କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କୁ ଭେଟି ସମସ୍ୟା ଜଣାଇଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କୁ ନାଲକୋ ଗେଷ୍ଟ ହାଉସରେ ସ୍ୱାଗତ କରାଯାଇଛି। ସଂଘର ଉପସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ ଓ କୋଷାଧ୍ୟକ୍ଷ ରଜତ…

Continue Readingକେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କୁ ଭେଟି ସମସ୍ୟା ଜଣାଇଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ

ଡାକ ବିଭାଗର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଅନୁଗୁଳ: ସ୍ଥାନୀୟ ନାଲକୋ କଲୋନୀରେ ଡାକ ବିଭାଗରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମହିଳା କର୍ମଚାରୀ ହେଲେ ପାର୍ବତୀ ଟୁଡ଼ୁ (୩୦)। ସୂଚନା ମୁତାବକ, ନାଲକୋ ନଗର କଲୋନୀ ପରିସରସ୍ଥିତ ଟିଏ କ୍ୱାର୍ଟର ନମ୍ୱର ୫ରେ ନାଲକୋ…

Continue Readingଡାକ ବିଭାଗର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନାଲକୋରୁ ସ୍ଥାନାନ୍ତରଣ ବେଳେ ହରିଣର ମୃତ୍ୟୁ, ଘଟଣାକୁ ଲୁଚାଇବାକୁ ଉଦ୍ୟମ

ଅନୁଗୁଳ: ସ୍ଥାନୀୟ ନାଲକୋ ଡିଅର ପାର୍କରୁ ହରିଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ଗୋଟିଏ ହରିଣର ମୃତ୍ୟୁ ଘଟିଛି। ଏହାକୁ ଲୁଚାଇବାକୁ ନାଲକୋ ସବୁ ପ୍ରକାର ଚେଷ୍ଟା ବି କରିଥିଲା। ମୃତ ହରିଣକୁ ଗୋଟିଏ ବସ୍ତାରେ ଘୋଡାଇ ରଖିବା ସହ ଏକ କୋଣରେ…

Continue Readingନାଲକୋରୁ ସ୍ଥାନାନ୍ତରଣ ବେଳେ ହରିଣର ମୃତ୍ୟୁ, ଘଟଣାକୁ ଲୁଚାଇବାକୁ ଉଦ୍ୟମ

ନାଲ୍‌କୋ ଡିଅର ପାର୍କରୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ନାଲ୍‌କୋ ନଗର: ଅନୁଗୁଳ ଜିଲ୍ଲା ନାଲ୍‌କୋ‌ ଟାଉନସିପ୍‌ ଡିଅର ପାର୍କରେ ରହୁଥିବା ୬୦ ହରିଣଙ୍କୁ ସ୍ଥାନାନ୍ତର କରାଯିବ। ଦୀର୍ଘ ଦିନର କସରତ ପରେ ତାରଜାଲି ଘେରା ଏକ ଆବଦ୍ଧ କ୍ଷେତ୍ରରେ ଦୟନୀୟ ଅବସ୍ଥାରେ ରହିଥିବା ହରିଣ ପଲ ମୁକ୍ତ ହେବାକୁ ଯାଉଛନ୍ତି।…

Continue Readingନାଲ୍‌କୋ ଡିଅର ପାର୍କରୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ଦାବି ଶୁଣିଲେ ନାଲକୋ ଅଧିକାରୀ: ଆଲୁମିନିୟମ ମଜଦୂର ସଙ୍ଘ ଦ୍ୱାରା ଆହୂତ ଗଣଧାରଣା ପ୍ରତ୍ୟାହୃତ

ଅନୁଗୁଳ: ନାଲକୋ ପ୍ଲାଣ୍ଟର ଅଚଳାବସ୍ଥାକୁ ନେଇ ତିନିଦିନ ଧରି ଆଲୁମିନିୟମ ମଜଦୂର ସଙ୍ଘ ପକ୍ଷରୁ ଚାଲିଥିବା ଗଣଧାରଣା ପ୍ରତ୍ୟାହୃତ ହୋଇଛି। ମାନବ ସମ୍ବଳ ମହାପ୍ରବନ୍ଧକଙ୍କ ହସ୍ତକ୍ଷେପ ପରେ ଏହି ଧାରଣା ବନ୍ଦ ହୋଇଛି। ନାଲକୋ ପ୍ଲାଣ୍ଟରେ ଉତ୍କୃଷ୍ଟ କଞ୍ଚାମାଲର ଅଭାବ, ସରଞ୍ଜାମ…

Continue Readingଦାବି ଶୁଣିଲେ ନାଲକୋ ଅଧିକାରୀ: ଆଲୁମିନିୟମ ମଜଦୂର ସଙ୍ଘ ଦ୍ୱାରା ଆହୂତ ଗଣଧାରଣା ପ୍ରତ୍ୟାହୃତ

