କଣିହାଁ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଣିହାଁ: ଶୁକ୍ରବାର କଣିହାଁ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୋଟ ୩୯୫ ଜଣ ଭିନ୍ନକ୍ଷମ ହିତାଧିକାରୀ ପୁଞ୍ଜିକୃତ…

Continue Readingକଣିହାଁ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କାର୍ତ୍ତିକେଶ୍ୱର ପୂଜା ଅବସରରେ ସମାଜ ମଙ୍ଗଳ କାମନା କଲେ ଯୁବ ସାମାଜିକକର୍ମୀ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରଭୁ କାର୍ତ୍ତିକେଶ୍ୱର ପୂଜାମଣ୍ଡପରେ କଣିହାଁ ଓ ତାଳଚେର ବିକାଶ ମଞ୍ଚର ଯୁବ ସାମାଜିକ କର୍ମୀମାନେ ଆଶୀର୍ବାଦ ଗ୍ରହଣ କରି ସମାଜ ମଙ୍ଗଳ କାମନା କରିଛନ୍ତି। ଯୁବ ସାମାଜିକ…

Continue Readingକାର୍ତ୍ତିକେଶ୍ୱର ପୂଜା ଅବସରରେ ସମାଜ ମଙ୍ଗଳ କାମନା କଲେ ଯୁବ ସାମାଜିକକର୍ମୀ

ପିଏମ୍ ଶ୍ରୀ ହାଇସ୍କୁଲର ୭୫ତମ ବାର୍ଷିକ ଉତ୍ସବରେ ବିଶାଳ ସ୍ୱାସ୍ଥ୍ୟ ଓ ରକ୍ତଦାନ ଶିବିର

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ମହକୁମା ଅନ୍ତର୍ଗତ ପିଏମ୍ ଶ୍ରୀ ପବିତ୍ର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ତମ ବର୍ଷପୂର୍ତ୍ତି ଉପଲକ୍ଷ୍ୟେ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ଲାଟିନମ୍ ଜୁବିଲି କମିଟି ଆନୁକୂଲ୍ୟରେ ରବିବାର ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଓ…

Continue Readingପିଏମ୍ ଶ୍ରୀ ହାଇସ୍କୁଲର ୭୫ତମ ବାର୍ଷିକ ଉତ୍ସବରେ ବିଶାଳ ସ୍ୱାସ୍ଥ୍ୟ ଓ ରକ୍ତଦାନ ଶିବିର

ରେଙ୍ଗାଲି ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଲି ଡ୍ୟାମ୍ ସାଇଟ୍ ପୋଲିସ୍ ପକ୍ଷରୁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଲୌହମାନବ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ସ୍ମୃତିଚାରଣ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୌହମାନବଙ୍କ…

Continue Readingରେଙ୍ଗାଲି ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ବିଶିଷ୍ଟ ଶିକ୍ଷାବିତ୍ ଧନେଶ୍ୱର ସାହୁଙ୍କ ପରଲୋକ, ଅଞ୍ଚଳରେ ଶୋକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କୁଲେଇ ଗ୍ରାମର ଜଣେ ଜଣାଶୁଣା ଶିକ୍ଷାବିତ୍ ଧନେଶ୍ୱର ସାହୁଙ୍କର ଗୁରୁବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଗଭୀର…

Continue Readingବିଶିଷ୍ଟ ଶିକ୍ଷାବିତ୍ ଧନେଶ୍ୱର ସାହୁଙ୍କ ପରଲୋକ, ଅଞ୍ଚଳରେ ଶୋକ

ଚୋରି ମାମଲାରେ ଯୁବକ ଗିରଫ

କଣିହାଁ: ଅନୁଗୁଳ ଜିଲ୍ଲା ଏନଟିପିସି ଟାଉନ ଥାନା ଅଧୀନ ପଥରମୁଣ୍ଡା ପାଣିଟାଙ୍କି ନିକଟ ଓସିସ କଲୋନୀରେ ଚୋରି ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଖମାର ଥାନା ଅଂଚଳର କରଡ଼ାଖମନ ଗ୍ରାମର ପପୁ ବିଶ୍ୱାଳ (୩୮)।…

Continue Readingଚୋରି ମାମଲାରେ ଯୁବକ ଗିରଫ

ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସୁଦୀପ୍ତାଙ୍କ କୃତିତ୍ୱ

କଣିହାଁ: ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୩ରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗଦାଶିଳା ଗ୍ରାମର ସୁଦୀପ୍ତା ନାଏକ (୨୫) ୩୦୫ତମ ସ୍ଥାନ ହାସଲ କରି ସଫଳତା ଅର୍ଜନ କରିଛନ୍ତି। ଟିକନ ଓ ସେବତୀ ନାଏକଙ୍କ ଝିଅ ସୁଦୀପ୍ତା ଗଦାଶିଳା ୟୁପି ସ୍କୁଲ…

Continue Readingଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସୁଦୀପ୍ତାଙ୍କ କୃତିତ୍ୱ

ସାମ୍ବାଦିକ ଜିତେନ୍ ମିଶ୍ରଙ୍କ ଅକାଳ ବିୟୋଗ: କଣିହାଁରେ ଶୋକାକୁଳ ପରିବେଶ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ହନୁମାନପୁର ଗ୍ରାମର ବରିଷ୍ଠ ସାମ୍ବାଦିକ ଜିତେନ୍ ମିଶ୍ରଙ୍କର ଗତ ରବିବାର ରାତିରେ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳେ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ରବିବାର ରାତି ପ୍ରାୟ ୯ଟା ସମୟରେ ହନୁମାନପୁରସ୍ଥିତ…

Continue Readingସାମ୍ବାଦିକ ଜିତେନ୍ ମିଶ୍ରଙ୍କ ଅକାଳ ବିୟୋଗ: କଣିହାଁରେ ଶୋକାକୁଳ ପରିବେଶ

କରଡାଖମଣରେ ଅଗ୍ନିକାଣ୍ଡ: ଦୋକାନୀଙ୍କ ମୃତ୍ୟୁ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ କରଡାଖମଣ ଗ୍ରାମରେ ଶନିବାର ଏକ ଦୋକାନ ଘରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଦୋକାନ ଓ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଥିଲା। ଏହି ଘଟଣାରେ ଦୋକାନୀ ବନୋଜ ସାହୁ ଗୁରୁତର ଭାବେ…

Continue Readingକରଡାଖମଣରେ ଅଗ୍ନିକାଣ୍ଡ: ଦୋକାନୀଙ୍କ ମୃତ୍ୟୁ

ପରାବିଲ-ଡେରାଗୋଳା ରାସ୍ତା ସଂପ୍ରସାରଣ ପାଇଁ ଶିଳାନ୍ୟାସ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ର ପରାବିଲ ଠାରୁ ଡେରାଗୋଳା ପର୍ଯ୍ୟନ୍ତ ୧୧ କିମି ରାସ୍ତା ଉନ୍ନତିକରଣ ପାଇଁ ୧୧ କୋଟି ୮୩ ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସୋମବାର ଅନୁଷ୍ଠିତ ହୋଇଛି। ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି ମୁଖ୍ୟ…

Continue Readingପରାବିଲ-ଡେରାଗୋଳା ରାସ୍ତା ସଂପ୍ରସାରଣ ପାଇଁ ଶିଳାନ୍ୟାସ