ଓସିଏସ ପରୀକ୍ଷାରେ ସଫଳତା ପାଇଲେ ନାଲକୋନଗରର ସୋମିତ କୁମାର ସେଠ
ଅନୁଗୁଳ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩-୨୪ର ଫଳାଫଳ ଅକ୍ଟୋବର ୨୦୨୫ରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନାଲକୋନଗରର ସରସ୍ୱତୀ ବିଦ୍ୟା ମନ୍ଦିର (ଏସଭିଏମ)ର ପୂର୍ବତନ ଛାତ୍ର ସୋମିତ କୁମାର ସେଠ ଅଣସଂରକ୍ଷିତ ସାଧାରଣ…