ଅନୁଗୁଳରେ ବଢ଼ୁଛି ଲୁଟେରାଙ୍କ ଦୌରାତ୍ମ୍ୟ: ଯୁବକଙ୍କୁ ମାଡ଼ ମାରି ସୁନା ଚେନ୍ ଓ ମୋବାଇଲ୍ ଝାମ୍ପି ନେଲେ ୨ ଦୁର୍ବୃତ୍ତ
ଅନୁଗୁଳ: ଅନୁଗୁଳ ନିଶା ଥାନା ଅଞ୍ଚଳରେ ବଢ଼ି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ। ବୁଧବାର ସକାଳେ ପରଙ୍ଗଠାରେ ୨ ଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଲୁହା ଛଡ଼ରେ ପିଟି ସୁନା ଚେନ୍ ଓ ମୋବାଇଲ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା…
