ଆଜି ନାଲକୋ ସମ୍ପ୍ରସାରଣ ପାଇଁ ଜନଶୁଣାଣି: ସ୍ଥାୟୀ ନିଯୁକ୍ତି ଦାବିରେ ଗ୍ରାମବାସୀ ଅଟଳ, ମୁହାଁମୁହିଁ ସ୍ଥିତି ଆଶଙ୍କା

ଅନୁଗୁଳ: ନାଲକୋ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ବେନ୍ତପୁର ଗାଁ ମୁଣ୍ଡ ପଡ଼ିଆରେ ପରିବେଶ ମଞ୍ଜୁରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଜନଶୁଣାଣି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଏହାକୁ ବିରୋଧ କରିବା ପାଇଁ ଗ୍ରାମବାସୀ…

Continue Readingଆଜି ନାଲକୋ ସମ୍ପ୍ରସାରଣ ପାଇଁ ଜନଶୁଣାଣି: ସ୍ଥାୟୀ ନିଯୁକ୍ତି ଦାବିରେ ଗ୍ରାମବାସୀ ଅଟଳ, ମୁହାଁମୁହିଁ ସ୍ଥିତି ଆଶଙ୍କା

ନାଲ୍‌କୋ ପାଉଁଶ ପାଣିରେ ବଗଚର ଗ୍ରାମବାସୀ କଲବଲ: ବ୍ୟାପୁଛି ଚର୍ମରୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଗଚର ଗାଁରେ ନାଲ୍‌କୋର ବିଷାକ୍ତ ପାଉଁଶ ମିଶ୍ରିତ ପାଣି ଯୋଗୁଁ ଆତଙ୍କ ଦେଖାଦେଇଛି। କମ୍ପାନୀର ବର୍ଜ୍ୟଜଳ ନନ୍ଦିରା ନାଳରେ ମିଶୁଥିବା ବେଳେ, ଅନ୍ୟ ବିକଳ୍ପ ନଥିବାରୁ ଏହି ପାଣି ବ୍ୟବହାର କରି ଗାଁର ପ୍ରାୟ ସମସ୍ତେ ଗମ୍ଭୀର…

Continue Readingନାଲ୍‌କୋ ପାଉଁଶ ପାଣିରେ ବଗଚର ଗ୍ରାମବାସୀ କଲବଲ: ବ୍ୟାପୁଛି ଚର୍ମରୋଗ

ନାଲକୋ ସମ୍ପ୍ରସାରଣକୁ ନେଇ ବଢୁଛି ଅସନ୍ତୋଷ: ନୂଆସାହି ଶିବମନ୍ଦିରରେ ଗ୍ରାମବାସୀଙ୍କ ମେଳି

ଅନୁଗୁଳ: ନାଲକୋ ବ୍ରାଉନଫିଲଡ଼ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କରି ଅନୁଗୁଳ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆସନ୍ତା ୨୮ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହେବାକୁ ଥିବା ଜନ ଶୁଣାଣିକୁ ଜୋରଦାର ବିରୋଧ କରିବା ପାଇଁ ତିନି ମୌଜାର ଗ୍ରାମବାସୀ…

Continue Readingନାଲକୋ ସମ୍ପ୍ରସାରଣକୁ ନେଇ ବଢୁଛି ଅସନ୍ତୋଷ: ନୂଆସାହି ଶିବମନ୍ଦିରରେ ଗ୍ରାମବାସୀଙ୍କ ମେଳି

ନାଲକୋର ଦାଦାଗିରି: କ୍ଷତିପୂରଣ ମାଗିବାରୁ ପ୍ରଜାଙ୍କୁ ମିଳିଲା ଜେଲ୍‌

ଅନୁଗୁଳ: ଶିଳ୍ପାୟନ ନାଁରେ ନିରୀହ ପ୍ରଜାଙ୍କ ଉପରେ ଶୋଷଣର କରାଳ ରୂପ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନାଣ୍ଡିଛୋଡ଼ ଗ୍ରାମରେ। ନିଜର ନ୍ୟାଯ୍ୟ କ୍ଷତିପୂରଣ ଦାବି କରିବା ନାଲକୋ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନଜରରେ ଯେମିତି ଅପରାଧ…

Continue Readingନାଲକୋର ଦାଦାଗିରି: କ୍ଷତିପୂରଣ ମାଗିବାରୁ ପ୍ରଜାଙ୍କୁ ମିଳିଲା ଜେଲ୍‌

ନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନକୁ ନାଲକୋ ଠିକାଦାର ମହାସଂଘର ଜୋରଦାର ବିରୋଧ

ଅନୁଗୁଳ:ନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ଦେବାକୁ ଜୋରଦାର ବିରୋଧ କରିଛି ନାଲକୋ ଠିକାଦାର ମହାସଂଘ। ଆଜି ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି କମ୍ପାନୀର ନିର୍ଦ୍ଦେଶକୁ ବିରୋଧ କରାଯାଇଛି।ପ୍ରକାଶ ଥାଉକି ୧୯୮୭ ମସିହା ଠାରୁ ନାଲକୋ ସ୍ମେଲ୍ଟର୍…

Continue Readingନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନକୁ ନାଲକୋ ଠିକାଦାର ମହାସଂଘର ଜୋରଦାର ବିରୋଧ