ନାଲକୋ ଜଗନ୍ନାଥ ମନ୍ଦିରର ୩୩ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଶନିବାର ହେବ ସ୍ନାନ ନୀତି

ନାଲକୋ ନଗର: ନାଲକୋ ନଗର ଜଗନ୍ନାଥ ମନ୍ଦିରର ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୩ଦିନ ଧରି ୩୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହେଉଛି। ବୁଧବାର ଦିନ ଅଧିବାସ କାର୍ଯ୍ୟ ଶେଷ ହୋଇଥିଲା।ଗୁରୁବାର ସକାଳ ୫.୩୦ ଠାରୁ ଶୁକ୍ରବାର…

Continue Readingନାଲକୋ ଜଗନ୍ନାଥ ମନ୍ଦିରର ୩୩ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଶନିବାର ହେବ ସ୍ନାନ ନୀତି

ନାଲକୋ ପାଇପ୍ ଫାଟି ଚାଷ ଜମିରେ ମାଡ଼ିଲା ପାଉଁଶ, କ୍ଷତିରେ କୃଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମ ଦେଇ ତାଳଚେର ଅଞ୍ଚଳର କୋଇଲା ଖଣିରେ ଆସ୍ ପାଇପ ଲାଇନ୍ ଫାଟି ଯାଇଛି। ଫଳରେ ଚାଷ ଜମିରେ ଏହି ପାଉଁଶ ମାଡ଼ିଯାଇଛି। ସୂଚନାଯୋଗ୍ୟ ଯେ ବୁଧବାର ସକାଳେ ପିଙ୍ଗୁଆ ଗ୍ରାମ…

Continue Readingନାଲକୋ ପାଇପ୍ ଫାଟି ଚାଷ ଜମିରେ ମାଡ଼ିଲା ପାଉଁଶ, କ୍ଷତିରେ କୃଷକ

ଅକ୍ଷୟ ତୃତୀୟା: ନାଲକୋ ଜଗନ୍ନାଥ ମନ୍ଦିରରେ ଘୋଷ ଯାତ୍ରାର ପ୍ରାରମ୍ଭିକ ପର୍ବ ରଥ କାଠ ଅନୁକୂଳ

  ନାଲକୋନଗର: ନାଲକୋ ଜଗନ୍ନାଥ ମନ୍ଦିର ପରିସର ରେ ଆଜି ରଥ ନିର୍ମାଣର ଆଦ୍ୟପର୍ବ ରଥ କାଠ ଅନୁକୂଳ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ, ଆଜି ଅକ୍ଷୟ ତୃତୀୟାରେ ଚନ୍ଦନଯାତ୍ରା ସହ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରାରମ୍ଭିକ ପର୍ବ ରଥ ନିର୍ମାଣ କାର୍ଯ୍ୟ…

Continue Readingଅକ୍ଷୟ ତୃତୀୟା: ନାଲକୋ ଜଗନ୍ନାଥ ମନ୍ଦିରରେ ଘୋଷ ଯାତ୍ରାର ପ୍ରାରମ୍ଭିକ ପର୍ବ ରଥ କାଠ ଅନୁକୂଳ

ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ଜଣେ ଠିକା ଶ୍ରମିକଙ୍କର ହୃଦଘାତରେ ମୃତ୍ଯୁ; କ୍ଷତିପୂରଣ ଦାବିରେ ଧାରଣା ଦେଲେ ପରିବାର ଲୋକ

ନାଲକୋନଗର : ସ୍ଥାନୀୟ ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଠିକା ଶ୍ରମିକଙ୍କର ଆଜି ଆକସ୍ମିକ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବଅଁରପାଳ ବ୍ଲକ ଅନ୍ତର୍ଗତ ବାଦିବହାଳ ଗ୍ରାମର ସୁଧୀର ସାହୁ (୪୫) ଶୁକ୍ରବାର ସ୍ମେଲ୍ଟର୍ ପ୍ଲାଣ୍ଟର ପଟଲାଇନ- ଏ ବିଭାଗ…

Continue Readingନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ଜଣେ ଠିକା ଶ୍ରମିକଙ୍କର ହୃଦଘାତରେ ମୃତ୍ଯୁ; କ୍ଷତିପୂରଣ ଦାବିରେ ଧାରଣା ଦେଲେ ପରିବାର ଲୋକ

ସ୍କୁଟିକୁ ପିଟିଲା କାର, ଚାଳକ ଆହତ

ଅନୁଗୁଳ: ଅନୁଗୁଳ ସହର ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକ ନିକଟ ଚାନ୍ଦସି କ୍ଲିନିକ୍ ସମ୍ମୁଖରେ କାର ଓ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଚାଳକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଆଜି ମଧ୍ୟାହ୍ନ ସମୟରେ ଗିରାଙ୍ଗ ଛକ ନିକଟସ୍ଥ…

Continue Readingସ୍କୁଟିକୁ ପିଟିଲା କାର, ଚାଳକ ଆହତ