ଏନଟିପିସିରେ ଜାତୀୟ ସୁରକ୍ଷା ଦିବସ

ଅନୁଗୁଳ: ଏନ୍‌ଟିପିସି କଣିହାଁ ସିଆଇଏସ୍‌ଏଫ୍ ଅଗ୍ନିଶମ କେନ୍ଦ୍ରରେ ଜାତୀୟ ସୁରକ୍ଷା ଦିବସ ପାଳିତ ହୋଇଛି। ଏନ୍‌ଟିପିସି କଣିହାଁ ସିଜିଏମ୍ ସୁଦୀପ ନାଗ ସୁରକ୍ଷା ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏଥିସହ ଶ୍ରୀ ନାଗ ସୁରକ୍ଷା ପାଇଁ ପାୱାରଷ୍ଟେସନର…

Continue Readingଏନଟିପିସିରେ ଜାତୀୟ ସୁରକ୍ଷା ଦିବସ

ଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

କଣିହାଁ: କଣିହାଁ ବ୍ଳକ୍ ଟୋଲକବେଡା ଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ବିଦ୍ୟୁତ୍ ଅଫିସ ସମ୍ମୁଖ ପଡ଼ିଆରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ୍ ମ୍ୟାରେ କୋଶଳାର ରାମଚଣ୍ଡୀ…

Continue Readingଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ପତ୍ନୀ ଆଗରେ ଧରାପଡ଼ିଲା ସ୍ଵାମୀଙ୍କ ପରକୀୟା ପ୍ରୀତି

ଅନୁଗୁଳୁ: ମହଙ୍ଗା ପଡ଼ିଛି ପରକୀୟା ପ୍ରୀତି । ସ୍ୱାମୀଙ୍କ କଳା କାରନାମା ପତ୍ନୀ ଜାଣିବା ପରେ ସଦଳବଳ ପହଞ୍ଚି ଘଟାଇଛନ୍ତି ତୁମୁଳକାଣ୍ଡ । ଗହଣା ଦୋକାନରେ ସ୍ଵାମୀକୁ ପର ମହିଳାଙ୍କ ସାଥୀରେ ଦେଖି କରିଛନ୍ତି ଗଣ୍ଡଗୋଳ । ଉଭୟଙ୍କୁ ବୋଲେରୋରେ ଉଠାଇ…

Continue Readingପତ୍ନୀ ଆଗରେ ଧରାପଡ଼ିଲା ସ୍ଵାମୀଙ୍କ ପରକୀୟା ପ୍ରୀତି

ପଶ୍ଚିମବଙ୍ଗରୁ ଗିରଫ ହେଲା ସାଇବର ଠକ

ଅନୁଗୁଳ: ଏନ୍‌ଟିପିସି କଣିହାଁ ସିଆଇଏସ୍‌ଏଫ୍ ୟୁନିଟ୍‌ର ଜଣେ ହେଡ୍ କନେଷ୍ଟବଳ ସଞ୍ଜୟ ନାରଜିନାରିଙ୍କ ଠାରୁ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣାରେ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଗିରଫ ସାଇବର ଲୁଟେରା ପଶ୍ଚିମବଙ୍ଗ ୱେଷ୍ଟ ବର୍ଦ୍ଧମାନ ଜିଲ୍ଲା…

Continue Readingପଶ୍ଚିମବଙ୍ଗରୁ ଗିରଫ ହେଲା ସାଇବର ଠକ

ନାହାନ୍ତି ଡାକ୍ତର, ରୋଗୀଙ୍କୁ ଫାର୍ମାସିଷ୍ଟ ଭରସା

ତାଳଚେର: କଣିହାଁ ବ୍ଲକ୍ ପବିତ୍ରନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ହେଲା ଡାକ୍ତର ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀସେବା ଚାଲିଛି । ପବିତ୍ରନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ଶତାଧିକ…

