ଜନ୍ତୁ ଭ୍ରମରେ ଶରବିଦ୍ଧ ହେଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରେଇ ଗାଁର ଜଣେ ଯୁବକ ଜନ୍ତୁ ଭ୍ରମରେ ଶରବିଦ୍ଧ ହୋଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଦେବଗଡ଼ ଜିଲ୍ଲା ଛଲକ ଗାଁର ଶିବ ନାହାକ କଙ୍କରେଇ ଗାଁରେ ଘର ସଟରିଂ…

Continue Readingଜନ୍ତୁ ଭ୍ରମରେ ଶରବିଦ୍ଧ ହେଲେ ଯୁବକ

ଚୋର ଗିରଫ, ଚୋରୀ ସାମଗ୍ରୀ ଜବତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଶନିବାର ଜଣେ ଚୋରଙ୍କୁ ଗିରଫରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗତ କିଛିଦିନତଳେ ଝିଣ୍ଟିପାଳ ଗାଁର ଋଷଭ ସାହୁଙ୍କ ଦୋକାନରୁ ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ହେବାପରେ ପୁଲିସ…

Continue Readingଚୋର ଗିରଫ, ଚୋରୀ ସାମଗ୍ରୀ ଜବତ

ସ୍କ୍ରାପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଜରପଡ଼ା ରାସ୍ତାରୁ ଗୁରୁବାର ବିଳମ୍ବିତ ରାତିରେ ଏକ ସ୍କ୍ରପ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ପୁଲିସ। ସୂଚନା ଯେ, ଭ୍ୟାନଟି ଜିନ୍ଦଲ ଅଞ୍ଚଳରୁ ୯ କ୍ବିଣ୍ଟାଲ ୮୦ କେଜି…

Continue Readingସ୍କ୍ରାପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଜଣେ ଗିରଫ

ତାଲା ଭାଙ୍ଗି ଦୋକାନରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବରପଦା ଗାଁର ଏକ ଦୋକାନର ତାଲା ଭାଙ୍ଗି ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗାଁ ଛକରେ ରୁଷଭ ସାହୁଙ୍କ ଏକ ଗ୍ରୋସେରୀ ଦୋକାନ ଅଛି।…

Continue Readingତାଲା ଭାଙ୍ଗି ଦୋକାନରୁ ଚୋରି

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା

ଅନୁଗୁଳ: ଜମି ଅଧିଗ୍ରହଣକୁ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିବା ସତ୍ତ୍ବେ ଚାକିରି ମିଳିଲାନି। ଛେଣ୍ଡିପଦା ବ୍ଲକରେ ଥିବା ଜେଏସ୍‌ପିଏଲ୍‌ କମ୍ପାନି ବିରୁଦ୍ଧରେ ସାନକେରଜାଙ୍ଗ ଗ୍ରାମର ନିରଞ୍ଜନ ମହାପାତ୍ର ଏଭଳି ଅଭିଯୋଗ କରି ସପରିବାର ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ।…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା

ମଦ କାଉଣ୍ଟର୍‌ରୁ ଚୋରି,ବୋହିନେଲେ ପେଟି ପେଟି ମଦ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଇଲାକାରେ ବଡ଼କେରେଜାଙ୍ଗଠାରେ ଥିବା ଏକ ମଦ କାଉଣ୍ଟରରୁ ଚୋର ପେଟି ପେଟି ମଦ ବୋହି ନେଇଛନ୍ତି। ଚୋରି ହୋଇଥିବା ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।କାଉଣ୍ଟର ଆଲମିରାରୁ ଦୁର୍ବୃତ୍ତ ଭଳିକି ଭଳି ଦାମୀ ବ୍ରାଣ୍ଡ୍‌ର…

Continue Readingମଦ କାଉଣ୍ଟର୍‌ରୁ ଚୋରି,ବୋହିନେଲେ ପେଟି ପେଟି ମଦ

ଶୋଇଥିବାବେଳେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅନୁଗୁଳ: ବଅଁରପାଳ ବ୍ଳକ୍ ତଥା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରେଜାଙ୍ଗ ଗ୍ରାମର ଯୋଗେଶ୍ଵର ଘଡ଼େଇଙ୍କ ଘରେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଘର କବାଟ ବନ୍ଦ କରିଦିଆ ଯାଇଥିବାରୁ ଝରକା ଭାଙ୍ଗି ବହୁ କଷ୍ଟରେ…

Continue Readingଶୋଇଥିବାବେଳେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ସ୍କୁଲରୁ ପାଣି ପମ୍ପ୍ ଚୋରି

ଅନୁଗୁଳ: ନିଶା ଥାନା ଇଲାକା ବାଲିଚନ୍ଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏକ ପାଣି ପମ୍ପ୍ ଚୋରି ହୋଇଯାଇଛି। ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ପମ୍ପରେ ସ୍କୁଲ ପରିସରରେ ଥିବା ବଗିଚାରେ ପାଣି ଦିଆଯାଉଥିଲା। ମାତ୍ର…

Continue Readingସ୍କୁଲରୁ ପାଣି ପମ୍ପ୍ ଚୋରି