ଦଣ୍ଡସିଂହାରୁ ୫୪.୪୮୦ଗ୍ରାମ ଧଳା ଜହର ଜବତ: ୨ ଜଣଙ୍କୁ କୋର୍ଟ ଚାଲାଣ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଦଣ୍ଡସିଂହା ଗ୍ରାମରେ ପୁଲିସ ଚଢ଼ାଉ କରି ଧଳା ଜହର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ କଣିହାଁ ଥାନା ଦଣ୍ଡସିଂହା ଗ୍ରାମର ଗଣେଶ୍ୱର ମହାନ୍ତି (୩୦)…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଦଣ୍ଡସିଂହା ଗ୍ରାମରେ ପୁଲିସ ଚଢ଼ାଉ କରି ଧଳା ଜହର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ କଣିହାଁ ଥାନା ଦଣ୍ଡସିଂହା ଗ୍ରାମର ଗଣେଶ୍ୱର ମହାନ୍ତି (୩୦)…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଦଣ୍ତସିଂହା ଗ୍ରାମରେ ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଗୁରୁବାର ଅତର୍କିତ ଚଢ଼ାଉ କରାଯାଇ ୫୪ ଗ୍ରାମ୍ ଧଳା ଜହର ଜବତ ହୋଇଛି। ଏନଟିପିସି ଓ କଣିହାଁ ପୁଲିସ ପକ୍ଷରୁ ସକାଳୁ ଦଣ୍ଡସିଂହା ଗାଁରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ଗୋଳାବାରୁଦ ଫାଟି ଜଣେ ଯୁବକ ଗୁରୁତର ହୋଇଛି। ସମଲ ଗ୍ରାମର ହଗୁରୁ ସାମଲ (୨୭)ଜଙ୍ଗଲୀ ବାରହା ଶିକାର ପାଇଁ ଏକ ଗୋଳାବାରୁଦ ପକେଟରେ ଧରି କୁଲେଇ ଅଞ୍ଚଳକୁ ଯାଇଥିଲା। ଅତ୍ୟଧିକ ମଦ୍ୟ ପାନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ଅତିଥି ଭବନ ଠାରେ କୁଲେଇ, ସମଲ ଓ ହରିହର ପୁର ପଞ୍ଚାୟତର ଗୋ ଚାଷୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଯୋଗ ଦେଇ ୩ଟି ପଞ୍ଚାୟତର…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କରଡ଼ାଖମଣ ଜଙ୍ଗଲରୁ ଏକ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଛି। ପାଳଲହଡ଼ା ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ରେଙ୍ଗାଳି ଡ୍ୟାମ୍ ସାଇଟ ଥାନା ଓ ଖମାର ଥାନା ମିଳିତ ଚଢ଼ାଉ କରି କରଡାଖମଣର ବାଞ୍ଜ ଖୋଳ ଜଙ୍ଗଲରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଗ୍ରାମର ଲୋକଙ୍କ ଜମି ଉପରେ ଜେଆଇପିଏଲ କମ୍ପାନୀ ବେଆଇନ ବାଇପାସ ରାସ୍ତା ନିର୍ମାଣ କରୁଛି। ବେଆଇନ ନିର୍ମାଣକୁ ବିରୋଧ କରି ଆଜି କଣିହାଁ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଣିହାଁ ତହସିଲଦାରଙ୍କୁ…
ଅନୁଗୁଳ: ବନ୍ୟଜନ୍ତୁ ଶିକାର ପାଇଁ କୁମୁଣ୍ଡା ଜଙ୍ଗଲରେ ବେଆଇନ ହୁକିଙ୍ଗ କରିଥିବା ଅଭିଯୋଗରେ କଣିହାଁ ବନବିଭାଗ ୨ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ଚିତଲପୁର ଗ୍ରାମର ମୁନା ନାଏକ (୨୮) ଓ ଭଗବାନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ବରପଦା ହାଟ ଛକରେବଥିବା ବସ୍ ଷ୍ଟାଣ୍ଡ ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିକ୍ଷକ ହେଲେ ସୋମନାଥ ସାହୁ। ସୂଚନା ଅନୁଯାୟୀ, ବାଲିପଶି ପଞ୍ଚାୟତ ଅନ୍ଧାରି ଗାଁର ସୋମନାଥ ସାହୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ରବିବାର ଦିନ ୧୧ ଟାରେ ଖୋଲାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଣୁ ୫…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଗୁଣ୍ଡୁରୀଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ -୨୦୨୫ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗ ଅଧିକାରୀମାନେ ଦୈନନ୍ଦିନ ଜୀବନରେ ହେଉଥିବା ବିଦ୍ୟୁତ ଆଘାତଜନିତ…