Continue Readingନାହାନ୍ତି ଡାକ୍ତର, ରୋଗୀଙ୍କୁ ଫାର୍ମାସିଷ୍ଟ ଭରସା

ଗ୍ରୀଲ ତାଡ଼ି ଦୁଇ ଲକ୍ଷର ସମ୍ପତ୍ତି ଲୁଟ୍

ଅନୁଗୁଳ: କଣିହାଁ ଏନ୍‌ଟିପିସି ଥାନା ନିକଟବର୍ତ୍ତୀ ଲୋଧାବନ୍ଧ ଗ୍ରାମରୁ ବୁଧବାର ରାତିରେ ଲୁଟପାଟ୍ ହୋଇଛି । ଗୋବିନ୍ଦ ଶର୍ମାଙ୍କ ପରିବାର ଲୋକ ଶୋଇଯାଇଥିବା ବେଳେ ଦୁର୍ବୃତ୍ତମାନେ ଗ୍ରୀଲ ତାଡ଼ି ଦୁଇ ଲକ୍ଷ ଟଙ୍କାର ସମ୍ପତ୍ତି ନେଇ ଯାଇଛନ୍ତି । ଗୁରୁବାର ଗୋବିନ୍ଦଙ୍କ…

Continue Readingଗ୍ରୀଲ ତାଡ଼ି ଦୁଇ ଲକ୍ଷର ସମ୍ପତ୍ତି ଲୁଟ୍

ନାଲମ ନୃସିଂହ କ୍ଲବ୍ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍

କଣିହାଁ: କଣିହାଁ ବ୍ଲକ୍‌ର ନାଲମଠାରେ ନୃସିଂହ କ୍ରିକେଟ୍ କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି । ତିନି ଟିକିଆ ଫାଇନାଲ ମ୍ୟାଚରେ ରଘୁନାଥପୁରକୁ ପରାସ୍ତ କରି ସାନତ୍ରିବିଡ଼ା ଚାମ୍ପିଅନ୍ ହୋଇଥିଲା । ଗତ ୧ ତାରିଖଠାରୁ ଚାଲିଥିବା…

Continue Readingନାଲମ ନୃସିଂହ କ୍ଲବ୍ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍

୮୧ ବୋତଲ କଫ ସିରପ ଜବତ, ୨ ଗିରଫ

କଣିହାଁ: କଣିହାଁ ଥାନା ଇଲାକାରେ ଅବାଧ ନିଶା କାରବାର ଥମିବାର ନାଁ ନେଉନି । କିଛି ଦିନର ବ୍ୟବଧାନ ପରେ ରବିବାର ବିପୁଳ ପରିମାଣର କଫ୍ ସିରପ ଜବତ କରାଯାଇଛି। ଅନୁଗୁଳ ପୁଲିସ୍‌ର ସ୍ପେଶାଲ୍ ସ୍କ୍ୱାଡ୍ ରବିବାର ସନ୍ଧ୍ୟା ପ୍ରାୟ ୭ଟା…

Continue Reading୮୧ ବୋତଲ କଫ ସିରପ ଜବତ, ୨ ଗିରଫ

ପଞ୍ଚଭୂତରେ ବିଲୀନ ବିଚ୍ଛନ୍ଦଚରଣ

ଅନୁଗୁଳ: ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, କବି, କଣିହାଁ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଚ୍ଛନ୍ଦଚରଣ ପ୍ରଧାନଙ୍କର ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ଜନ୍ମଭୂମି କଣିହାଁବ୍ଲକ କଂସମୁଣ୍ଡା ଗାଁ'ଠାରୁ ୧୫ କି.ମି.…

Continue Readingପଞ୍ଚଭୂତରେ ବିଲୀନ ବିଚ୍ଛନ୍ଦଚରଣ

ବିପୁଳ ପରିମାଣର ଚୋରା ଡିଜେଲ ଜବତ ଦୁଇ ବୋଲେରୋ, ତିନି ମଟର ସାଇକେଲ ଜବତ

ଅନୁଗୁଳ: ଶୁକ୍ରବାର ଭୋର୍ ବେଳେ କଣିହାଁ ଥାନା, ଜିଲ୍ଲା ପୁଲିସ୍ ସ୍ପେଶାଲ ସ୍କ୍ଵାଡ ମିଳିତ ଚଢଉ କରିକଣିହାଁ ଥାନାର କୁମୁଣ୍ଡା ନିକଟସ୍ଥ କାଜୁ ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଡିଜେଲ କରିଛନ୍ତି। ଦୁଇଟି ବୋଲେରୋରେ ୩୦ରୁ ଅଧିକ ଜାରିକେନରେ ଚୋରା ଡିଜେଲ…

Continue Readingବିପୁଳ ପରିମାଣର ଚୋରା ଡିଜେଲ ଜବତ ଦୁଇ ବୋଲେରୋ, ତିନି ମଟର ସାଇକେଲ ଜବତ