍କୁ କରୋନା ଟିକାଦାନ