ମାତିଲେ ସାଇବର ଲୁଟେରା
ଅନୁଗୁଳ : ଅଥୟ କଲେଣି ସାଇବର ଲୁଟେରା । ସାଇବର ଠକକୁ କୌଣସି ଚେକମେଟ୍ ନଥିବାରୁ ଶିଳ୍ପନଗରୀରେ କାୟା ମେଲାଇ ଚାଲିଛି ସାଇବର ଅପରାଧ। ଏନ୍ଟିପିସି ଥାନା ଇଲାକା ଏନ୍ଟିପିସି କଣିହାଁ ସିଆଇଏସ୍ଏଫ୍ ୟୁନିଟ୍ର ଜଣେ ହାବିଲଦାର ଏକ ବଡ଼ ସାଇବର…
ଅନୁଗୁଳ : ଅଥୟ କଲେଣି ସାଇବର ଲୁଟେରା । ସାଇବର ଠକକୁ କୌଣସି ଚେକମେଟ୍ ନଥିବାରୁ ଶିଳ୍ପନଗରୀରେ କାୟା ମେଲାଇ ଚାଲିଛି ସାଇବର ଅପରାଧ। ଏନ୍ଟିପିସି ଥାନା ଇଲାକା ଏନ୍ଟିପିସି କଣିହାଁ ସିଆଇଏସ୍ଏଫ୍ ୟୁନିଟ୍ର ଜଣେ ହାବିଲଦାର ଏକ ବଡ଼ ସାଇବର…
ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଅହଲ୍ୟାଛକ ନିକଟ ପାୱାର ଗ୍ରୀଡ୍ରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସ˚ସ୍ଥାର ସୁପରଭାଇଜର୍ଙ୍କୁ ପୁଲିସ୍ ଗିରଫ କରିଛି। ପୁଲିସ୍ ସୂତ୍ରରୁ ପ୍ରକାଶ, ପାୱାର ଗ୍ରୀଡ୍ରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠିକା କମ୍ପାନି…
ତାଳଚେର: କଣିହାଁ ଥାନାର ଘଣ୍ଟିଆନାଳି ବରସାହିଠାରେ ଥିବା ଏକ ପୋଖରୀରୁ ମାଛ ଚୋରି ନେଇ ଗତ ରବିବାର ଥାନାରେ ଅଭିଯୋଗ ହୋଇଛି। ଡେରେଙ୍ଗ ପଞ୍ଚାୟତ ଅଧୀନସ୍ଥ ଘଣ୍ଟିଆନାଳି ବରସାହିଠାରେ ଥିବା ଏହି ପୋଖରୀରେ ୧୦ ବର୍ଷ ହେଲା ଡେରେଙ୍ଗ ଗ୍ରାମର ଡିଲେଶ୍ବର…
ଅନୁଗୁଳ : କଣିହାଁ କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ଜରଡ଼ା ଗ୍ରାମବାସୀ ଚାରି ଦଫା ଦାବିନେଇ ଶୁକ୍ରବାର ସନ୍ଧ୍ୟାରୁ ଖଣିର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଗ୍ରାମବାସୀମାନଙ୍କ ଦାବି ଗୁଡିକ ମଧ୍ୟରେ ରହିଛି ଜରଡ଼ା ଗ୍ରାମବାସୀଙ୍କୁ ସ୍ଥାନୀୟ ପଥରମୁଣ୍ଡା ଗ୍ରାମରେ ତୁରନ୍ତ ଥଇଥାନ,…
କଣିହାଁ : କଣିହାଁସ୍ଥିତ ଏନ୍ଟିପିସି ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟମଙ୍କ ସହ ଏକ ଭାବବିନିମୟକାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ପ୍ରକଳ୍ପର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ…
ଅନୁଗୁଳ: ସୋମବାର ଅପରାହ୍ଣରେ କଣିହାଁ ବ୍ଲକ ତଥା ରେଙ୍ଗାଳି ଥାନା ଅଞ୍ଚଳରେ ଜଣେ ୯ ବର୍ଷର ବାଳିକାକୁ ବଳାତ୍କାର କରଯାଇଛି। ଚକ୍ଲେଟ୍, ବିସ୍କୁଟ ଦେବାର ପ୍ରଲୋଭନ ଦେଖାଇ ପଡୋଶୀ ଡିଲେଶ୍ୱର ବେହେରା ନାମକ ଜଣେ ୫୪ ବର୍ଷୀୟ ବୃଦ୍ଧ ଘରକୁ ଡାକି…
ଅନୁଗୁଳ: ସରକାରୀ ଗାଇଡ୍ଲାଇନ୍ ଉଲ୍ଲ˚ଘନ କରି କଣିହାଁ ରାସ୍ତାରେ ବେଧଡ଼କ ଚାଲିଛି ପାଉଁଶ ପରିବହନ। ରାସ୍ତାରେ ପାଣି ସିଞ୍ଚନ ନକରି ଗାଡ଼ି ଚଳାଚଳକୁ ବିରୋଧ କରିବାରୁ କେତେକ ଦୁବୃର୍ତ୍ତ କମରେଇ ସରପଞ୍ଚ ଦୁଃଖବନ୍ଧୁ ଭୂତିଆଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।…
ଅନୁଗୁଳ: କଣିହାଁ ଥାନା ହନୁମାନପୁର ପଞ୍ଜାୟତର ପୂର୍ବତନ ସରପଞ୍ଚ ତଥା ଝରlବେରେଣି ଗାଁର ଅଧିବାସୀ ବିନୟ ପ୍ରଧାନ(୫୫)ଙ୍କୁ କାମୁଡିବା ଅଭିଯୋଗରେ ସେହି ଗ୍ରାମର ବସନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଛି l ପୁଲିସ୍ ସୂତ୍ରରୁ ପ୍ରକାଶ, ଗୁରୁବାର…
କଣିହାଁ: କଣିହାଁ ବ୍ଲକ ତଥା ସମଲ ଥାନା ବୁରୁକୁନା ଗାଁ ପାଖ ଫାଶୀପାଳ ଓ ହୁଣ୍ଡାଳିଆ ମଧ୍ୟବର୍ତ୍ତୀ ସମାକୋଇ ନଦୀରୁ ଜଣେ ଅପରିଚିତ ନାବାଳକର ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ଗାଁ ଲୋକ ଶବ ଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।…
କଣିହାଁ: କଣିହାଁ ବ୍ଲକ ବ୍ରଜକୋଟ ଗ୍ରାମର ସୁବର୍ଣ୍ଣପୁର ସାହିରେ ହାତୀ ଆକ୍ରମଣରେ ମାୟାଧର ବେହେରା ( ୫୫ )ଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମାୟାଧର ସକାଳେ…