୨୮ କେଜି ଗଞ୍ଜେଇ ସହ ୨ ବାଇକ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଯୋଗିପଥର ନିକଟରୁ ବୁଧବାର ଦିନ ହଣ୍ଡପା ପୋଲିସ ଚୋରାଚାଲାଣ ହେଉଥିବା ୨୮ କେଜି ଗଞ୍ଜେଇ ଜବତ କରିଛି। ଚାଲାଣରେ ସମ୍ପୃକ୍ତ ଥିବା ୩ ଜଣ ବ୍ୟବସାୟୀଙ୍କୁ ହଣ୍ଡପା ଆଇଆଇସି ନମିତା ନାୟକ…

Continue Reading୨୮ କେଜି ଗଞ୍ଜେଇ ସହ ୨ ବାଇକ ଜବତ, ୩ ଗିରଫ

ମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଭେଜିଗୋଠ ଗ୍ରାମରେ ଗୁରୁବାର ଏକ ମିନି ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହଣ୍ଡପା ଥାନା ଭେଜିଗୋଠ ଗ୍ରାମର ସୌମ୍ୟରଞ୍ଜନ ସିଂ।…

Continue Readingମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

୫ ଲକ୍ଷର ଋଣ କରାଇ ଦେବାକୁ ନେଇଛନ୍ତି ୪୩ ହଜାର ଟଙ୍କା, ଫାଇନାନ୍ସ କର୍ମଚାରୀଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ

ଅନୁଗୁଳ: ଋଣ କରାଇବା ଆଳରେ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଏନେଇ ଅଭିଯୋଗ କରିଛନ୍ତି କିଶୋରନଗର ବ୍ଲକ ହଣ୍ଡପା ଥାନା ଗୁଣ୍ଡୁରୀମୁଣ୍ଡା ଗ୍ରାମର ପ୍ରଫୁଲ୍ଲ କୁମାର ନାୟକ। ତାଙ୍କ ଅଭିଯୋଗ ଆଧାରରେ  ପୋଲିସ…

Continue Reading୫ ଲକ୍ଷର ଋଣ କରାଇ ଦେବାକୁ ନେଇଛନ୍ତି ୪୩ ହଜାର ଟଙ୍କା, ଫାଇନାନ୍ସ କର୍ମଚାରୀଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ

ଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମର ଜଣଙ୍କ ଘରୁ ଶନିବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ଗାଁର ଦୟାନିଧି ସ୍ଵାଇଁଙ୍କ ଘରେ ଆଜି ଅପରାହ୍ନରେ ଏକ ନାଗ ସାପ ପଶି ଯାଇଥିଲା। ସାପ ଦେଖି ଦୟାନିଧି ଓ ତାଙ୍କ ପରିବାର…

Continue Readingଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା: ପ୍ରେମିକା ଅଟକ, ହତ୍ୟାକାରୀ ଫେରାର

ଅନୁଗୁଳ: ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା। ଅନୁଗୁଳ ଜିଲ୍ଲା କିଶୋରନଗର ହଣ୍ଡପା ଥାନା ସାନଗୋବିନ୍ଦପୁର ଗ୍ରାମରେ ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ହଣ୍ଡପା ଥାନା ମଧପୁର ଅଞ୍ଚଳର ରାହୁଲ ସାମଲ…

Continue Readingପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା: ପ୍ରେମିକା ଅଟକ, ହତ୍ୟାକାରୀ ଫେରାର

ଗୋଟିଏ ଦିନରେ ବାପା-ପୁଅଙ୍କ ଘରୁ ଚୋରି, ଅଳଙ୍କାର ସହ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କମରେଇ ଗ୍ରାମର ଜଣଙ୍କ ଘରେ ଆଜି ଚୋର କଳାକନା ବୁଲେଇ ଦେଇଛି। ଗାଁର ଠେଙ୍ଗୁ ସେଠୀଙ୍କ ଘରୁ ରବିବାର ଦିନ ଘର ତାଲା ଭାଙ୍ଗି କେହି ସୁନା, ରୁପା, ୧୦ ହଜାର ଟଙ୍କା ଚୋରି…

