Browsing Tag

Municipality Angul

ଅଳିଆ ପୋଡ଼ୁଛି ଅନୁଗୁଳ ପୌରପାଳିକା

ଅନୁଗୁଳ:ଅ ନୁଗୁଳରେ ଏବେ ଖରା ତ ନୁହଁଅ ଗ୍ନି ବର୍ଷା ହେଉଚି। ଦିନ ଦଶଟା ପରେ ଏବଂ ଅପରାହ୍ନ ପାଞ୍ଚଟା ପୂର୍ବରୁ ଘରୁ ବାହାରି ହେଉନାହିଁ।ଅନୁଗୁଳ ର ତାପମାତ୍ରା ୪୪ ଡିଗ୍ରୀ ଉପରେ। ପ୍ରଚଣ୍ଡ ଝାଞ୍ଜି ଖରାକୁ ଲୋ ଭୋଲ୍ଟେଜ୍…
Read More...

ଅନୁଗୁଳ ପୌରପାଳିକା ପକ୍ଷରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ଓ ଯାଗା ମିଶନ ପଟ୍ଟା ବଣ୍ଟନ

ଅନୁଗୁଳ: ଅନୁଗୁଳ ପୌରପାଳିକା ଟାଉନ୍‌ହଲ ଠାରେ ବୁଧବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାରେ ସପ୍ତମ କାର୍ଯ୍ୟାଦେଶ ଓ ଯାଗା ମିଶନ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଥିଲା। ଓଡ଼ିଶା ବିଧାନ ସଭା ଉପବାଚସ୍ପତି…
Read More...

ଠେଲା ଯୋଗୁଁ ଟ୍ରାଫିକ ଜାମ୍, ଲୋକେ ହନ୍ତସନ୍ତ

ଅନୁଗୁଳ: ଅନୁଗୁଳ ବସ ଷ୍ଟାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଠେଲା ଗାଡ଼ିରେ ବେପାର ଯୋଗୁଁ ଏଭଳି ଟ୍ରାଫିକ ଜାମ୍ ହେଉଚି ଯାହା ଫଳରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଘରୋଇ ବସ୍ ଷ୍ଟାଣ୍ଡ ଭିତରେ , ସରକାରୀ ବସ୍…
Read More...

ପୌରାଧକ୍ଷ ଦାୟିତ୍ଵ ନେଲେ ଅକ୍ଷୟ ସାମନ୍ତ

ଅନୁଗୁଳ: ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନ ଏଗାରଟା ସମୟରେ ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ ସମର୍ଥକଙ୍କ ଗହଣରେ ଅମଲାପଡ଼ା…
Read More...

କଲ୍ୟାଣ ମଣ୍ଡପରେ ପ୍ରବଳ ଅବ୍ୟବସ୍ଥା: ଭୋଜି କରି ରାସ୍ତାରେ ଅଳିଆ ଫିଙ୍ଗୁଛନ୍ତି, ଗନ୍ଧରେ ଫାଟୁଛି ପୂରା ଅଞ୍ଚଳ

ଅନୁଗୁଳ: ଭୋଜି ଭାତର ଆସର ସରିବା ପରେ ସେମିତି ଛାଡ଼ିଗଲେ ମଇଳା। ଖାଇ ପିଇ ସାରି ଯିଏ ଯାହା ବାଟରେ ପଳାଇଲେ। କିନ୍ତୁ ଅଳିଆ ଆବର୍ଜନା ଉଠାଇବାକୁ କାହାର ହାତ ଗଲାନି। ଫଳରେ ସେମିତି ପଡି ରହିଲା ଅଳିଆ ଆବର୍ଜନା। ଅନୁଗୁଳ…
Read More...

ନଗରପାଳ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଜାରି

ଅନୁଗୁଳ: ଶେଷରେ ରାଜ୍ୟ ନଗର ଉନ୍ନୟନ ବିଭାଗ ବିଭିନ୍ନ ଏନ୍‌ଏସି ଓ ପୌରପାଳିକାର ନଗରପାଳ ନିର୍ବାଚନ ପାଇଁ ସଂରକ୍ଷଣ ଚିଠା ଜାରି କରିଛନ୍ତି। ଚିଠି ସଂଖ୍ୟା ୯୩୩ ତା ୧୫.୧.୨୨ ଅନୁସାରେ ଏହି ନୋଟିଫିକେଶନ୍ ଜାରି କରାଯାଇ ଦାବି…
Read More...

ପୌର ନିର୍ବାଚନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

ଅନୁଗୁଳ: ମଙ୍ଗଳବାର ଅନୁଗୁଳ ପୌରପାଳିକାର ୱାର୍ଡ୍ ବିଭାଜନ ସାଙ୍ଗକୁ ଆସନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ପ୍ରକାଶିତ ଚିଠା ତାଲିକା ଅନୁଯାୟୀ ୭ଟି ୱାର୍ଡକୁ ଅଣସଂରକ୍ଷିତ ରଖାଯାଇଛି । ସେହିପରି ୬ଟି ଆସନ କେବଳ…
Read More...

ଅଳିଆ ପୋଡ଼ୁଚି ପ୍ରଦୂଷଣ ବଢୁଛି

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ଶୁଖିଲା ଅଳିଆକୁ ନ ପୋଡ଼ିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଉଥିବା ବେଳେ ଖୋଦ୍ ପୌର ସଫେଇ କର୍ମଚାରୀମାନେ ଆଇନକୁ ମାନୁ ନାହାନ୍ତି।ସେମାନେ ସହରର ବିଭିନ୍ନ ସ୍ଥାନରେ…
Read More...

ପୌରପାଳିକା ପକ୍ଷରୁ ଜବରଦଖଲ ଉଛେଦ ଅଭିଯାନ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ବୁଧବାର ସକାଳେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ଅମଲା ପଡା କେନାଲ ରୋଡ଼ ନିକଟରେ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ପୌରପାଳିକା ପକ୍ଷରୁ ଏକ ଯାଗା…
Read More...

ସହରାଞ୍ଚଳ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ

ଅନୁଗୁଳ : ଅନୁଗୁଳ ପୌରାଞ୍ଚଳର ହୁଲୁରୁସିହାଁଠାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି। ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜାତୀୟ…
Read More...
error: Content is protected !!