କଣିହାଁ ଖୋଲା କୋଇଲା ଖଣିରେ ନିଯୁକ୍ତି ଓ ପୁନର୍ବାସ ଦାବିରେ ଆନ୍ଦୋଳନ: ଆନ୍ଦୋଳନ ସ୍ଥଳରେ ଶତାଧିକ ମହିଳା ପାଳିଲେ ସୁଦଶା ବ୍ରତ

ଅନୁଗୁଳ: କଣିହାଁ ଖୋଲା କୋଇଲା ଖଣିର ଟାଇମ ଅଫିସ ସ୍ଥିତ ଖଣିର ମୁଖ୍ୟ ଫାଟକ ଠାରେ କଣିହାଁ ଗ୍ରାମର ଜମିହରା ପ୍ରଜାଙ୍କ ନିଯୁକ୍ତି ଓ ପୁନର୍ବାସ ଦାବିରେ ଗତ ୭୧ ଦିନ ଧରି ଚାଲିଥିବା ଆନ୍ଦୋଳନ ଆଜି ନୂତନ ମୋଡ଼ ନେଇଛି।…

Continue Readingକଣିହାଁ ଖୋଲା କୋଇଲା ଖଣିରେ ନିଯୁକ୍ତି ଓ ପୁନର୍ବାସ ଦାବିରେ ଆନ୍ଦୋଳନ: ଆନ୍ଦୋଳନ ସ୍ଥଳରେ ଶତାଧିକ ମହିଳା ପାଳିଲେ ସୁଦଶା ବ୍ରତ

କଣିହାଁରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୩ଜଣଙ୍କୁ ୨୨ ହଜାର ଟଙ୍କା ସହାୟତା ପ୍ରଦାନ

ଅନୁଗୁଳ: ସୋମବାର ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପବିତ୍ର ମୋହନ ସଭାଗୃହ କଣିହାଁ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣି ଶିବିରରେ ସମୁଦାୟ ୩୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥ‌ିମଧ୍ୟରୁ ୨୮ଟି ବ୍ୟକ୍ତିଗତ ଓ…

Continue Readingକଣିହାଁରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୩ଜଣଙ୍କୁ ୨୨ ହଜାର ଟଙ୍କା ସହାୟତା ପ୍ରଦାନ

କଣିହାଁରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ: ‘ପ୍ଲାଷ୍ଟିକ ହଟାଅ, ଜୀବନ ବଞ୍ଚାଅ’ର ନାରା

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ଓ କଣିହାଁ ବନାଞ୍ଚଳ ତରଫରୁ ଏକ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ ଶନିବାର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ବଦ୍ରୀନାଥ ସାହୁ, ପ୍ରଧାନଶିକ୍ଷକ ଗିରିଧାରୀ…

Continue Readingକଣିହାଁରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ: ‘ପ୍ଲାଷ୍ଟିକ ହଟାଅ, ଜୀବନ ବଞ୍ଚାଅ’ର ନାରା

ବେଆଇନ କୋଇଲା ଚାଲାଣ ଅଭିଯୋଗ: ଗାଡ଼ି ଜବତ, ମାଲିକ ଓ ଡ୍ରାଇଭର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ତରଫରୁ ବେଆଇନ କୋଇଲା ଚାଲାଣ କରୁଥିବା ଗାଡ଼ି ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଜରପଡ଼ା ଥାନା କୁଶକୁଳିଆ ଗ୍ରାମର ଗାଡ଼ି ଡ୍ରାଇଭ ସତ୍ୟବ୍ରତ…

Continue Readingବେଆଇନ କୋଇଲା ଚାଲାଣ ଅଭିଯୋଗ: ଗାଡ଼ି ଜବତ, ମାଲିକ ଓ ଡ୍ରାଇଭର ଗିରଫ

ପଥରମୁଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ, ଯୋଗ ଦେଲେ ୧୦ ହଜାର ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପଥରମୁଣ୍ଡା ଗ୍ରାମର ଜଗନ୍ନାଥ ବିହାର ଠାରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏ ଅବସରରେ ସୋମବାର ସକାଳେ ବିରାଟ କଳସ ଯାତ୍ରା ହୋଇଥିଲା। କଳସ…