Continue Readingଗୋଟିଏ ଦିନରେ ବାପା-ପୁଅଙ୍କ ଘରୁ ଚୋରି, ଅଳଙ୍କାର ସହ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପାଣି ପାଇଁ ପିଟାପିଟି ! ଯୁବତୀଙ୍କୁ ମାଡ଼ ମାରିଥିବା ନେଇ ୩ ଜଣଙ୍କ ନାଁରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନୁନୁକାପଶି ଗ୍ରାମର ଜଣେ ଯୁବତୀଙ୍କୁ ସେହି ଅଞ୍ଚଳର କିଛି ଲୋକ ପାଣି ପାଇଁ ମାଡ଼ ମାରିବା ସହ ଜୀବନରୁ ମାରି ଦେବା ପାଇଁ ହତ୍ୟା ଧମକ ଦେଇଥିବା ନେଇ ସେ ଥାନାରେ…

Continue Readingପାଣି ପାଇଁ ପିଟାପିଟି ! ଯୁବତୀଙ୍କୁ ମାଡ଼ ମାରିଥିବା ନେଇ ୩ ଜଣଙ୍କ ନାଁରେ ଅଭିଯୋଗ

ହଣ୍ଡପା ବନ ବିଭାଗକୁ ବଡ଼ ସଫଳତା: ୨ ଲକ୍ଷ ଟଙ୍କାର ଶାଳ କାଠ ସହ ଦୁଇଟି ପିକଅପ୍ ଭ୍ୟାନ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡା ନିକଟରୁ ହଣ୍ଡପା ବନ ବିଭାଗ ଚୋରା ଶାଳ କାଠ ବୋଝେଇ ୨ଟି ପିକଅପ୍ ଭ୍ୟାନ୍ ଜବତ କରିଛି। ଏଥିରେ ୨ ଲକ୍ଷ ଟଙ୍କାର ଶାଳ କାଠ ଥିବା ଅନୁମାନ କରାଯାଉଛି। ସୂଚନା ମୁତାବକ,…

Continue Readingହଣ୍ଡପା ବନ ବିଭାଗକୁ ବଡ଼ ସଫଳତା: ୨ ଲକ୍ଷ ଟଙ୍କାର ଶାଳ କାଠ ସହ ଦୁଇଟି ପିକଅପ୍ ଭ୍ୟାନ ଜବତ

ବ୍ୟବସାୟୀଙ୍କୁ ଛାଡ଼ି ୫ ଲକ୍ଷ ଟଙ୍କାର ଧାନ ବୋଝେଇ ଟ୍ରକ ନେଇ ପଳାଇଲା ଚାଳକ, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ନାକିଚି ଅଞ୍ଚଳ ଏକ ଢାବାରେ ଧାନ ବ୍ୟବସାୟୀଙ୍କୁ ଛାଡି ଧାନ ବୋଝେଇ ଟ୍ରକ ନେଇ ଚାଳକ ପଳାଇଛି। ଏନେଇ ରବିବାର ଦିନ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ଧାନ ବ୍ୟବସାୟୀ ପବିତ୍ର ମୋହନ ସାହୁ…

Continue Readingବ୍ୟବସାୟୀଙ୍କୁ ଛାଡ଼ି ୫ ଲକ୍ଷ ଟଙ୍କାର ଧାନ ବୋଝେଇ ଟ୍ରକ ନେଇ ପଳାଇଲା ଚାଳକ, ଥାନାରେ ମାମଲା

କୂଅରୁ ଭାଲୁ ଉଦ୍ଧାର, ଖାଦ୍ୟ ଅନ୍ୱେଷଣରେ ଆସି ପଡ଼ିଯାଇଥିଲା

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ମଧୁପୁର ଗାଁରେ ଥିବା ଏକ ଖୋଲା କୂଅରୁ ଶୁକ୍ରବାର ରାତିରେ ଏକ ଜଙ୍ଗଲୀ ଭାଲୁକୁ ଉଦ୍ଧାର କରାଯାଇଛି। ଭାଲୁଟି ଖାଦ୍ୟ ଅଭାବ ଯୋଗୁଁ ଗାଁ ଅଭିମୁଖୀ ହୋଇ ଖୋଲା କୂଅରେ ପଡ଼ି ଯାଇଥିଲା। କୂଅରେ…

Continue Readingକୂଅରୁ ଭାଲୁ ଉଦ୍ଧାର, ଖାଦ୍ୟ ଅନ୍ୱେଷଣରେ ଆସି ପଡ଼ିଯାଇଥିଲା