ଓସିଏସ ପରୀକ୍ଷାରେ ସଫଳତା ପାଇଲେ ନାଲକୋନଗରର ସୋମିତ କୁମାର ସେଠ

ଅନୁଗୁଳ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩-୨୪ର ଫଳାଫଳ ଅକ୍ଟୋବର ୨୦୨୫ରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନାଲକୋନଗରର ସରସ୍ୱତୀ ବିଦ୍ୟା ମନ୍ଦିର (ଏସଭିଏମ)ର ପୂର୍ବତନ ଛାତ୍ର ସୋମିତ କୁମାର ସେଠ ଅଣସଂରକ୍ଷିତ ସାଧାରଣ…

Continue Readingଓସିଏସ ପରୀକ୍ଷାରେ ସଫଳତା ପାଇଲେ ନାଲକୋନଗରର ସୋମିତ କୁମାର ସେଠ

ନାଲକୋ ପଲ୍ଲୀଶ୍ରୀ ମେଳାରେ ଆମ ଜଙ୍ଗଲ ଯୋଜନା ଟିମ୍

ଅନୁଗୁଳ: ନାଲକୋନଗରରେ ଚାଲିଥିବା ଜାତୀୟ ପଲ୍ଲୀଶ୍ରୀ ମେଳାରେ ଅନୁଗୁଳ ବନଖଣ୍ଡର ଆମ ଜଙ୍ଗଲ ଯୋଜନା ଟିମ୍ ଭାଗ ନେଇ ଅନେକ ପ୍ରଶଂସା ସାଉଣ୍ଟିଛି। ଦଳର ସଦସ୍ୟ ମାନେ ସେମାନଙ୍କ ଷ୍ଟଲରେ ନିଜ ହାତ ତିଆରି ଅନେକ ଦ୍ରବ୍ୟ ପ୍ରଦର୍ଶିତ ଲ କରିବା…

Continue Readingନାଲକୋ ପଲ୍ଲୀଶ୍ରୀ ମେଳାରେ ଆମ ଜଙ୍ଗଲ ଯୋଜନା ଟିମ୍

ନାଲକୋ ବିଶ୍ୱକର୍ମା ପୂଜାର ଦ୍ଵିତୀୟ ଦିନ, ମେଳା ବୁଲିବା ସହ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଉଛନ୍ତି ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ନାଲକୋନଗରରେ ବିଶ୍ୱପ୍ରସିଦ୍ଧ ବିଶ୍ୱ ବିନ୍ଧାଣି ବିଶ୍ୱକର୍ମା ପୂଜାର ଦ୍ୱିତୀୟ ସନ୍ଧ୍ୟା ଜମିଛି। ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ପୂଜା ଦେଖିବାକୁ ଆସିଥିଲେ। ପ୍ରାୟ ଦୁଇ କିଲୋମିଟର ବ୍ୟାପୀ ୧୯ ଟି ପୂଜା ମଣ୍ଡପ ସାଙ୍ଗକୁ ଓରମାସ ପକ୍ଷରୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା…

Continue Readingନାଲକୋ ବିଶ୍ୱକର୍ମା ପୂଜାର ଦ୍ଵିତୀୟ ଦିନ, ମେଳା ବୁଲିବା ସହ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଉଛନ୍ତି ଅଞ୍ଚଳବାସୀ

ନାଲକୋ ନଗରରେ ପୂଜା ପାଉଛନ୍ତି ଦେବଶିଳ୍ପୀ, ୧୯ଟି ମଣ୍ଡପରେ ବିଶ୍ୱକର୍ମାଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର କଲୋନୀରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଆରମ୍ଭ ହୋଇଛି। ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ ପ୍ରଭୁ ବିଶ୍ଵକର୍ମାଙ୍କ ତୋରଣରେ ପୂଜା ପାଉଛନ୍ତି। ୧୯ଟି ପୂଜା ମଣ୍ଡପରୁ ଭକ୍ତବୃନ୍ଦ ଜଗନ୍ନାଥ ମନ୍ଦିର ପୁଷ୍କରିଣୀରୁ କଳସ ଯାତ୍ରା…

Continue Readingନାଲକୋ ନଗରରେ ପୂଜା ପାଉଛନ୍ତି ଦେବଶିଳ୍ପୀ, ୧୯ଟି ମଣ୍ଡପରେ ବିଶ୍ୱକର୍ମାଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ

ଡିଜେକୁ ନାଲକୋ ପୋଲିସର ନା’: ଭସାଣିରେ ଜଗିଲା ସ୍ୱତନ୍ତ୍ର ପୋଲିସ ଟିମ୍

ଅନୁଗୁଳ: ଗୁରୁବାର ଅପରାହ୍ନରେ କାଣ୍ଡସର ଅଞ୍ଚଳର ଚାରି ଗଣେଶ ପୂଜାର ଭସାଣି ଉତ୍ସବ ଆୟୋଜିତ ହୋଇଛି। ଭସାଣିରେ ବଜାର ସାହି, ପାଇକ ସାହି, ରଗଡି ସାହି, ଗୋଛାୟତ ସାହିର ଚାରି ମେଢ଼ ବିସର୍ଜନ ହୋଇଥିଲା। ଡିଜେ ପାଇଁ ପୋଲିସ୍‌ ପ୍ରଶାସନର ଅନୁମତି…

Continue Readingଡିଜେକୁ ନାଲକୋ ପୋଲିସର ନା’: ଭସାଣିରେ ଜଗିଲା ସ୍ୱତନ୍ତ୍ର ପୋଲିସ ଟିମ୍