Continue Readingପଥରମୁଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ, ଯୋଗ ଦେଲେ ୧୦ ହଜାର ଶ୍ରଦ୍ଧାଳୁ

ଡ୍ୟୁଟି ବେଳେ ପୁଲିସକୁ ଆକ୍ରମଣ, ଜଣେ ଗିରଫ ଓ ୪ ଜଣ ଫେରାର

ଅନୁଗୁଳ: ଡ୍ୟୁଟିରେ ଜଣେ ପୁଲିସ କର୍ମଚାରୀଙ୍କୁ କାଠ ଫାଳିଆରେ ଆକ୍ରମଣ। ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ଜଣ ଫେରାର ଥିବା ଜଣାଯାଇଛି। ଏ ନେଇ କଣିହାଁ ପୁଲିସ ଏକ ମାମଲା ରୁଜୁ କରି କଣିହାଁ ଥାନା ଗୁଣ୍ଡୁରି ଗ୍ରାମର…

Continue Readingଡ୍ୟୁଟି ବେଳେ ପୁଲିସକୁ ଆକ୍ରମଣ, ଜଣେ ଗିରଫ ଓ ୪ ଜଣ ଫେରାର

ପାଟ୍ରୋଲିଂ ବେଳେ କଣିହାଁ ପୋଲିସକୁ ସଫଳତା: ବେଆଇନ ବାଲି ବୋଝେଇ ହାଇୱା ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ପୋଲିସ ପକ୍ଷରୁ ବେଆଇନ ବାଲି ବୋଝେଇ ହାଇୱା ଗାଡି ଜବତ କରାଯାଇଛି। ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ସାନତ୍ରିବିଡା ଗ୍ରାମର ପାଖରୁ ବାଲି ବୋଝେଇ ଗାଡି କଣିହାଁ ଅଭିମୁଖେ ଆସୁଥିଲା। ଏହି ସମୟରେ କଣିହାଁ…

Continue Readingପାଟ୍ରୋଲିଂ ବେଳେ କଣିହାଁ ପୋଲିସକୁ ସଫଳତା: ବେଆଇନ ବାଲି ବୋଝେଇ ହାଇୱା ଜବତ

ପବିତ୍ରନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ପ୍ରଥମ ମ୍ୟାଚ୍ ହାତେଇଲା ବାଙ୍ଗାଲୋର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ପବିତ୍ରନଗର କ୍ଲବ ପକ୍ଷରୁ ଆୟୋଜିତ ପବିତ୍ରନଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଛି। ମୁଖ୍ୟ ଅତିଥିଭାବେ ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ…

Continue Readingପବିତ୍ରନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ପ୍ରଥମ ମ୍ୟାଚ୍ ହାତେଇଲା ବାଙ୍ଗାଲୋର

ଟ୍ୟାଙ୍କରରୁ ଚୋରି ୪ ବ୍ୟାଟେରୀ ଜବତ, ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏନଟିପିସି ଟାଉନ ପୁଲିସ ଟ୍ୟାଙ୍କରରୁ ଚୋରି ହୋଇଥିବା ବ୍ୟାଟେରୀ ଜବତ କରିବା ସହ ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ପୋଲିସ। ୩ ଅଭିଯୁକ୍ତ ହେଲେ କଣିହାଁ ଥାନା ଜରଡା…

Continue Readingଟ୍ୟାଙ୍କରରୁ ଚୋରି ୪ ବ୍ୟାଟେରୀ ଜବତ, ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଓ୍ବାଟରସେଡ ମହୋତ୍ସବ ଆୟୋଜିତ, ଓ୍ବାଟରସେଡ ପ୍ରକଳ୍ପର ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିରୁ ପଞ୍ଚାୟତ ବୁଲାଝର ଠାରେ ଶୁକ୍ରବାର ଓ୍ବାଟରସେଡ ମହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲା ଜଳବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଜୟଶଙ୍କର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ କୁମାର…

Continue Readingଓ୍ବାଟରସେଡ ମହୋତ୍ସବ ଆୟୋଜିତ, ଓ୍ବାଟରସେଡ ପ୍ରକଳ୍ପର ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