ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ବିଜୟ ଚାନ୍ଦ
ତାଳଚେର : ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ବିଜୟ ଚାନ୍ଦ ଜୁଲାଇ ୧୦ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ମେକାନିକାଲ୍ ଇଞ୍ଜିନିୟରିଂ ସ୍ନାତକ ଭାବେ ଶ୍ରୀ ଚାନ୍ଦ ୧୯୮୯ ମସିହାରେ ଜଣେ ଏକ୍ଜିକ୍ୟୁଟିଭ ଟ୍ରେନି ଭାବରେ ଏନଟିପିସି…
