ପୁନଃ ନିଯୁକ୍ତି ଦାବିରେ ନାଲକୋ ଠିକା ଶ୍ରମିକଙ୍କ ଆନ୍ଦୋଳନ, ଦାବି ପୂରଣ ହେବାରୁ ଧାରଣା ପ୍ରତ୍ୟାହୃତ

ନାଲକୋ ନଗର : ନାଲକୋ ଠିକା ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବିରେ ଗୁରୁବାର ସକାଳେ ସ୍ମେଲଟର ପ୍ଲାଣ୍ଟ ଗେଟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କ ହସ୍ତକ୍ଷେପ ପରେ ସମାନ କାର୍ଯ୍ୟରେ ନିର୍ଦ୍ଦିଷ୍ଟ ଶ୍ରମିକଙ୍କ ପୁନଃ ନିଯୁକ୍ତି ଦିଆଯିବାକୁ…

Continue Readingପୁନଃ ନିଯୁକ୍ତି ଦାବିରେ ନାଲକୋ ଠିକା ଶ୍ରମିକଙ୍କ ଆନ୍ଦୋଳନ, ଦାବି ପୂରଣ ହେବାରୁ ଧାରଣା ପ୍ରତ୍ୟାହୃତ

ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଧାରଣା ଦେଲେ ପରିବାର

ଅନୁଗୁଳ: ନାଲକୋ ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଶବ ରଖି ଗ୍ରାମବାସୀ ଧାରଣା ଦେଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ଥାନା ଅନ୍ତର୍ଗତ ନାଲକୋ ନିକଟସ୍ଥ ଗୋପୀନାଥପୁର ଗ୍ରାମର ରମେଶ ସାହୁଙ୍କର ଆକସ୍ମିକ ମୁତ୍ଯୁ ହୋଇଛି। ରମେଶ ନାଲକୋ…

Continue Readingନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଧାରଣା ଦେଲେ ପରିବାର

ସର୍ବଶ୍ରେଷ୍ଠ ବିଦ୍ୟୁତଶକ୍ତି ସଂରକ୍ଷଣ ପାଇଁ ନାଲକୋ ସିପିପି ପ୍ଲାଣ୍ଟକୁ ପୁରସ୍କୃତ କଲେ ରାଜ୍ୟ ସରକାର

ନାଲକୋ ନଗର: ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋଠାରେ ଅବସ୍ଥିତ ତାପଜ ବିଦ୍ୟୁତ କାରଖାନା (ସିସିପି)କୁ ସର୍ବଶ୍ରେଷ୍ଠ ବିଦ୍ୟୁତ ଶକ୍ତି ଉପଯୋଗ ଓ ସଂରକ୍ଷଣ ପାଇଁ ସିପିପି ବର୍ଗରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ତରଫରୁ ସର୍ବଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି।…

Continue Readingସର୍ବଶ୍ରେଷ୍ଠ ବିଦ୍ୟୁତଶକ୍ତି ସଂରକ୍ଷଣ ପାଇଁ ନାଲକୋ ସିପିପି ପ୍ଲାଣ୍ଟକୁ ପୁରସ୍କୃତ କଲେ ରାଜ୍ୟ ସରକାର

ନାଲକୋସ୍ଥିତ ସ୍ମେଲଟର ପ୍ଲାଣ୍ଟକୁ ସିଆଇଆଇ ଏକଜିମ୍ ବ୍ୟାଙ୍କ ହୋଲିଷ୍ଟିକ୍ ବିଜନେସ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୩ରେ ମିଳିଲା ‘ଗୋଲ୍ଡ ପ୍ଲସ୍’ ମାନ୍ୟତା

ନାଲକୋ ନଗର: ବ୍ୟବସାୟିକ ଉତ୍କର୍ଷତା ଦିଗରେ ପ୍ରୟାସ ଜାରି ରଖିଥିବା ନାଲକୋ (ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ) ଆଉ ଏକ ସଫଳତା ଅର୍ଜନ କରିଛି। ଅନୁଗୁଳ ନାଲକୋସ୍ଥିତ ସ୍ମେଲଟର ପ୍ଲାଣ୍ଟକୁ ସିଆଇଆଇ ଏକଜିମ୍ ବ୍ୟାଙ୍କ ହୋଲିଷ୍ଟିକ୍ ବିଜନେସ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୩ରେ 'ଗୋଲ୍ଡ…

Continue Readingନାଲକୋସ୍ଥିତ ସ୍ମେଲଟର ପ୍ଲାଣ୍ଟକୁ ସିଆଇଆଇ ଏକଜିମ୍ ବ୍ୟାଙ୍କ ହୋଲିଷ୍ଟିକ୍ ବିଜନେସ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୩ରେ ମିଳିଲା ‘ଗୋଲ୍ଡ ପ୍ଲସ୍’ ମାନ୍ୟତା

