ନିଖିଳ ଉତ୍କଳ ଷୋଳପଦା ପ୍ରଗଣା ଇଚ୍ଛାପୁର ଚଷା ସମାଜର ବାର୍ଷିକ ସମ୍ମିଳନୀ, କୃଷକଙ୍କ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱ

ବଇଣ୍ଡା : କିଶୋରନଗର ବ୍ଲକ ମଧପୁର ଆମ୍ବତୋଟା ପରିସରରେ ନିଖିଳ ଉତ୍କଳ ଷୋଳପଦା ପ୍ରଗଣା ଇଚ୍ଛାପୁର ଚଷା ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ କୃଷକଙ୍କ ସମସ୍ୟାର କିଭଳି ସମାଧାନ ହେବ ସେ ନେଇ ସମସ୍ତେ ଏକ ଜୁଟ…

Continue Readingନିଖିଳ ଉତ୍କଳ ଷୋଳପଦା ପ୍ରଗଣା ଇଚ୍ଛାପୁର ଚଷା ସମାଜର ବାର୍ଷିକ ସମ୍ମିଳନୀ, କୃଷକଙ୍କ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱ

ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଭଲ ମଣିଷ ହେବାକୁ ପରାମର୍ଶ

ବଇଣ୍ଡା: କିଶୋରନଗର ବ୍ଲକ ଅଙ୍ଗପଡା ହାଇସ୍କୁଲ ପରିସରରେ ପଞ୍ଚାୟତ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୈଲୋକ୍ୟ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ…

Continue Readingମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଭଲ ମଣିଷ ହେବାକୁ ପରାମର୍ଶ

କିଶୋରନଗର ବ୍ଲକବାସୀଙ୍କୁ ୩ ମାସ ହେଲା ମିଳିନି ରାସନ, ଅଭିଯୋଗ ପରେ ବି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

କିଶୋରନଗର: କିଶୋରନଗର ବ୍ଲକର ଅନେକ ପଞ୍ଚାୟତବାସୀଙ୍କୁ ୩ ମାସ ହେଲାଣି ରାସନ ସାମଗ୍ରୀ ମିଳିନାହିଁ। ଫଳରେ ସେମାନେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ସୂଚନା ମୁତାବକ, ବ୍ଲକର ସଂଜାମୁରା, ରଣିଆକଟା, କଦଳୀ ମୁଣ୍ଡା ଓ ହଣ୍ଡପା ଆଦି ଅନେକ ପଞ୍ଚାୟତର ରାସନ…

Continue Readingକିଶୋରନଗର ବ୍ଲକବାସୀଙ୍କୁ ୩ ମାସ ହେଲା ମିଳିନି ରାସନ, ଅଭିଯୋଗ ପରେ ବି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବଇଣ୍ଡା: କିଶୋରନଗର ବ୍ଲକ ଅଞ୍ଚଳର ଜଣେ ନବମ ଶ୍ରେଣୀ ଝିଅକୁ ହଣ୍ଡପା ଥାନା ହିଞ୍ଜିରୀଡା ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତାର ବାପା ହଣ୍ଡପା ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ନମିତା ନାୟକ…

Continue Readingନବମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଉଦ୍ଧାର ହେଲା ସ୍କୁଲରୁ ଚୋରି ହୋଇଥିବା ସାମଗ୍ରୀ, ୪ ଗିରଫ

ବଇଣ୍ଡା: କିଶୋରନଗର ଥାନା ଜଏରାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା କମ୍ପ୍ୟୁଟର ସହ ଅନେକ ସାମଗ୍ରୀ ସୋମବାର କିଶୋରନଗର ପୋଲିସ ରେଢାଖୋଲ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଛି।ଏଥିସହ ପୋଲିସ ଚୋରିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କିଶୋରନଗର…

Continue Readingଉଦ୍ଧାର ହେଲା ସ୍କୁଲରୁ ଚୋରି ହୋଇଥିବା ସାମଗ୍ରୀ, ୪ ଗିରଫ

ଦାଦାଗିରି କରିବାରୁ ଥାନାରେ ସରପଞ୍ଚଙ୍କୁ ଅଟକ, ନେତାଙ୍କ ହସ୍ତକ୍ଷେପ ପରେ ହେଲେ ଖଲାସ

ବଇଣ୍ଡା: ବ୍ଲକ ମିଟିଂରେ ଦାଦାଗିରି କରି ନିର୍ବାଚିତ ପ୍ରତିନିଧିଙ୍କୁ ଧମକ ଚମକ ଦେବା ନେଇ ଧଉରାପାଲ୍ଲୀ ସରପଞ୍ଚଙ୍କ ନାମରେ କିଶୋରନଗର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ବ୍ଲକ କାର୍ଯ୍ୟାଳୟକୁ କାମରେ ଆସିଥିବା ବିଜୁ ଯୁବ ଜନତା ଜନତା ଦଳର ଆଇଟି…

Continue Readingଦାଦାଗିରି କରିବାରୁ ଥାନାରେ ସରପଞ୍ଚଙ୍କୁ ଅଟକ, ନେତାଙ୍କ ହସ୍ତକ୍ଷେପ ପରେ ହେଲେ ଖଲାସ

କିଶୋରନଗର ବ୍ଲକରେ ହେବ ନୂତନ ଜେଏମଏଫସି କୋର୍ଟ, ଭିତ୍ତିଭୂମି ପରଖିଲେ ଜିଲ୍ଲା ଦୌରାଜଜ୍

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକରେ ଏକ ନୂତନ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ବେଳେ ରବିବାର ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର ଭିତ୍ତିଭୂମି ପରଖିଛନ୍ତି। ତାଙ୍କୁ ସ୍ଥାନୀୟ ପ୍ରଶାସନ ଓ…

Continue Readingକିଶୋରନଗର ବ୍ଲକରେ ହେବ ନୂତନ ଜେଏମଏଫସି କୋର୍ଟ, ଭିତ୍ତିଭୂମି ପରଖିଲେ ଜିଲ୍ଲା ଦୌରାଜଜ୍
Read more about the article ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ
Law Judge Gavel And Legality Symbol

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ଅନୁଗୁଳ: ୪ବର୍ଷ ପୂର୍ବେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅଦାଲତ କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମର ଗଜେନ୍ଦ୍ର ବେହେରାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହେବା ସହିତ ୨୦ ହଜାର…

Continue Readingଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ପ୍ରକଳ୍ପ ବିଲ ପାଇଁ ପୂର୍ବତନ ସରପଞ୍ଚଙ୍କ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଅନ୍ତର୍ଗତ କଣ୍ଟେଇକୁଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୋମବାର ପ୍ରକଳ୍ପ ବିଲ ଅର୍ଥ ଦାବିରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନା ଯେ, କଣ୍ଟେଇକୁଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କୁମୁଦିନୀ ପ୍ରଧାନ ତାଙ୍କ କାର୍ଯ୍ୟକାଳ…

Continue Readingପ୍ରକଳ୍ପ ବିଲ ପାଇଁ ପୂର୍ବତନ ସରପଞ୍ଚଙ୍କ ଧାରଣା

ଡାକ୍ତରଖାନାରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ ଭୟାବହ ଅଗ୍ନିକାଣ୍ଡ ହୋଇ ଲକ୍ଷାଧିକ ଟଙ୍କାର ଔଷଧ ଜଳିଯାଇଛି। ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଖବର ମୁତାବକ, ଆଜି ସକାଳେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରଗ…

Continue Readingଡାକ୍ତରଖାନାରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ, କାରଣ ଅସ୍ପଷ୍ଟ