ଆବଣ୍ଟନ ହେଲା ୫୬ ମଦ ଦୋକାନ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଲଟେରୀ ଜରିଆରେ ମଦ ଦୋକାନ ଆବଣ୍ଟନ କରାଯାଇଛି । ଜିଲ୍ଲାର ମୋଟ୍ ୫୭ଟି ଲାଇସେନ୍ସ ପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ମଧ୍ୟରୁ ୫୬ଟି ବଣ୍ଟନ କରାଯାଇଛି । ଅନ୍ୟ…

Continue Readingଆବଣ୍ଟନ ହେଲା ୫୬ ମଦ ଦୋକାନ

ପାଣି ପାଇପ୍ ବିଛାଇବାରେ ନଷ୍ଟ ହେଉଛି ରାସ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ପାଣ୍ଠି ଓ ଜିଲ୍ଲା ଖଣିଜ ପାଣ୍ଠିରେ ବିଭିନ୍ନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ତେବେ ଜିଲ୍ଲାରେ ଥିବା ରାଜ୍ୟ ରାଜପଥ କଡ଼ରେ ଖୋଳି ପାଇପ୍ ବିଛା…

Continue Readingପାଣି ପାଇପ୍ ବିଛାଇବାରେ ନଷ୍ଟ ହେଉଛି ରାସ୍ତା

ଏନଏଚ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ଉପବାଚସ୍ପତି କାର୍ଯ୍ୟ, ମନ୍ଥରତାକୁ ନେଇ ଅସନ୍ତୋଷ

ଅନୁଗୁଳ: ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଶୁକ୍ରବାର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କରି ମନ୍ଥର ଗତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଓ…

Continue Readingଏନଏଚ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ଉପବାଚସ୍ପତି କାର୍ଯ୍ୟ, ମନ୍ଥରତାକୁ ନେଇ ଅସନ୍ତୋଷ

ଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

ଅନୁଗୁଳ: ଜଳ ସମସ୍ୟା ହେଉ କି ପରିମଳ ସମସ୍ୟା, ଏଣିକି ପୌର କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି । ପୌରପାଳିକା ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ପାଇଁ ମହତ୍ୱାକାଂକ୍ଷୀ ଯୋଜନା ‘ମୋ ୱାର୍ଡ' ଆରମ୍ଭ ହୋଇଛି । ଏହି ଯୋଜନାରେ…

Continue Readingଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ

ଅନୁଗୁଳ: ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଏସୟୁସିଆଇ(କମ୍ୟୁନିଷ୍ଟ) । ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି ।ଏସୟୁସିଆଇ(କମ୍ୟୁନିଷ୍ଟ) ଅନୁଗୁଳ ଶାଖା ପକ୍ଷରୁ ଏକ…

Continue Readingଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ

ନଳକୂଅ ପାଣିରେ ଲୁହାଗୁଣ୍ଡ, ହନ୍ତସନ୍ତ ଚନ୍ଦନପୁରବାସୀ

ଅନୁଗୁଳ: ବଅଁରପାଳ ବ୍ଳକ୍ ତଳମୂଳ ଚନ୍ଦନପୁର ଗାଁ ତଳସାହି ନଳକୂଅରୁ ଲୁହାଗୁଣ୍ଡମିଶା ପାଣି ବାହାରୁଛି। ସାହିବାସୀ ତେଣୁ ପାନୀୟଜଳ ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି। ଏବେ ଖରାତେଜ ବଢ଼ିଥିବାବେଳେ ପାଇପରେ ସାହିକୁ ଯୋଗାଣ ହେଉଥିବା ଜଳ ଆବଶ୍ୟକତା ମେଣ୍ଟାଇପାରୁନି । ତେଣୁ…

Continue Readingନଳକୂଅ ପାଣିରେ ଲୁହାଗୁଣ୍ଡ, ହନ୍ତସନ୍ତ ଚନ୍ଦନପୁରବାସୀ

ନାଲ୍‌କୋର ଉତ୍କଳ-ଡି କୋଇଲା ବ୍ଲକକୁ ମିଳିଲା ଖଣିପଟ୍ଟା

ଅନୁଗୁଳ: ନାଲ୍‌କୋକୁ ଗୁରୁବାର ଅପରାହ୍ନରେ ଉତ୍କଳ-ଡି କୋଇଲା ବ୍ଲକର ଖଣି ପଟ୍ଟା ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସାଇଁ ଓ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ କ୍ରୀଷ୍ଣା ପଟେଲଙ୍କ ମଧ୍ୟରେ ନାଲକୋକୁ ଅନୁମୋଦିତ…

Continue Readingନାଲ୍‌କୋର ଉତ୍କଳ-ଡି କୋଇଲା ବ୍ଲକକୁ ମିଳିଲା ଖଣିପଟ୍ଟା

ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ

ଅନୁଗୁଳ‌: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ । ପ୍ରତ୍ୟେକ ଗାଁରେ ଶହଶହ ସଂଖ୍ୟାରେ ମାଟିଇଟା ଭାଟି କରାଯାଇ ଖୋଲାଖୋଲି ବ୍ୟବସାୟ ହେଉଛି। ହେଲେ ଏହି ବେଆଇନ୍ କାରବାରରେ ରୋକ ଲଗାଇବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ…

Continue Readingବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ

ବିଦ୍ୟୁତ ଉତ୍ପାଦନ ବନ୍ଦ୍; ଟିଟିପିଏସ ଏଣିକି ଅତୀତ!

ଅନୁଗୁଳ; ଏନଟିପିସି ପରିଚାଳନାଧିନ ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ)ମାର୍ଚ୍ଚ ୩୧ରେ ବନ୍ଦ ହେବ ବୋଲି କୁହାଯାଉ ଥିଲା ବେଳେ ସମସ୍ତ ୟୁନିଟଗୁଡିକରୁ ମଙ୍ଗଳବାର ବିଦ୍ୟୁତ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ରହିଛି ।ଯାହାକୁ ନେଇ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।ଶ୍ରମିକମାନେ…

Continue Readingବିଦ୍ୟୁତ ଉତ୍ପାଦନ ବନ୍ଦ୍; ଟିଟିପିଏସ ଏଣିକି ଅତୀତ!

ସରକାରୀ ଜମି ଜବରଦଖଲ ସମସ୍ୟା ବଢୁଛି

ଅନୁଗୁଳ: ଅନୁଗୁଳ ଜିଲ୍ଲା ସରକାରୀ ଜମି ଜବରଦଖଲ ମାମଲାରେ ଦୁର୍ନାମ ଅର୍ଜନ କରିଛି।ଏ କ୍ଷେତ୍ରରେ ଓଡ଼ିଶାର ୧୫ ଟି ଜିଲ୍ଲା ମଧ୍ୟରେ ଅନୁଗୁଳ ସ୍ଥାନ ପାଇଛି। ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏକଥା ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ…

Continue Readingସରକାରୀ ଜମି ଜବରଦଖଲ ସମସ୍ୟା ବଢୁଛି