ପିତା-ମାତା ସହଭାଗିତା ବୈଠକ
ବଇଣ୍ଡା: ସରକାର ଶିକ୍ଷାର ପ୍ରଗତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେ ଗୁଡିକ କିଭଳି ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚିବ ସେ ନେଇ ଅଭିଭାବକ ଓ ଶିକ୍ଷକ ମାନେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ସେମାନଙ୍କର ସମନ୍ବୟ ରହିଲେ ଶିକ୍ଷାର ଉନ୍ନତି…
ବଇଣ୍ଡା: ସରକାର ଶିକ୍ଷାର ପ୍ରଗତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେ ଗୁଡିକ କିଭଳି ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚିବ ସେ ନେଇ ଅଭିଭାବକ ଓ ଶିକ୍ଷକ ମାନେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ସେମାନଙ୍କର ସମନ୍ବୟ ରହିଲେ ଶିକ୍ଷାର ଉନ୍ନତି…
କିଶୋରନଗର: ସ୍ଥାନୀୟ କିଶୋରନଗର ଥାନା ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ କିଶୋରନଗର ଥାନା କଦଳୀମୁଣ୍ଡା ପଞ୍ଚାୟତର ବଣିଆଦୋହଲୀ ଗ୍ରାମର ପଦ୍ମିନୀ ପ୍ରଧାନ (୬୦) ଆଜି ନିଜ ଘର ବାରି ପଟକୁ ଯାଇଥିବା ବେଳେ ଏକ ଜଙ୍ଗଲୀ…
କିଶୋରନଗର: ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ ଆଜି ଏକ ବୋଲେରୋ ଓଲଟି ପଡିଛି। ସୂଚନା ମୁତାବକ, ବଇଣ୍ଡାର ସୋଲଣ୍ଡାରୁ ୭ ଜଣ ବର ଯାତ୍ରୀଙ୍କୁ ନେଇ ରଣିଆକଟା ଯାଉଥିବା ଏକ ବୋଲେରୋ (ଓଡି୦୨ସିଜେ୨୦୫୨) ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ…
ବଇଣ୍ଡା: ମଙ୍ଗଳବାର ଦିନ କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ଆଠମଲ୍ଲିକ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ରଞ୍ଜନ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ବିଭିନ୍ନ ଗାଁରେ ଚାଲିଥିବା ମନରେଗା କାର୍ଯ୍ୟର ତଦାରଖ କରିଛନ୍ତି ଲୋକପାଳ ଅଧିକାରୀ ବିଭୂତି ପଟ୍ଟନାୟକ। ସୂଚନା ମୁତାବକ, ଲୋକପାଳ ସୋମବାର କଦଳୀମୁଣ୍ଡା ପଞ୍ଚାୟତର କଦଳୀମୁଣ୍ଡା, ଧଉରାଗୋଠ, ଭୀମପୁର ଗାଁରେ ଚାଲିଥିବା ବିଭିନ୍ନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଜାମୁଣ୍ଡା ଠାରେ ହିମିତିରା ଚଷାପୁଞ୍ଜର ବୈଠକ ଅନୁଷ୍ଠିତ ହୋଇଛି। ପୁଞ୍ଜର ସଭାପତି ଶ୍ରଦ୍ଧାକର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ମୁନା ପ୍ରଧାନ, ଅଙ୍ଗପଡ଼ା ସଭାପତି ବବ୍ରୁବାହାନ ବେହେରାଙ୍କ ସମେତ ହିମିତିରା ଚଷାପୁଞ୍ଜର ବହୁ…
କିଶୋରନଗର: କିଶୋରନଗର ବ୍ଲକ କଟରଙ୍ଗା ପଞ୍ଚାୟତ ଜାମ୍ବୁଝରୀ ଗାଁରେ ଆଜି ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ୩ଟି ପରିବାରଙ୍କ ୪ ବଖରା ଚାଳ ଘର ପୋଡ଼ିଯାଇଛି। ଫଳରେ ୩ଟି ପରିବାର ସର୍ବସ୍ବାନ୍ତ ହୋଇପଡିଛନ୍ତି। ପ୍ରକାଶ ଯେ ଆଜି ଦିନ ୨ଟା…
ବଇଣ୍ଡା : କିଶୋରନଗର ବ୍ଲକ ମଧପୁର ଆମ୍ବତୋଟା ପରିସରରେ ନିଖିଳ ଉତ୍କଳ ଷୋଳପଦା ପ୍ରଗଣା ଇଚ୍ଛାପୁର ଚଷା ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ କୃଷକଙ୍କ ସମସ୍ୟାର କିଭଳି ସମାଧାନ ହେବ ସେ ନେଇ ସମସ୍ତେ ଏକ ଜୁଟ…
ବଇଣ୍ଡା: କିଶୋରନଗର ବ୍ଲକ ଅଙ୍ଗପଡା ହାଇସ୍କୁଲ ପରିସରରେ ପଞ୍ଚାୟତ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୈଲୋକ୍ୟ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ…
କିଶୋରନଗର: କିଶୋରନଗର ବ୍ଲକର ଅନେକ ପଞ୍ଚାୟତବାସୀଙ୍କୁ ୩ ମାସ ହେଲାଣି ରାସନ ସାମଗ୍ରୀ ମିଳିନାହିଁ। ଫଳରେ ସେମାନେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ସୂଚନା ମୁତାବକ, ବ୍ଲକର ସଂଜାମୁରା, ରଣିଆକଟା, କଦଳୀ ମୁଣ୍ଡା ଓ ହଣ୍ଡପା ଆଦି ଅନେକ ପଞ୍ଚାୟତର ରାସନ…