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପିନେଲେ ବାଇକ ଲୁଟେରା, ୩୫ ହଜାର ହରାଇ ଥାନାରେ ମହିଳା

ନାଲକୋ ନଗର: ନାଲକୋ ଥାନା ଅଧୀନ ଏସବିଆଇ ସିପିପି ବ୍ୟାଙ୍କ୍ ଶାଖାରୁ ପଇସା ଉଠାଇ ଆସୁଥିବା ମହିଳାଙ୍କଠୁ ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ। ସୂଚନା ମୁତାବକ, ଜଣେ ମହିଳା ବ୍ୟାଙ୍କରୁ ୩୫ ହଜାର ଟଙ୍କା ଉଠାଇ ଘରକୁ ଆସୁଥିବା ବେଳେ…

Continue Readingବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପିନେଲେ ବାଇକ ଲୁଟେରା, ୩୫ ହଜାର ହରାଇ ଥାନାରେ ମହିଳା

ବିଶ୍ୱକର୍ମା ପୂଜା ପାଇଁ ନାଲକୋ ନଗର ଚଳଚଞ୍ଚଳ: ୨୦ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ

ଅନୁଗୁଳ: ଆଜି ଦେବଶିଳ୍ପୀ ତଥା ବିଶ୍ଵ ବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା। ଏ ଅବସରରେ ଶିଳ୍ପ ନଗରୀ ନାଲ୍‌କୋ ହୋଇଛି ଚଳଚଞ୍ଚଳ। ରବିବାର ଠାରୁ ଅନୁଗୁଳର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ସମସ୍ତ ପୂଜା ମଣ୍ଡପ ଆଲୋକ ମାଳାରେ…

Continue Readingବିଶ୍ୱକର୍ମା ପୂଜା ପାଇଁ ନାଲକୋ ନଗର ଚଳଚଞ୍ଚଳ: ୨୦ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ

ଅନୁଗୁଳରେ “ପରିଚୟ : ଜାତୀୟ ଜନଜାତି ମହୋତ୍ସବ”ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନାଲକୋ ନଗର/ଅନୁଗୁଳ: ଜନଜାତି ସମାଜ ଆମ ସଭ୍ୟତାର ମୂଳ ସମାଜ। ଜନଜାତି ସମାଜର କଳା, ସଂସ୍କୃତି, ସଂସ୍କାର, ଚାଲିଚଳଣୀ, ପରମ୍ପରା, ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟ, ବେଶପୋଷାକର ନିଜସ୍ୱ ପରିଚୟ ରହିଛି ବୋଲି ଶୁକ୍ରବାର ଅନୁଗୁଳ ଜିଲ୍ଲାର ନାଲକୋ ନଗର ଠାରେ “ପରିଚୟ…

Continue Readingଅନୁଗୁଳରେ “ପରିଚୟ : ଜାତୀୟ ଜନଜାତି ମହୋତ୍ସବ”ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚାକିରି ନାଁରେ ସାଇବର ଠକେଇର ଶିକାର ହେଲେ ଯୁବକ, ଆକାଉଣ୍ଟରୁ ୯୩ ହଜାର ଗାଏବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କନ୍ୟାବେଡା ଅଞ୍ଚଳରେ ରହୁଥିବା ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ଠକାମୀର ଶିକାର ହୋଇଥିବା ଯୁବକ ହେଲେ ଅନୁରାଗ କୁମାର। ସୂଚନା ମୁତାବକ, ଅନୁରାଗ କୁମାର ଅନଲାଇନରେ ଚାକିରି ଖୋଜୁଥିଲେ। ସେଥିରେ…

Continue Readingଚାକିରି ନାଁରେ ସାଇବର ଠକେଇର ଶିକାର ହେଲେ ଯୁବକ, ଆକାଉଣ୍ଟରୁ ୯୩ ହଜାର ଗାଏବ

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ, ଡ୍ରାଇଭର ଓ ହେଲପରକୁ କାବୁ କଲା ପୋଲିସ

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ମେନ୍ ଗେଟ୍ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ଶ୍ରୀଧର ନାଏକ। ସେ…

Continue Readingଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ, ଡ୍ରାଇଭର ଓ ହେଲପରକୁ କାବୁ କଲା ପୋଲିସ

ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ କଂଗ୍ରେସର ନୂତନ ଜିଲ୍ଲା ସଭାପତି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନୂତନ କଂଗ୍ରେସ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କୁ ନାଲକୋ ଏମ୍ପ୍ଲୟୀ ସଂଘ (ନେସ୍) ପକ୍ଷରୁ ଆଜି ଅନୁଗୁଳ କାର୍ଯ୍ୟାଳୟ ଠାରେ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ସମସ୍ୟା ଏବଂ ଆଗାମୀ କାର୍ଯ୍ୟକ୍ରମ ପାଇଁ ଆଲୋଚନା କରାଯାଇଛି। ଏହି…

Continue Readingବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ କଂଗ୍ରେସର ନୂତନ ଜିଲ୍ଲା ସଭାପତି